ଦେହବ୍ୟବସାୟ ଭିଡିଓ ଭାଇରାଲ ଘଟଣା: ହୋଟେଲରେ ଚଢ଼ାଉ, ମାଲିକ, ମ୍ୟାନେଜର ଗିରଫ

ଜଳେଶ୍ୱର,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଥିବା ଘରୋଇ ହୋଟେଲଗୁଡ଼ିକରେ ଦେହ ବ୍ୟବସାୟ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ସ୍ଥାନୀୟ ବାସିନ୍ଦା ପୋଲିସ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ଏଭଳି ଦେହ ବ୍ୟବସାୟ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ତତ୍ପର ହୋଇପଡିଛି। ଶୁକ୍ରବାର ରାତିରେ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର ଜଳେଶ୍ୱର ପୋଲିସ ସହାୟତାରେ ଷ୍ଟେଶନ ବଜାରରେ ଥିବା ଡାଇମଣ୍ଡ ହୋଟେଲରେ ଚଢ଼ାଉ କରିଥିଲେ। ଏହି ସମୟରେ କେହି ଧରାପଡି ନ ଥିଲେ ମଧ୍ୟ ହୋଟେଲ ଗୃହରୁ ବହୁ ଆପତ୍ତିଜନକ ଜିନିଷ ଓ ରେଜିଷ୍ଟର ଜବତ କରାଯାଇଛି। ଉକ୍ତ ହୋଟେଲକୁ ରବିବାର ସିଲ୍‌ କରାଯିବା ସହ ହୋଟେଲର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଜଗନ୍ନାଥଙ୍କ ପରିବାରକୁ ‘ଆଶ୍ରୟ’ର ସାହାରା; ୩ ବର୍ଷ ଧରି ପ୍ଲାଟଫର୍ମରେ ବିତାଉଥିଲେ ରାତି

ବ୍ରହ୍ମପୁର ଅଫିସ,୨୩ା୯-ସମୟ ଓ ପରିସ୍ଥିତି ସେମାନଙ୍କୁ କରିଥିଲା ବାସହୀନ। ନିଜର ୪ ଭଉଣୀଙ୍କୁ ବିବାହ କରାଇବାକୁ ଯାଇ ସର୍ବସ୍ବ ହରାଇବା ପରେ ବ୍ରହ୍ମପୁର ରେଳଷ୍ଟେଶନରେ ନେଇଥିଲେ...

ମ୍ୟାଚ୍‌ ଲାଗି ଟିକେଟ କିଣିବାକୁ ଅସମ୍ଭାଳ ଭିଡ

କଟକ ଅଫିସ,୯।୬: ଜୁନ ୧୨ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ଗୁରୁବାରଠାରୁ ଅଫ୍‌ଲାଇନରେ ଟିକେଟ ମିଳୁଛି ।...

ଶେରଗଡ଼ ବିଜେଡିର ହରତାଳ

ଶେରଗଡ଼, ୧୬ା୨(ଡି.ଏନ.ଏ.): ଧାନ କିଣା ନୀତି ଓ ଚାଉଳ କାଟ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଏ ନେଇ ଗଞ୍ଜାମ ଜିଲା...

ଜାତୀୟ ପୁରସ୍କାର ପାଇଲେ ଲକ୍ଷ୍ମୀପ୍ରିୟା

ରୂପସା, ୧୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ହାତିଆଡ଼ିହା ଗ୍ରାମର ଚିତ୍ରଶିଳ୍ପୀ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଜାତୀୟ ତଥା ଲଳିତକଳା ଏକାଡ଼େମୀ ଚିତ୍ରକଳାରେ ଜାତୀୟ ପୁରସ୍କାର ହାସଲ...

ବେସରକାରୀ ଜମି ଉପରେ ସରକାରୀ କମ୍ୟୁନିଟି ସେଣ୍ଟର

କେନ୍ଦୁଝର,୩୦।୩(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜଙ୍ଘିରା ପଞ୍ଚାୟତ ୱାର୍ଡ ନଂ୬ ବାଥୁଡି ସାହିରେ ଥିବା ଏକ କମ୍ୟୁନିଟି ଘରକୁ ନେଇ ବିବାଦ ଦେଖାଦେଇଛି। ଏକ ବେସରକାରୀ ଆଦିବାସୀଙ୍କ...

ଦୁନିଆ ଦେଖିବା ଆଗରୁ ଆଖିବୁଜିଲା ଶିଶୁ

ଢେଙ୍କାନାଳ ଅଫିସ, ୨୨ା୮ ବିବାହର ଦୀର୍ଘ ୧୦ ବର୍ଷ ପରେ ଜନ୍ମ ହୋଇଥିଲା ଛୁଆଟିଏ। ହେଲେ ଡାକ୍ତରଙ୍କ ଦାୟିତ୍ୱହୀନତାରୁ ସମ୍ପୃକ୍ତ ନବଜାତକ ଦୁନିଆ ଦେଖିବା ଆଗରୁ...

ନକଲି ଡାକ୍ତର ଗିରଫ

ଗଞ୍ଜାମ,୧୨।୯: ଗଞ୍ଜାମର ଏକ ମେଡିକାଲ ଷ୍ଟୋରକୁ ସିଲ୍‌ କରିବା ସହ ନକଲି ଡାକ୍ତର ଗିରଫ ହୋଇଛନ୍ତି । କୁମୁଦାପଦାର ବାହାଦୁର ନାୟକ ନାମକ ଜଣେ ବ୍ୟକ୍ତି...

କୋରାପୁଟ ଜିଲାରେ କରୋନାର ସମାନ୍ତରାଳ ଗତି : ଆଉ ୯୯ ପଜିଟିଭ୍‌

କୋରାପୁଟ,୧୮।୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା କରୋନାର ସମାନ୍ତରାଳ ଗତି ଦେଖିବାକୁ ମିଳିଛି । ଜିଲାରେ ବର୍ତ୍ତମାନ ୯୦ରୁ ୧୦୦ ମଧ୍ୟରେ ଦୈନିକ...

Advertisement
Archives

Model This Week