Posted inଜାତୀୟ

ଦିଲ୍ଲୀର ଡିଜିଏଚ୍‌ଏସ୍‌ କୋଠାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର କାରକାରଦୁମା ଅଞ୍ଚଳରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ହେଲ୍‌ଥ ସର୍ଭିସ (ଡିଜିଏଚ୍‌ଏସ୍‌) କାର୍ଯ୍ୟାଳୟ ଥିବା ସୁଉଚ୍ଚ ଅଟାଳିକାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ ନାଁ ମଧ୍ୟପ୍ରଦେଶ, ପୁଅ ଭୋପାଳ

ଭୋପାଳ,୧।୧୧: ଆଜି ମଧ୍ୟପ୍ରଦେଶ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ନାମ...

ଏକ୍‌ଜିଟ୍‌ ପୋଲ୍‌ ପରେ ମହଙ୍ଗା ହେଲା କ୍ଷୀର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଏବେ ରାଜନୀତି ଭିନ୍ନ...

ନିଜର ଅନୁଭୂତି ବଖାଣିଲେ କରୋନାକୁ ହରାଇଥିବା ଦିଲ୍ଲୀର ପ୍ରଥମ ରୋଗୀ

ନୂଆଦିଲ୍ଲୀ,୧୬।୩: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭାରତରେ ଏପର୍ଯ୍ୟନ୍ତ ୧୧୬ଟି ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇସାରିଛି।...

ତୃତୀୟ ଲହର ଆଶଙ୍କା, ୭ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧୦: କରୋନା ସଂକ୍ରମଣ ଘଟଣା ହଠାତ୍‌ ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ପ୍ରଭାବ ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟରେ ଦେଖିବାକୁ ମିଳୁଛି। ଏହାର କାରଣ...

କର୍ନାଟକ ବିଧାନସଭା ନିର୍ବାଚନ: ଆଜି ପ୍ରଚାର ଶେଷ

ବେଙ୍ଗାଲୁରୁ,୮।୫: ମେ’୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ। ଏନେଇ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌...

ବିଭାଗ ବଣ୍ଟନ ପରେ ବସିଲା ମୋଦିଙ୍କ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ,୩୧।୫: ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ଶୁକ୍ରବାର ପ୍ରଥମ କ୍ୟାବିନେଟ ବୈଠକ ବସିଛି। ଏଥିରେ ଯୋଗଦେବା ଲାଗି ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ,...

ବାଲାସାହେବଙ୍କୁ ଦେଇଥିବା କଥା ମୁଁ ରଖିବି: ଉଦ୍ଧବ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୋଟିଏ ପଟେ ଶୁକ୍ରବାର ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶିବସେନା ତା’...

ବିଏସ୍‌ଏଫ୍‌ରେ ଯବାନ ଅଭାବ

ନୂଆଦିଲ୍ଲୀ, ୪ା୫: ୨୦୨୧ରେ ଆମେରିକା ଓ ଚାଇନା ପରେ ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱର ତୃତୀୟ ସର୍ବାଧିକ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ପଟୁ ଆସୁଥିବା...

Advertisement
Archives

Model This Week