Posted inଖେଳ

ଧୋନୀ କିଣିଥିଲେ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି

କାର୍‌ ହେଉ କିମ୍ବା ବାଇକ୍‌ ପ୍ରତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛୁପା ନୁହେଁ। ଏପରି କି ସେ ଗତ ମାସରେ ଏକ ସେକେଣ୍ଡ ହ୍ୟାଣ୍ଡ ଏସ୍‌ୟୁଭି କିଣିଛନ୍ତି। ୨୦ ବର୍ଷ ପୁରୁଣା ନିସାନ ଜୋଙ୍ଗା ୧୯୯୯ରେ ନିର୍ମାଣ କରାଯାଇଥିଲା। ଏକଦା ଏହା ଭାରତୀୟ ଆର୍ମି ଦ୍ୱାରା ବ୍ୟବହୃତ ହେଉଥିଲା। ଏସ୍‌ୟୁଭିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ଏହାକୁ ବିକ୍ର କରି ଦିଆଯାଇଛି। ଗ୍ରୀନ ରଙ୍ଗର ଏସ୍‌ୟୁଭିରେ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନଙ୍କ ଆବଶ୍ୟକତା ଅନୁଯାୟୀ କିଛି ପରିବର୍ତ୍ତନ କରାଯାଇଛି। ଏହାବାଦ୍‌ ତାଙ୍କ ନିକଟରେ ଫରାରୀ ୫୯୯ ଜିଟିଓ, ହାମର ଏଚ୍‌୨, ଜିଏମ୍‌ସି ସିଏରା ଓ ଜିପ ଗ୍ରାଣ୍ଡ ଚେରୋକି ଟ୍ରାକହକ ଭଳି ମୂଲ୍ୟବାଦ ୪ ଚକିଆ ଗାଡ଼ ରହିଛି। ତାଙ୍କ ବ୍ୟକ୍ତିଗତ ଗ୍ୟାରେଜ ଥିବା ଦୁଇ ଚକିଆ ଗାଡ଼ି ମଧ୍ୟରେ ନିଞ୍ଜା ଏଚ୍‌୨, କନଫେଡେରେଟ ହେଲକ୍ୟାଟ, ବିଏସ୍‌ଏ, ସୁଜୁକି ହାୟାବୁଶା, ନର୍ଟନ ଭିନ୍‌ଟେଜ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେରେନା ଜିତିଲେ, ଭେନସ ହାରିଲେ

ନୁୟର୍କ, ୩।୯(ଏପି)- ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ସେରେନା ଓ୍ବିଲିୟମ୍ସ ବିଜୟୀ ହୋଇଥିବାବେଳେ ତାଙ୍କ ବଡ଼ ଭଉଣୀ ଭେନସ...

ଦେବାଶିଷଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର,୯ା୭(ସରୋଜ ଜେନା): ଯୁବ ଟେନିସ୍‌ ଖେଳାଳି ଦେବାଶିଷ ସାହୁ ଇରାନରେ ଅନୁଷ୍ଠିତ ଆଇଟିଏଫ୍‌ ଜେ ୧୦୦ ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।...

ବିଶ୍ୱନାଥଙ୍କୁ ଟିକେଟ୍‌ ନ ମିଳିବା ଦୁଃଖଦାୟକ: ଗାଭାସ୍କର

ଲଣ୍ଡନ,୧୪।୭- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରୋମାଞ୍ଚଭରା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଲାଗି ପୂର୍ବତନ ଭାରତୀୟ କ୍ରିକେଟର...

ଗୌଡ଼ାଙ୍କ ପାଇଁ ଟ୍ରାଏଲ ତାରିଖ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ, ୧୬ା୨ (ପି.ଟି.)- କାମ୍ବାଲା ରେସର୍‌ ଶ୍ରୀନିବାସ ଗୌଡ଼ାଙ୍କ ଟ୍ରାଏଲ ପାଇଁ ପ୍ରକୃତ ଦିନ ଧାର୍ଯ୍ୟ ହୋଇନାହିଁ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁସ୍ଥିତ...

ଡବଲ୍ସରେ ଭାରତ ଚାମ୍ପିୟନ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି): ଥାଇଲାଣ୍ଡର ସି-ରଚାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମାଷ୍ଟର୍ସ ଗେମ୍ସର ଗେଟବଲ୍‌ ଡବଲ୍ସରେ ଭାରତ ଚାମ୍ପିୟନ ହୋଇଛି। ପ୍ରତିଯୋଗିତାରେ ଓଡିଶାର\ ୨ଟି ଦଳ ଓ...

ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି: ଗାଭାସ୍କର

ଦୁବାଇ,୨୬।୯ (ପି.ଟି.): ବିରାଟ କୋହଲି ଓ ସ୍ତ୍ରୀ ଅନୁଷ୍କାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ପଡିବା ପରେ ସୁନୀଲ ଗାଭାସ୍କର ଏ ନେଇ ସଫେଇ ଦେଇଛନ୍ତି।...

ହୋଲ୍ଡରଙ୍କୁ ବିଶ୍ରାମ

ଜାମାଇକା, ୨।୧- ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ଗୁରୁବାର ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ...

ବାଂଲାଦେଶର ଐତିହାସିକ ବିଜୟ

ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮...

Advertisement
Archives

Model This Week