‘ପଠାନ’ର ପ୍ରଥମ ଗୀତ ରିଲିଜ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀରେ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେତ ଉତ୍ସାହିିତର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ ସାମ୍ନାକୁ ଆସିଛି। ଗୀତ ରିଲିଜ୍‌ ହେବା ମାତ୍ରେ ଏହା ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ଶାହରୁଖ ଖାନ୍‌ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରିଛନ୍ତି। ବିଶାଲ ଏବଂ ଶେଖର ଏହି ଗୀତକୁ ମ୍ୟୁଜିକ୍‌ ଦେଇଛନ୍ତି। ଏହି ଗୀତକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେଏରୋ, ବିଶାଲ ଏବଂ ଶେଖର ଗାଇଛନ୍ତି।
ଫିଲ୍ମ ପଠାନ ୨୫୦ କୋଟି ବଜେଟ୍‌ରେ କରାଯାଇଛି। ଶାହରୁଖଙ୍କ ବ୍ୟତୀତ ଜନ୍‌ ଆବ୍ରାହମ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଏହି ଫିଲ୍ମଟି ୟଶ ରାଜ ଫିଲ୍ମସ ପ୍ରଡକ୍ସନ ହାଉସ ବ୍ୟାନରରେ ପ୍ରସ୍ତୁତ କରାଯାଇଥିବା ବେଳେ ୨୦୨୩ ଜାନୁଆରୀ ୨୫ରେ ଏହା ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଏମିତି କହିଲେ ପ୍ରଭାସ

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହାସହ ପ୍ରଭାସ ନିଜ ବିବାହକୁ ନେଇ ସର୍ବଦା...

ବଲିଉଡ୍‌ରେ କେନ୍ଦୁଝର ଝିଅ ୟୁବିକା

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍‌ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର...

ଆଜି ରାଘବ-ପରିଣୀତିଙ୍କ ନିର୍ବନ୍ଧ

ମୁମ୍ବାଇ: ଏମ୍‌ପି ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ଶନିବାର ନିବର୍ନ୍ଧ କରିବେ। ଯାହାକୁ ନେଇ ଉଭୟ ପରିବାରରେ ଜୋରରେ ପ୍ରସ୍ତୁତି ଚାଲିଛି। ସ୍ଥାନଠାରୁ...

ହେମା, ରେଖା, ଶ୍ରୀଦେବୀଙ୍କ ପରେ ଭୂମୀଙ୍କୁ ମିଳିଲା ସଫଳତା

ମୁମ୍ବାଇ: ବଲିଉଡ୍‌ ନାୟିକା ହେମାମାଳିନୀ, ରେଖା ଓ ଶ୍ରୀଦେବୀଙ୍କୁ ବଡ ପରଦାରେ ଯେଉଁ ସଫଳତା ମିଳିଥିଲା ତାହା ବୋଧହୁଏ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ମିଳିନାହିଁ...

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ପାନିପତ’

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକରଙ୍କ ଫିଲ୍ମ ‘ପାନିପତ’। ଉକ୍ତ ଫିଲ୍ମରେ ମହାନ ମରାଠା ସେନାପତି ଓ ତାଙ୍କର ଦ୍ୱିତୀୟ...

ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍‌ରେ ସେ ଶାର୍ଟ ଲେସ୍‌...

ଚତୁର୍ଥଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋପେଜ ଖୁବ୍‌ଶୀଘ୍ର ଚତୁର୍ଥ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ୫୨ ବର୍ଷୀୟା ଜେନିଫର୍‌ ଏକ ବିନ୍ଦାସ...

ଲକ୍‌ଡାଉନ ଭିତରେ ମାସ୍କ ପିନ୍ଧି ଶୁଟିଂ ଆରମ୍ଭ କଲେ ଅକ୍ଷୟ !

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ହେଲେ ପୂର୍ବପେକ୍ଷା ନିୟମରେ କିଛିଟା କୋହଳ କରାଯାଇଥିବାରୁ ଅଧିକାଂଶ...

Advertisement
Archives

Model This Week