Posted inଜାତୀୟ

ପରିବା ବିକାଳୀଙ୍କ ପୁଅଙ୍କୁ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ଭାଜପା ପକ୍ଷରୁ ଜଣେ ପରିବା ବିକାଳୀଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି। ଘୋସି ବିଧାନସଭା ଆସନରେ ଭାଜପା ପକ୍ଷରୁ ବିଜୟ ରାଜଭରଙ୍କୁ ପ୍ରାର୍ଥୀ କରାଯାଇଛି। ବିଜୟଙ୍କ ପିତା ନନ୍ଦ ଲାଲ୍‌ ଜଣେ ପରିବା ବିକାଳୀ। ଭାଜପା ପକ୍ଷରୁ ବିଜୟଙ୍କୁ ପ୍ରାର୍ଥୀ କରାଯିବା ପରେ ଏବେ ସେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଭାଜପା ପକ୍ଷରୁ ତାଙ୍କ ଉପରେ ଭରସା କରାଯାଇଥିବାରୁ ବିଜୟ ଦଳର ଉଚ୍ଚ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପିତା ନନ୍ଦ ଲାଲ୍‌ ମଧ୍ୟ ଏନେଇ ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସହ ମିଶି କାମ କରିବାକୁ ଉତ୍ସୁକ ଅଛନ୍ତି କ୍ୟାପଟେନ

ଚଣ୍ଡିଗଡ଼,୧୯ ।୧୧: ଦେଶର କୃଷକଙ୍କ ପାଇଁ ଶୁକ୍ରବାର ଏକ ଶୁଭ ଦିନ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଆଣିଥିବା ୩ ନୂଆ କୃଷି ନିୟମକୁ...

୨୦୦ରୁ ଅଧିକ ବୋମା ଉଦ୍ଧାର

କୋଲକାତା,୯।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖିଇ ଆସୁଛି। ତେବେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣା ଜିଲାର ଭାଙ୍ଗର ଅଞ୍ଚଳରୁ ୨୦୦ରୁ ଅଧିକ ବୋମା ଉଦ୍ଧାର କରାଯାଇଛି।...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

ତୈଳ ରାଜନୀତି ଘେରରେ ଉପଭୋକ୍ତା, ୧୦ ଅଣ-ଭାଜପା ଶାସିତ ରାଜ୍ୟରେ କମୁନି ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ,୯।୧୧: ଗତ ସପ୍ତାହରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡୁ୍ୟୁଟି ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିବା ପରେ...

ମୃତକଙ୍କୁ ୨ କିମି କାନ୍ଧରେ ବୋହି ନେଲେ ମହିଳା ଏସ୍‌ଆଇ

ବିଶାଖାପଟ୍ଟନମ୍‌, ୨।୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର କାସିବୁଗାରେ ଅଞ୍ଚଳରେ କାର୍ଯ୍ୟ କରୁଥିବା ମହିଳା ଏସ୍‌ଆଇ କୋଟ୍ଟୁରୁ ଶ୍ରୀଷା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି।...

ଡିୟୁ କୁଳପତି ନିଲମ୍ବିତ

ନୂଆଦିଲ୍ଲୀ,୨୯।୧୦: କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଛି। ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ କୁଳପତି ନେଇଥିବା...

କାର୍ଯ୍ୟାଳୟରେ ମଦ୍ୟପାନ କରି ତାସ୍‌ ଖେଳୁଥିବା ୪ ସରକାରୀ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ,୨୮।୬: ରାଜଧାନୀ ଦିଲ୍ଲୀରେ ଯେଉଁଠି ଲୋକଙ୍କୁ ପାଣିର ସମସ୍ୟା ଲାଗିରହିଛି। ସେଠାରେ ଜଳ ବୋର୍ଡର କର୍ମଚାରୀଙ୍କ ବେପାରୁଆ ମନୋଭାବ ଦେଖିବାକୁ ମିଳିଛି। ଜଳ ବୋର୍ଡ କାର୍ଯ୍ୟାଳୟର...

ମୁରଲୀ ମନୋହର ଯୋଶୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ୮୬ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା...

Advertisement
Archives

Model This Week