ଦୁର୍ଗାଷ୍ଟମୀରେ ଶିଶୁ କନ୍ୟାଙ୍କୁ ହାଲଓ୍ବା, ପୁରୀ ଖୁଆଇଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟି ଦୁର୍ଗାଷ୍ଟମୀ ଅବସରରେ ଛୋଟ ଛୋଟ ଝିଅମାନଙ୍କୁ ହାଲଓ୍ବା ଓ ପୁରୀ ଖୁଆଇଥିବାର ଫଟୋ ଶେୟାର କରିଛନ୍ତି। ନିଜ ହାତରେ ସେ ପିଲାମାନଙ୍କୁ ଭୋଜନ ପରସୁଥିବାର ଫଟୋ ଦେଖିବାକୁ ମିଳିଛି। ତାଙ୍କ ସହ ଭଉଣୀ ସମିତା ସେଟ୍ଟି ଓ ଶିଳ୍ପାଙ୍କ ପୁଅ ମଧ୍ୟ ନଜର ଆସିଛନ୍ତି। ଦୁର୍ଗାଷ୍ଟମୀରେ କନ୍ୟାପୂଜନ ପରମ୍ପରା ଥିବା ବେଳେ ସେ ନିଜ ଘରେ ଏମିତି ଉତ୍ସବର ଆୟୋଜନ କରିଥିଲେ। ସେହି ସମୟର ଫଟୋ ଶେୟାର କରିବା ସହ ସମସ୍ତଙ୍କୁ ଦୁର୍ଗା ପୂଜାର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନର ଆତଙ୍କବାଦୀମାନଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ; ଟୁଇଟ୍‌ କରି ମୋଦିଙ୍କୁ କହିଲେ…

ବମ୍ବେ: ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଛି ଭୟର ବାତାବରଣ। ଲୋକମାନେ ପ୍ରାଣ ବଞ୍ଚାଇବାକୁ ଦେଶ ଛାଡ଼ି ଚାଲିଯିବାକୁ...

ବୈଭବଙ୍କ ନାମରେ ମେହେନ୍ଦୀ ଲଗାଇଲେ ଦିୟା

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା କିଛି ଘଣ୍ଟା ମଧ୍ୟରେ ପୁନଃ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ସେ ପ୍ରଥମ ସ୍ବାମୀ ସାହିଲ ସାଙ୍ଘଙ୍କଠାରୁ ଛାଡ଼ପତ୍ର...

ଆତ୍ମବିଶ୍ୱାସ ବଢ଼ାଇଦିଏ ଗିଫ୍ଟ ଶାର୍ଟ

ନୟାଗଡ଼ରେ ସମ୍ଭବଙ୍କର ଜନ୍ମ। ପିତା ସୁରେନ୍ଦ୍ରନାଥ ଓ ମା’ କାବେରୀ ସ୍ବାଇଁଙ୍କ ପୁଅ ସମ୍ଭବ ଏବେ ଟ୍ରେଣ୍ଡିଂ ଷ୍ଟାର୍‌ ଭାବେ ପରିଚିତ। ନଜଦିକିୟାଁ, ଫଗୁଣ, ଏ...

ସୁଶାନ୍ତଙ୍କୁ ଭୁଲିପାରୁ ନାହାନ୍ତି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୫ ମାସ ବିତି ଯାଇଥିଲେ ବି ଏବେବି ସେ ଅନେକଙ୍କ ହୃଦୟରେ ରହିଛନ୍ତି ।...

ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି।...

ବାହା ହେଲେ ଉର୍ବଶୀ !

ମୁମ୍ବାଇ: ବଲିଉଡ୍‌ ନାୟିକା ଉର୍ବଶୀ ରୌତେଲାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ନିଜର ହଟ୍‌ ଅନ୍ଦାଜକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା...

ସ୍ବାମୀଙ୍କଠାରୁ ୧୦୦ କୋଟି ଟଙ୍କାର ଉପହାର ପାଇବା ପରେ ଶିଳ୍ପା ସେଟ୍ଟୀଙ୍କ ଥିଲା ଏମିତି ପ୍ରତିକ୍ରିୟା

ଆଜିକାଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ବିବାଦ ଘେରକୁ ଆସିଛନ୍ତି। ୨୦୦୯ ମସିହାରେ ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କୁ ୧୦୦ କୋଟି ଟଙ୍କାରେ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ...

Advertisement
Archives

Model This Week