Posted inଜାତୀୟ

ପରିବା ବିକାଳୀଙ୍କ ପୁଅଙ୍କୁ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ଭାଜପା ପକ୍ଷରୁ ଜଣେ ପରିବା ବିକାଳୀଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି। ଘୋସି ବିଧାନସଭା ଆସନରେ ଭାଜପା ପକ୍ଷରୁ ବିଜୟ ରାଜଭରଙ୍କୁ ପ୍ରାର୍ଥୀ କରାଯାଇଛି। ବିଜୟଙ୍କ ପିତା ନନ୍ଦ ଲାଲ୍‌ ଜଣେ ପରିବା ବିକାଳୀ। ଭାଜପା ପକ୍ଷରୁ ବିଜୟଙ୍କୁ ପ୍ରାର୍ଥୀ କରାଯିବା ପରେ ଏବେ ସେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଭାଜପା ପକ୍ଷରୁ ତାଙ୍କ ଉପରେ ଭରସା କରାଯାଇଥିବାରୁ ବିଜୟ ଦଳର ଉଚ୍ଚ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପିତା ନନ୍ଦ ଲାଲ୍‌ ମଧ୍ୟ ଏନେଇ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବେଳେ ମାଗଣା ପ୍ରତିଶ୍ରୁତି ଏକ ଗୁରୁତର ଅର୍ଥନୈତିକ ସମସ୍ୟା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪୮: ନିର୍ବାଚନ ଆସିଲେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନେତା ଓ ମନ୍ତ୍ରୀ ଲାଗିପଡ଼ନ୍ତି। ବିଭିନ୍ନ ଯୋଜନାର ପ୍ରତିଶ୍ରୁତି ସାଙ୍ଗକୁ ମାଗଣା ସାମଗ୍ରୀର ଘୋଷଣା କରିଥାନ୍ତି।...

ବସ୍‌ରେ ନିଆଁ ଲାଗି ଜଳିଗଲେ ୭ ଯାତ୍ରୀ

କଲାବୁର୍ଗି,୩।୫: କର୍ନାଟକର କମଲାପୁରା ସହରରେ ଶୁକ୍ରବାର ଏକ ବସ୍‌ ଦୁର୍ଘଟଣା ଗସ୍ତ ହୋଇ ନିଆଁ ଲାଗି ଯାଇଥିଲା। ଫଳରେ ୭ ଜଣ ଯାତ୍ରୀ ପୋଡି ମୃତ୍ୟୁ...

ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ବାତ୍ୟା ‘ନିସର୍ଗ’: ହାଇଆଲର୍ଟ ଜାରି

ମୁମ୍ବାଇ,୩।୬: ଦେଶରେ କରୋନା ପରିସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ଗୋଟିଏ ପରେ ଗୋଟିଏ ବାତ୍ୟା ଲୋକଙ୍କୁ ଆହୁରି ଭୟଭୀତ କରିଛି। ବାତ୍ୟା ଅମ୍ଫନ୍‌ ପରେ...

ମୋ ସ୍ବାମୀଙ୍କୁ ସିବିଆଇ ମାରିଦେଇଛି

କୋଲକାତା,୧୫ା୧୨: ଗତ ମାର୍ଚ୍ଚ ୨୧ରେ ପଶ୍ଚିମବଙ୍ଗସ୍ଥିତ ବୀରଭୂମ ଜିଲା ରାମପୁରହାଟରେ ଅଭାବନୀୟ ଘଟଣା ଘଟିଥିଲା। ବୋରତୁଲ ଗ୍ରାମରେ ଭୋରରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁ...

ପୋଲିସ-ବିକ୍ଷୋଭକାରୀ ଧସ୍ତାଧସ୍ତି

ନୂଆଦିଲ୍ଲୀ, ୧୧ା୨: ଦିଲ୍ଲୀରେ ପୁଣି ତେଜିଲା ସିଏଏ ବିରୋଧୀ ବିକ୍ଷୋଭ। ଜାମିଆନଗର ଓ ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ମିଶି ଜାମିଆର ୭ ନଂ. ଗେଟ୍‌ରୁ...

ସିରମ ଇନ୍‌ଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ: ୫ ମୃତ

ନୂଆଦିଲ୍ଲୀ,୨୧।୧: ମହାରାଷ୍ଟ୍ରର ପୁଣେସ୍ଥିତ ଦେଶରେ କରୋନା ଟିକା ପ୍ରସ୍ତୁତ କରୁଥିବା ସିରମ ଇନ୍‌ଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ...

ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର…

ଅହମଦାବାଦ,୩୦।୭ : ଅହମଦାବାଦର ଏକ ହସ୍ପିଟାଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଲାଗିବା ପରେ ୧୦୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରୁ ସ୍ଥାନାନ୍ତର...

ଗିରଫ ହେଲେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଭାରତରେ ବଡ ଆକ୍ରମଣର ଥିଲା ଯୋଜନା

ନୂଆଦିଲ୍ଲୀ,୨୧।୫: ସୁରକ୍ଷା ଏଜେନ୍ସି ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ରବିବାର ଏନଆଇଏ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା...

Advertisement
Archives

Model This Week