Posted inଫୁରସତ

ଦୀପାବଳି ୨୦୧୯: କିଛି ତେଲର ବ୍ୟବହାର ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି….

ହିନ୍ଦୁ ଶାସ୍ତ୍ରରେ କୌଣସି ପୂଜା ଦୀପ ବିନା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଅନ୍ତୁଡିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁଠି ଆଲୋକର ଆବଶ୍ୟକତା ରହିଛି। ଆଉ ଏହି ଆବଶ୍ୟକତାକୁ ପୂରଣ କରିଥାଏ ଦୀପ। ତେବେ ଆଲୋକର ପର୍ବ ଦୀପାବଳିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ଦୀପ ବିନା ଦୀପାବଳିର କଳ୍ପନା ଅସମ୍ଭବ। ଏହି ଦିନରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ। ତେବେ ଏହି ଦୀପାବଳିରେ କିଛି ତେଲ ଦ୍ୱାରା ନିଜର ଭାଗ୍ୟ ବଦଳାନ୍ତୁ।

-କୌଣସି ବାଧା ପିଛା ଛାଡୁ ନ ଥିଲେ ଗୁଆଘିଅରେ ଆଳତି କରି ହନୁମାନଙ୍କୁ ଆରାଧନା କରନ୍ତୁ।

-କିଛି ସୋରିଷ ତେଲରେ ନିଜ ମୁହଁ ଦେଖି ଶନିମନ୍ଦିରରେ ରଖି ଆସନ୍ତୁ। ଏହା ସହ ଶନିଦେବଙ୍କୁ ମଧ୍ୟ ସୋରିଷ ତେଲ ଚଢ଼ାନ୍ତୁ । ଏ ପରି କରିବା ଫଳରେ ଶନିଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ।

-ଦେହ ଭଲ ରହୁ ନ ଥିଲେ ୪୧ ଦିଦ ପର୍ଯ୍ୟନ୍ତ ଓସ୍ତ ଗଛତଳେ ରାଶି ତେଲରେ ଦୀପ ଜଳାନ୍ତୁ। ଏଥିରେ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

-ନିଜର ଏକ ଘର କିଣିବାକୁ ନେଇ ସମସ୍ୟା ଉପୁଜୁଛି କି? ତେବେ ରାଶି ତେଲରେ କିଛି ସୋରିଷ ତେଲ ମିଶାଇ ଲୁହା ଦୀପରେ ଶମି ଗଛ ମୂଳେ ଜଳାନ୍ତୁ। ଦେଖିବେ ଏପରି କଛି ଦିନ କରିବା ଫଳରେ ଏହି ସମସ୍ୟା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି। ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା। କାରଣ ଏହାର ସମସ୍ତ ରାସ୍ତାକୁ...

ମେଲବକ୍ସରୁ ଚିଠି ଖାଇଗଲା ଛେଳି, ଆଉ ତା’ପରେ..

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଗୋଟିଏ ଛେଳି ମେଲ...

ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳ: ମାତ୍ର ୩ ଘଣ୍ଟା ପାଇଁ ସୂର୍ଯ୍ୟ ହୁଅନ୍ତି ଦୃଶ୍ୟମାନ

ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁଟିଆ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍‌ ୫୮ ଡିଗ୍ରୀ...

ପାଣିରେ ଖେଳୁଛି ହାତୀଛୁଆ, ଭାଇରାଲ ହେଉଛି ଭିଡିଓ

ପିଲା ହୁଅନ୍ତୁ କି ବଡ଼ ସମସ୍ତେ ହାତୀ ଦେଖିବାକୁ ଭଲ ପାଆନ୍ତି। ହାତୀଙ୍କ କାର୍ଯ୍ୟ ଦେଖି ସମସ୍ତେ ହସନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ...

ଜଣେ ପୂର୍ବତନ ବିଧାୟକଙ୍କ ଜୀବନ ଗାଥା

କାନପୁର: ମନ୍ଦିର-ମସ୍‌ଜିଦକୁ ନେଇ ଆମ ଦେଶରେ ଅନେକ ବିବାଦ ଦେଖାଦିଏ। କିନ୍ତୁ ଈଶ୍ୱର ମନ୍ଦିର କି ମସ୍‌ଜିଦରେ ନାହାନ୍ତି , କର୍ମ ଓ ସଂସ୍କାରରେ ଅଛନ୍ତି...

କପାଳରେ ୧୭୫ କୋଟିର ହୀରା ଖଚିତ କରି ଚର୍ଚ୍ଚାରେ ଏହି ରାପର, ଲୋକେ କହୁଛନ୍ତି…

ନୂଆଦିଲ୍ଲୀ: ପାଖରେ ପଇସା ଥିବା କିଛି ବ୍ୟକ୍ତି ଅଜବ ସଉକକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ସେଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ରାପର ଲିଲ...

ଚୋରି କରିବାକୁ ଆସି ଏସି ରୁମ୍‌ରେ ମାଲିକ ପାଖରେ ଶୋଇ ପଡ଼ିଲା ଚୋର

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଚୋରର କାରନାମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଏହା...

ପ୍ରଥମ ଉପାର୍ଜନ ବୋଉକୁ ଦେଇଥିଲି: ଗାଳ୍ପିକା, ପ୍ରାବନ୍ଧିକା ସବିତା ମହାପାତ୍ର

ରୌପ୍ୟ ନଗରୀ କଟକର ମେରିଆ ବଜାରରେ ମୋର ଜନ୍ମ। ପାଠପଢା ବି ସେଇଠି। ପ୍ୟାରିମୋହନ ଏକାଡେମୀରୁ ଏକାଦଶ ପାସ୍‌ କରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗୃହ...

Advertisement
Archives

Model This Week