ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ ପରିଚିତ। ତାଙ୍କର ଫୋନ ହେଉ କି, ସାଣ୍ଡେଲ ସମ୍ପର୍କରେ ଆପଣମାନେ କିଛି ନା କିଛି ତ ଜାଣିଥିବେ। ହେଲେ ଟିକେ ଚିନ୍ତା କରନ୍ତୁ ତାଙ୍କୁ ଯଦି କେହି ଉପହାର ଦିଅନ୍ତି, ତେବେ ତାହା କେତେ ବିଳାଶପୂର୍ଣ୍ଣ ହେବା ଦରକାର। ଉପହାର ଆକାରରେ ତାଙ୍କୁ ମିଳିଥିବା ବିଳାସପୂର୍ଣ୍ଣ ଜେଟର ବିଶେଷତ୍ୱ ସମ୍ପର୍କରେ ….

୫୭ ବର୍ଷୀୟା ନୀତା ଗାଡ଼ି ବଦଳରେ ବ୍ୟକ୍ତିଗତ ଜେଟରେ ବୁଲିବାକୁ ବେଶ୍‌ ପସନ୍ଦ କରନ୍ତି। ତାଙ୍କ ନିକଟରେ ଅଛି ଏୟାର ବସ-୩୧୯ ଲକ୍ଜୁରି ପ୍ରାଇଭେଟ ଜେଟ। ଏଥିରେ ଏକସଙ୍ଗରେ ୧୦-୧୨ ଲୋକ ଯାତ୍ରା କରିପାରିବେ। ଆଉ ଏହି ବିଳାସପୂର୍ଣ୍ଣ ଜେଟରେ ରହିଛି ଏକ ଅଫିସ, ଗେମ୍‌ କନସୋଲ କେବିନ, ମ୍ୟୁଜିକ ସିଷ୍ଟମ, ସାଟେଲାଇଟ୍‌ ଟେଲିଭିଜନ, ମାଷ୍ଟର ବେଡ୍‌ରୁମ, ବିଭିନ୍ନ ପ୍ରକାରର ଶାଓ୍ବାର ଥିବା ଏକ ବଡ଼ ବାଥରୁମ। ଏହାଛଡ଼ା ମୁଡ୍‌ ଲାଇଟିଂ ସିଷ୍ଟମ ଥିବା ଏକ ବାର ମଧ୍ୟ ରହିଛି ଏହି ପ୍ରାଇଭେଟ୍‌ ଜେଟରେ। ନୀତାଙ୍କୁ ତାଙ୍କ ୪୪ ତମ ଜନ୍ମଦିନ ଅବସରରେ ଏହି ଜେଟକୁ ଉପହାର ସ୍ବରୂପ ଦେଇଥିଲେ ସ୍ବାମୀ ମୁକେଶ ଅମ୍ବାନୀ। ୨୦୦୭ରେ ଏହାର ମୂଲ୍ୟ ଥିଲା ୨୩୦ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରର ୪ ଭାଜପା ନେତାଙ୍କ ଇସ୍ତଫା

ଜମ୍ମୁ, ୧୦।୮: ଜମ୍ମୁ-କଶ୍ମୀରର ବଡ୍‌ଗାମ ଜିଲାର ଭାଜପା କର୍ମୀ ଅବଦୁଲ୍‌ ହମିତ ନାଜାର ରବିବାର ସକାଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...

ନିର୍ବାଚନ ଫଳାଫଳ ଆସିବା ପରେ ଖାଇବା ଛାଡିଦେଇଥିଲେ ଲାଲୁ, ଡାକ୍ତର କହିଲେ ଏମିତି

ପାଟନା, ୨୭।୫: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ...

ମୋଦିଙ୍କୁ ହତ୍ୟା କରିବାକୁ ପଡିବ, କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ମାମଲା ଦାଏର…

ଭୋପାଳ,୧୨।୧୨ : କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପଡିବ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ...

ଏଏପି ବିଧାୟକଙ୍କ ବିରୋଧରେ ମାନହାନି କେସ୍‌ କରିବେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ,୩୧।୮: ଦିଲ୍ଲୀର ଅରବିନ୍ଦ କେଜ୍‌ରିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଏକ ନୂଆ ମୋଡ଼ ନେଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନାଁରେ...

ଘୋଡ଼ା ବଦଳରେ ଓଟ ଚଢ଼ି ବାହା ହେବାକୁ ଗଲେ ବର, କାରଣ ଜାଣିଲେ କରିବେ ପ୍ରଶଂସା

ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରତିଦିନ ଏଠାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷକରି ମରାଠଓ୍ବାଡା ଏବଂ ପଶ୍ଚିମ ମହାରାଷ୍ଟ୍ରରେ ନୂଆ ପଜିଟିଭ୍‌...

ଜିଭରେ ନାକକୁ ଛୁଇଁ ରେକର୍ଡ

ବେଙ୍ଗାଲୁରୁ: ବଡ଼ମାନେ ପିଲାମାନଙ୍କ କୌତୁହଳ ପାଇଁ ଅନେକ ଅଜବଗଜବ କାମ କରିବାକୁ କୁହନ୍ତି, ଯାହା ସମସ୍ତଙ୍କ ପକ୍ଷେ ସମ୍ଭବ ପର ହୋଇ ନ ଥାଏ। ଯେମିତି...

ଟୁଇଟର୍‌ରେ ଦେଖାଯାଉ ନାହାଁନ୍ତି କଂଗ୍ରେସର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା

ନୂଆଦିଲ୍ଲୀ,୨।୬: କଂଗ୍ରେସ ଦଳର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା ସ୍ପନ୍ଦନା ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର୍‌ରେ ଆଉ ଦେଖାଯାଉ ନାହାଁନ୍ତି। ତାଙ୍କର ଟୁଇଟର୍‌ ଆକାଉଣ୍ଟ ଡିଲିଟ୍‌...

ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ଲାଲଜି ଟଣ୍ଡନ

ଭୋପାଳ,୨୯।୭: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଲାଲଜି ଟଣ୍ଡନ ସୋମବାର ଶପଥ ଗ୍ରହଣ କରିଛନ୍ତି। ମଧ୍ୟପ୍ରଦେଶର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବି ଶଙ୍କର ଝା ରାଜଭବନରେ...

Advertisement
Archives

Model This Week