Posted inଫୁରସତ

ପକ୍ଷୀଙ୍କ ପାଇଁ ଫ୍ଲାଟ୍‌

ଗାଜିଆବାଦରେ ପ୍ରଥମଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଫ୍ଲାଟ୍‌ ନିର୍ମାଣ କରାଯାଇଛି। ଗାଜିଆବାଦ ବିକାଶ ପ୍ରାଧିକରଣ ଲୁପ୍ତ ହୋଇଯାଉଥିବା ପକ୍ଷୀଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏପରି ପଦକ୍ଷେପ ହାତକୁ ନେଇଛି। ଏହି ବାର୍ଡ ଫ୍ଲାଟ୍‌ ଜିଡିଏ ଉପାଧ୍ୟକ୍ଷାଙ୍କ ଆବାସରେ ନିର୍ମାଣ କରାଯାଇଛି। ଏଥିରେ ୬୦ ପକ୍ଷୀ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଲୁହା ଖୁଣ୍ଟରେ ଫ୍ଲାଟ୍‌ଟିକୁ ନିର୍ମାଣ କରାଯାଇଛି। ଖରାବର୍ଷା ଦାଉରୁ ପକ୍ଷୀମାନେ ରକ୍ଷା ପାଇବା ଲାଗି ଉପରେ ଛାତ ରହିଛି।

ଜିଡିଏର ଉପାଧ୍ୟକ୍ଷା କାଞ୍ଚନ ବର୍ମା କୁହନ୍ତି, ଏହି ଫ୍ଲାଟ୍‌ ତିଆରି କରିବା ପାଇଁ ପ୍ରଥମେ ପ୍ରାକୃତିକ ଦୃଶ୍ୟରାଜି ନିକଟରେ ଥିବା ଆପାର୍ଟମେଣ୍ଟର ଲୋକଙ୍କୁ ଭେଟିବାକୁ ପଡ଼ିଥିଲା। ପକ୍ଷୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଫ୍ଲାଟ୍‌ରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ପକ୍ଷୀମାନେ ଗାଧୋଇବା ପାଇଁ ପୁଲ୍‌ ରହିଛି। ଏହାସହିତ ନିୟମିତ ପାଣି ବଦଳାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ବାର୍ଡ ଫ୍ଲାଟ୍‌ର ଉଚ୍ଚତା ୧୫ ଫୁଟ ହୋଇଥିବାବେଳେ ଏଥିରେ ୧୦ ଫୁଟ ଲମ୍ବ ଏବଂ ୫ ଫୁଟ ଚଉଡ଼ାର ଖୁଣ୍ଟସବୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ବର୍ଷ ମଧ୍ୟରେ ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: ବେଳେବେଳେ କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର...

ମାସ୍କ ନ ପିନ୍ଧିଲେ ଖୋଳିବାକୁ ପଡିବ କରୋନା ସଂକ୍ରମିତ ମୃତକଙ୍କ ପାଇଁ କବର

ଜାକର୍ତ୍ତା,୧୫ ।୯: କରୋନା ସଂକ୍ରମଣ ସାରା ବିଶ୍ୱକୁ ଥରହର କରାଇ ଦେଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମମାନ ଲାଗୁ କରାଯାଇଛି...

ଗୁଜବ -ବଡ଼ ଅଜବ

ଚକ ଚକ କରୁଥିବା ଚନ୍ଦରାର ଚନ୍ଦା ମୁଣ୍ଡରେ ଚମତ୍କାର ବୁଦ୍ଧି l ଆଜ୍ଞା! ପଚାରୁଛନ୍ତି କେମିତି? ଭାତ ହାଣ୍ଡିରୁ ଗୋଟେ ଚିପି ପରଖିଲା ଭଳିଆ… କଥାଟେ...

କରୋନା ଆଇସୋଲେଶନ୍‌ ଓ୍ବାର୍ଡ୍‌ରେ ନର୍ସଙ୍କୁ ଦୁର୍ବ୍ୟବହାର: ନିର୍ଧୁମ ଛେଚା ଖାଇଲେ ଡାକ୍ତର

ହରିୟାଣାର ପଞ୍ଚକୁଳାର ଏକ ଡାକ୍ତରଖାନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। କରୋନା ଆଇସୋଲେଶନ୍‌ ଓ୍ବାର୍ଡରେ ଜଣେ ନର୍ସଙ୍କ ସହ ଦୁର୍ବବ୍ୟହାର କରିବାକୁ ନେଇ ଡାକ୍ତରଙ୍କୁ ନିର୍ଧୁମ...

ରୋନାଲଡୋଙ୍କ ପେପର ଷ୍ଟାଚ୍ୟୁ, ଚାରି ମହଲା କୋଠା ସହ ସମାନ

କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍‌ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ...

ଗୋଟିଏ ପୁଅକୁ ପ୍ରେମ କରି ବସିଥିଲେ ୨ ଯୁବତୀ, ବିବାହ ପାଇଁ ପଡିଲା ଟସ୍‌: ଆଉ ତା’ପରେ

ପ୍ରେମ କରିବା କୌଣସି ପାପ ନୁହେଁ। କିନ୍ତୁ ଯଦି ପ୍ରେମ ତ୍ରିକୋଣୀୟ ହୋଇଯାଏ ତେବେ କଥା ସରିଲା। କାରଣ ଏପରି ପରିସ୍ଥିତିରେ ମାମଲା ଗଡ୍‌ବଡ୍‌ ହେବାର...

ଜାଣନ୍ତି କାହିଁକି ରଖାଯାଇଛି ଟ୍ରାଫିକ୍‌ ସିଗ୍‌ନାଲରେ ୩ଟି ରଙ୍ଗ

ପୂର୍ବରୁ ଲୋକେ ରାସ୍ତାରେ ଚଳପ୍ରଚଳ କରିବାରେ କୌଣସି କଟକଣା ବା ନୀତି ନିୟମ ନ ଥିଲା। ଯିଏ ଯେମିତି ପାରୁଥିଲା ଯାଉଥିଲା। ଦିନକୁ ଦିନ ଦୁର୍ଘଟଣା...

ଚୋରି କରିବାକୁ ଆସିଥିବା ବ୍ୟକ୍ତି ଏସି, ବେଡ୍‌ ଦେଖି ଶୋଇପଡ଼ିଲେ: ଆଉ ତାପରେ…

ଥାଇଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। କିନ୍ତୁ ଘରର ସୁଖ...

Advertisement
Archives

Model This Week