Posted inଜାତୀୟ

ନଭେମ୍ବର ୯ରେ ସରିବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ: ୬ ଦିନ ମଧ୍ୟରେ ସରକାର ଗଠନ ନ ହେଲେ ହେବ ରାଷ୍ଟ୍ରପତି ଶାସନ ଜାରି !

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକରେ ଘୋଡ଼ା ଛୁଟୁଛି। ସରକାର ଗଠନ ପାଇଁ ଶିବସେନା-ଭାଜପା ମଧ୍ୟରେ ଭିଡ଼ା ଓଟରା ଜାରି ରହିଛି। ତେବେ ଆଉ ୬ ଦିନ ମଧ୍ୟରେ ରାଜ୍ୟରେ ନୂଆ ସରକାର ଗଠନ ନ ହେଲେ ରାଷ୍ଟ୍ରପତି ଶାସନ ଜାରି ହେବାର ଆଶଙ୍କା ଦେଖାଦେଇଛି। ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୯ରେ ସରୁଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରକାର ଗଠନ ହେବା ଆବଶ୍ୟକ ବୋଲି ସମ୍ବିଧାନ ବିଶାରଦ ମତପୋଷଣ କରିଛନ୍ତି। ଅପରପକ୍ଷରେ ସରକାର କିଏ ଗଠନ କରିବ ତାହା ଏପର୍ଯ୍ୟନ୍ତ ଠିକ୍‌ ହୋଇ ନ ଥିବାବେଳେ ରାଜ୍ୟ ବିଧାନ ଭବନ ପରିସରରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ ଆରମ୍ଭ ହୋଇଛି। ଏଠାରେ ନିୟୋଜିତ ଥିବା ଠିକାଦାରଙ୍କୁ କାମ ନଭେମ୍ବର ୫ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କୁ ନିଲାମ, ମା’ଙ୍କୁ ବଳାତ୍କାର

ନୂଆଦିଲ୍ଲୀ/ଜୟପୁର, ୨୮ା୧୦:ଭାରତୀୟ ମହିଳାମାନେ ଅନେକ କ୍ଷେତ୍ରରେ ସଫଳତାର ସିଡ଼ି ଚଢ଼ି ଦେଶବିଦେଶରେ ସୁନାମ ଅର୍ଜୁଥିବାବେଳେ ରକ୍ଷଣଶୀଳ ରାଜସ୍ଥାନରେ ନାରୀଜାତିକୁ ପଣ୍ୟ ସାମଗ୍ରୀ ରୂପେ ବ୍ୟବହାର କରାଯାଉଛି।...

ଭଗବାନ ହନୁମାନ ଜଣେ ସର୍ବଶ୍ରେଷ୍ଠ କୂଟନୀତିଜ୍ଞ: ଜୟଶଙ୍କର…

ବ୍ୟାଙ୍କକ,୧୬।୭ : ବ୍ୟାଙ୍କକରେ ଭାରତୀୟଙ୍କସହ କଥାବାର୍ତ୍ତା ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ପ୍ରସଙ୍ଗ ବୁଝିବା ଏବଂ ଏହାକୁ ପ୍ରଭାବଶାଳୀ...

କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ

କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ...

ଆମେ ଏକାଠି ହୋଇ ଭାଜପାକୁ ହରାଇବୁ: ରାହୁଲ

ପାଟନା,୨୩।୬: ପାଟନାରେ ବିରୋଧୀ ଦଳ ବୈଠକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଏକାଠି ହୋଇ ଭାଜପାକୁ ପରାସ୍ତ କରିବାକୁ ଯାଉଛୁ। କର୍ନାଟକରେ...

ବିଗୁଡୁଛି କରୋନା ସ୍ଥିତି: ଶବଦାହ ପାଇଁ ଘଣ୍ଟା ଘଣ୍ଟା ଧରି କରିବାକୁ ପଡୁଛି ଅପେକ୍ଷା

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ଭାଇରସ ମାମଲା ହ୍ରାସ ହୋଇଥିଲେ ମଧ୍ୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ବହୁତ ଖରାପ ହୋଇଯାଇଛି। କରୋନା ଏବେ ଦିଲ୍ଲୀରେ ଏକ ବିପଜ୍ଜନକ...

୭୫୦୦ତମ ଜନଔଷଧି କେନ୍ଦ୍ର ଲୋକାର୍ପିତ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫୦୦ତମ ଜନଔଷଧି କେନ୍ଦ୍ରକୁ ରବିବାର ଲୋକାର୍ପିତ କରିଛନ୍ତି। ଏହି କେନ୍ଦ୍ର ମେଘାଳୟର ଶିଲଂର ନର୍ଥ ଇଷ୍ଟର୍ନ ଇନ୍ଦିରା ଗାନ୍ଧୀ...

୮ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ଲିଙ୍ଗ ଅନୁପାତ ୯୦୦ ତଳେ…

ନୂଆଦିଲ୍ଲୀ,୩୧।୧ : ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ବାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ (ଏଚଏମଆଇଏସ) ରିପୋର୍ଟରେ ଦେଶରେ ଜନ୍ମ ସମୟରେ ଲିଙ୍ଗ ଅନୁପାତର...

ଧାରଣା ଦେଉଥିବା ୮ ଏମ୍‌ପିଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପବାଚସ୍ପତି ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ଶୃଙ୍ଖଳା ଭଙ୍ଗ କରିଥିବାରୁ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି। ଏମ୍‌ପିମାନେ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ସମ୍ମୁଖରେ...

Advertisement
Archives

Model This Week