ନାବାଳିକାଙ୍କୁ ଧମକ ଦେଇ ଯୁବକ ଗିରଫ

ଯୋଡ଼ା,୧୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନାନୁଯାୟୀ, ଜୁରୁଡି ଅଞ୍ଚଳର ରବିନ ମହାନ୍ତ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ଫୋନ୍‌ ମାଧ୍ୟମରେ ହଇରାଣ ହରକତ କରିବା ସହିତ ଫଟୋ ଭାଇରାଲ୍‌ କରିବାର ଧମକ ଦେଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏନେଇ ଏକ ମାମଲା (ନଂ.୭୪/୨୦) ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ସ୍କୁଲରୁ ୨୧ କରୋନା ପଜିଟିଭ୍‌

ଝାରସୁଗୁଡ଼ା,୨୭।୩: ଝାରସୁଗୁଡ଼ା ଜିଲା ବଢେଇମୁଣ୍ଡା ଇଞ୍ଜିନିୟରିଂ ସ୍କୁଲରୁ ଶନିବାର ୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୩ ଶିକ୍ଷକ ଏବଂ ୮ଜଣ ଛାତ୍ର ଥିବା...

ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଛି

ଆନନ୍ଦପୁର,୪। ୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୌର କାର୍ଯ୍ୟାଳୟରେ ୬ ନଂ. ଓ୍ବାର୍ଡର କାଉନ୍‌ସିଲର...

ନନ୍ଦନକାନନରେ ଚନ୍ଦନର ମୃତ୍ୟୁ

ବାରଙ୍ଗ,୧୫।୯(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତୀସଫାରୀରେ ଥିବା ୧୦ ବର୍ଷର ହାତୀ ଚନ୍ଦନର ଶନିବାର ରାତିରେ ମୃତ୍ୟୁ ଘଟିଛି। ଗତ ୩ ଦିନ ତଳେ ଚନ୍ଦନ ଅସୁସ୍ଥ...

୧୪ ଦିନରେ ଖଣିରେ ଅର୍ଥନୈତିକ ଅବରୋଧ: ସମର୍ଥ ଜଣାଇଲା ରାଜ୍ୟ ସିଭିଲ ସୋସାଇଟି ଫୋରମ

ସୁକିନ୍ଦା,୨|୮(ଡି.ଏନ୍‌.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରେ ଲୋଡିଂ ନ ମିଳିବା ଓ ହାଇକୋର୍ଟଙ୍କ ଫାଷ୍ଟ କମ ଫାଷ୍ଟ ଲୋଡିଂ ନିୟମକୁ ନେଇ ଜୁଲାଇ ୧୯ରୁ କୁହିକା ସୁକିନ୍ଦା...

Teacher Recruitment

କେଉଁଠି ଅଧିକ, କେଉଁଠି ଅଭାବ: ଶିକ୍ଷକ ନିଯୁକ୍ତି ଭେଳିକି…

ଧାମନଗର,୧୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟରେ ସମାନ୍ତରାଳ ଭାବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। କେଉଁଠି ଆବଶ୍ୟକତାଠାରୁ ଅଧିକ ଅଛନ୍ତି...

ବସ୍‌ କଣ୍ଡକ୍ଟରଙ୍କୁ ମାଡ଼: ଅଭିଯୁକ୍ତ ଗିରଫ

ଯୋଡ଼ା,୬।୧୨(ଡି.ଏନ.ଏ.)- ବସ୍‌ ଭଡାକୁ କେନ୍ଦ୍ର କରି ବସ୍‌ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଯୋଡାସ୍ଥିତ...

ନବଜାତ ଶିଶୁର ମୃତଦେହକୁ ଝୁଣି ଖାଉଛି କୁକୁର, ବିଚଳିତ କରୁଛି ଦୃଶ୍ୟ

ବଲାଙ୍ଗୀର ଅଫିସ, ୭।୧୦- ବଲାଙ୍ଗୀର ସହରରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ନବଜାତ ଶିଶୁର ମୃତଦେହକୁ ବୁଲା କୁକୁର ପାଟିରେ...

ଅଟକିଯାଇନି ରଥ କାମ: ମହାରଣା ସେବକଙ୍କ ବିଶ୍ୱାସ ‘ମହାପ୍ରଭୁ ଚାହିଁଲେ ସବୁକିଛି ଓଲଟପାଲଟ ହୋଇଯିବ’

ପୁରୀ ଅଫିସ,୧୯ା୬: ଚଳିତବର୍ଷ ରଥଯାତ୍ରା ବନ୍ଦ ରହିବ ବୋଲି ସୁପ୍ରିମ୍‌କୋର୍ଟ ରାୟ ଶୁଣାଇଛନ୍ତି। ହେଲେ ଏହି ରାୟ ପରେ ବିଭିନ୍ନ ମହଲରେ କ୍ଷୋଭ ସୃଷ୍ଟି ହୋଇଛି...

Advertisement
Archives

Model This Week