Posted inଜାତୀୟ

ନାଥୁରାମଙ୍କୁ ‘ଦେଶଭକ୍ତ’ କହିଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହିଛନ୍ତି। ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ ସଦସ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏସ୍‌ପିଜି ସଂଶୋଧନ ବିଲ୍‌ ଉପରେ ଆଲୋଚନା ବେଳେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ କାହିଁକି ମାରିବା ସମ୍ପର୍କରେ ଡିଏମ୍‌କେ ସଦସ୍ୟ ଏ. ରାଜା କହିଥିଲେ। ଗଡ୍‌ସେ ଭିନ୍ନ ମତବାଦର ଥିଲେ। ସେ ଗାନ୍ଧିଜୀଙ୍କୁ ମାରିବା ପାଇଁ ନିଷ୍ପତ୍ତି ନେବାର ୩୨ ବର୍ଷ ପୂର୍ବରୁ ତାଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ। ଏକଥା ଗଡ୍‌ସେ ସ୍ବୀକାର କରିଥିବା ରାଜା କହିଥିଲେ। ଆଲୋଚନାରେ ହସ୍ତକ୍ଷେପ କରି ପ୍ରଜ୍ଞା କହିଥିଲେ, ଗଡ୍‌ସେଙ୍କ ଭଳି ଜଣେ ଦେଶଭକ୍ତଙ୍କ ଉଦାହରଣ ଆପଣ ଦେଇପାରିବେ ନାହିଁ। ବିରୋଧୀ ହୋ-ହଲ୍ଲା କରିବାରୁ ଭାଜପା ସଦସ୍ୟମାନେ ପ୍ରଜ୍ଞାଙ୍କୁ ବସିବା ପାଇଁ ପ୍ରବର୍ତ୍ତାଇଥିଲେ। ତାଙ୍କ ମନ୍ତବ୍ୟକୁ ରେକର୍ଡରେ ସ୍ଥାନ ଦିଆଯିବ ନାହିଁ ବୋଲି ବାଚସ୍ପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟସାଲମେର ଗଲେ କଂଗ୍ରେସ ବିଧାୟକ

ଜୟସାଲମେର/ଜୟପୁର, ୧।୮(ପି.ଟି.): ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱ ଏକ ହୋଟେଲରେ ଅବସ୍ଥାନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ...

କରୋନା ଭୟ: ସାଧାରଣ ଜ୍ୱରରେ ବି ଲୋକେ କିଣୁଛନ୍ତି କରୋନା ଔଷଧ, ବଢୁଛି ଲିଭର ସମସ୍ୟା

ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ସିଜିନାଲ ଜ୍ୱର ହୋଇଥାଏ। ତେବେ ଏବେ...

ଲଦାଖରେ ଅପ୍ଟିକାଲ ଫାଇବର କେବୁଲ ବିଛାଉଛି ଚାଇନା

ଲେହ, ୧୫।୯: ଏଲ୍‌ଏସିରେ ଜାଣିଶୁଣି ଚାଇନା ଉତ୍ତେଜନା ସୃଷ୍ଟି କରୁଛି। ଲଦାଖରେ ଚାଇନା ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ଲାଗି ଅପ୍ଟିକାଲ ଫାଇବର କେବୁଲ ବିଛାଉଛି। ଏନେଇ...

୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ...

ଏଲ୍‌ଓସିର ପାନସରରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପୁଣି ଏକସୁଡ଼ଙ୍ଗ ଠାବ କରାଯାଇଛି। କଠୁଆ ଜିଲାର ହୀରନଗରର ପାନସରଠାରେ ୧୫୦ ମିଟର ଲମ୍ବ...

ଆଜି ରାଜସ୍ଥାନରେ ୫ ହଜାର କୋଟି ଉର୍ଦ୍ଧ୍ୱ ମୂଲ୍ୟ ପ୍ରକଳ୍ପର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜସ୍ଥାନ ଗସ୍ତ କରିବେ। ଏହି ସମୟରେ ସେ ରାଜସ୍ଥାନରେ ୫ ହଜାର କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର...

କରୋନା ଆକ୍ରାନ୍ତ ଛାତ୍ରୀଛାତ୍ର ପରେ ଦେଇପାରିବେ ପ୍ରାକ୍ଟିକାଲ ପରୀକ୍ଷା

ନୂଆଦିଲ୍ଲୀ,୩୧।୩: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) କର୍ତ୍ତୃପକ୍ଷ ବୋର୍ଡ ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁ...

ମଧ୍ୟପ୍ରଦେଶରେ କଂଗ୍ରେସକୁ ଆଉ ଏକ ଝଟ୍‌କା

ଭୋପାଳ,୧୭।୭: ଗୋଟିଏ ପଟେ ରାଜସ୍ଥାନ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶ କଂଗ୍ରେସକୁ ଲାଗିଛି ଝଟ୍‌କା। ସେଠାରେ ଏବେ ଉପନିର୍ବାଚନର ପ୍ରସ୍ତୁତି ଚାଲିଥିବା ବେଳେ...

Advertisement
Archives

Model This Week