Posted inଜାତୀୟ

ପଞ୍ଚକୁଲା ହିଂସା: ହନିପ୍ରୀତଙ୍କୁ ଜାମିନ

ଚଣ୍ଡିଗଡ଼,୬।୧୧: ୨୦୧୭ର ବହୁ ଚର୍ଚ୍ଚିତ ପଞ୍ଚକୁଲା ହିଂସା ମାମଲାରେ ଆତ୍ମଘୋଷିତ ବାବା ଗୁରମିତ ସିଂହଙ୍କ ପୋଷ୍ୟକନ୍ୟା ହନିପ୍ରୀତ ସିଂହଙ୍କୁ ବୁଧବାର ଜାମିନ ମିଳିଛି। ଜାମିନ ମିଳିବାର କିଛି ସମୟ ପରେ ଅମ୍ବାଲାର ସେଣ୍ଟ୍ରାଲ ଜେଲ୍‌ରୁ ତାଙ୍କୁ ମୁକ୍ତ କରାଯାଇଛି। ହନିପ୍ରୀତଙ୍କ ଉପରେ ଦେଶଦ୍ରୋହ ମାମଲା ହଟିବା ପରେ ପଞ୍ଚକୁଲା କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଛି। ୧ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ଦୋଷୀ ସାବ୍ୟସ୍ତ ହେବାପରେ ହୋଇଥିବା ଦଙ୍ଗା ଏବଂ ହିଂସା ମାମଲାରେ ହନିପ୍ରୀତଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୋଏଡା ସ୍ପାଇସ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୬।୮: ରାଜଧାନୀ ଦିଲ୍ଲୀର ନୋଏଡା ସେକ୍ଟର ୨୫-ଏ ସ୍ଥିତ ସ୍ପାଇସ୍‌ ମଲ୍‌ରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ,...

ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ...

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।...

ଚିନ୍ତା କରିବାର କିଛି ନାହିଁ

ନୂଆଦିଲ୍ଲୀ,୧୩।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ବୁଧବାର ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ...

ବରେଲି ବଜାରରେ ୩୦ ଫୁଟର ଝୁମ୍‌କା

ବଲିଉଡ୍‌ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍‌କା ଗିରା ରେ ବରେଲି କେ ବାଜାର ମେଁ’...

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ,୧୮।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଶୁକ୍ରବାର ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ୧୪ ଜଣଙ୍କ ନାଁ...

ବିହାରରେ ଜାପାନୀ ଜ୍ୱର ଆତଙ୍କ: ଗଲାଣି ୩୧ ଶିଶୁଙ୍କ ଜୀବନ

ପାଟନା, ୧୨।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ଆତଙ୍କ ସୃଷ୍ଟି କରିଛି। ଏଥିରେ ଆକ୍ରାନ୍ତ ହୋଇ ୩୧ ଶିଶୁ ପ୍ରାଣ ହରାଇଲେଣି।...

୨ ଭଉଣୀଙ୍କୁ ଗଣବଳାତ୍କାର

ଜୟପୁର,୫।୬: ରାଜସ୍ଥାନର ଜୟପୁରରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ...

Advertisement


Archives

Model This Week