ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ କୋଷିକାର କ୍ରିୟାଶୀଳତାକୁ ବୃଦ୍ଧି କରି ନୂତନ ଚିନ୍ତାଧାରା ଉଦ୍ରେକ କରିଥାଏ। ଏନେଇ ମିସିଗାନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ମୃତିଶକ୍ତି ପାଇଁ ମସ୍ତିଷ୍କର ଯେଉଁ ଅଂଶ ଦାୟୀ ସେହି ଅଂଶର କୋଷ କ୍ଷୀଣ ଆଲୋକ ପ୍ରଭାବରେ କ୍ରିୟାଶୀଳତା ହରାଇ ବସିଥିବା ଯୋଗୁ ଏହା ହୁଏ। କ୍ଷୀଣ ଆଲୋକରେ ଦୃଷ୍ଟିଶକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼େ। କ୍ଷୀଣ ଆଲୋକ ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ କୋଷିକାକୁ ନିସ୍ତେଜ କରିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ‘ମିସ୍‌ ଟେକ୍ସାସ ୟୁଏସଏ’

ଓ୍ବାଶିଂଟନ,୨୫।୬: କୁହାଯାଏ ଯେ କିଛି ଅଲଗା କରିବା ଏବଂ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ କୌଣସି ବୟସ ନ ଥାଏ। ଯେତେବେଳେ ଜଣେ ବ୍ୟକ୍ତି...

୫ ବର୍ଷ ପରେ ଜେଲରୁ ମୁକୁଳିଲେ ଓ୍ବିକିଲିକ୍ସର ଫାଉଣ୍ଡର

ଓ୍ବାଶିଂଟନ,୨୫।୬: ୱିକି ଲିକ୍ସ ୱେବସାଇଟ ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଶେଷରେ ବ୍ରିଟିଶ ଜେଲରୁ ମୁକ୍ତ କରାଯାଇଛି। ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜ ଆମେରିକାର ନ୍ୟାୟ...

ବିନା କାମରେ ୨୦ ବର୍ଷ ଦରମା

ପ୍ୟାରିସ: କାର୍ଯ୍ୟ ସମ୍ପାଦନ କରି ଅଫିସ ବା ସଂସ୍ଥାରୁ ଦରମା ନ ମିଳିଲେ କ୍ଷୁବ୍ଧ କର୍ମଚାରୀ ଆଇନର ଆଶ୍ରୟ ନେଇଥାନ୍ତି। କିନ୍ତୁ ଫ୍ରାନ୍ସରେ ଏହାର ଓଲଟା ଦେଖିବାକୁ...

ଫ୍ରାନ୍ସରେ ବଢୁଛି ହିଂସା, ପୋଲିସ ଷ୍ଟେଶନ ସମେତ ଅନେକ କୋଠାରେ ଲାଗିଲା ନିଆଁ

ପ୍ୟାରିସ,୨୪।୬: ଫ୍ରାନ୍ସର ନ୍ୟୁ କାଲେଡୋନିଆରେ ବର୍ତ୍ତମାନ ଅଶାନ୍ତିର ବାତାବରଣ ଦେଖାଦେଇଛି। ରବିବାର ରାତିରେ ନ୍ୟୁ କାଲେଡୋନିଆ ଦ୍ୱୀପରେ ପୋଲିସ ଷ୍ଟେଶନ ଏବଂ ଟାଉନ ହଲ ସମେତ...

ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ ମୃତ, ୫ ନିଖୋଜ

ସିଓଲ,୨୪।୬: ଦକ୍ଷିଣ କୋରିଆର ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା...

ପ୍ରବଳ ଗରମ, ୧୩ ଶହ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪।୬: ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ଅନୁଭୂତ ହୋଇଥିବା ବେଳେ ସାଉଦୀ ଆରବରେ ଏବେ ସ୍ଥିତି ଅସମ୍ଭାଳ ହୋଇଛି । ଏଠି ପାଖାପାଖି...

ପରମାଣୁ ବୋମା ପକାଇବ ରୁଷିଆ, ପୁଟିନ ଦେଲେ ଏମିତି ନିର୍ଦ୍ଦେଶ

ମସ୍କୋ,୨୪।୮: ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ରୁଷିଆ ନୀତି ବଦଳାଇବାକୁ ଯାଉଛି। ଏହା କରିବା ପରେ ରୁଷିଆ ଅଳ୍ପ ସମୟ ମଧ୍ୟରେ ଆଣବିକ ଆକ୍ରମଣ ଉପରେ...

ଆତଙ୍କବାଦୀ ଆକ୍ରମଣରେ ୧୫ ପୋଲିସକର୍ମୀଙ୍କ ସହ ଅନେକ ନାଗରିକ ମୃତ

ମସ୍କୋ,୨୪।୬: ରୁଷିଆର ଦକ୍ଷିଣ ପ୍ରଦେଶ ଡେଜିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଯିହୂଦୀମାନଙ୍କ ଧର୍ମସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଡେଜିସ୍ତାନର ଡର୍ବେଣ୍ଟ ସହରରେ ଏହି ଗୁଳି ବିନିମୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri