ଦିନେ ଭୁଟାନର ବୈଜ୍ଞାନିକ ବି ନିର୍ମାଣ କରିବେ ଉପଗ୍ରହ: ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଯାଇ ସ୍ଥାନୀୟ ରୟାଲ ୟୁନିଭର୍ସିଟିର ଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଦିନେ ଭୁଟାନର ବୈଜ୍ଞାନିକ ମଧ୍ୟ ଉପଗ୍ରହ ନିର୍ମାଣ କରିବେ। ଭୁଟାନର ଯୁବ ବୈଜ୍ଞାନିକ କ୍ଷୁଦ୍ର ଉପଗ୍ରହ ଡିଜାଇନିଂ ଉତ୍‌କ୍ଷେପଣ କରିବା ସମ୍ପର୍କରେ ଜ୍ଞାନଲାଭ ପାଇଁ ଭାରତ ଯାତ୍ରା ଏକ ଖୁସିର ଖବର ବୋଲି ମୋଦି କହିଛନ୍ତି। ଭାରତ ଏବଂ ଭୁଟାନ ଆଧ୍ୟାତ୍ମିକ, ଐତିହାସିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଅନ୍ୟ ରାଷ୍ଟ୍ରଠାରୁ ଭିନ୍ନ। ଭାରତ-ଭୁଟାନ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି। ଏହି ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ପ୍ରସଙ୍ଗ ଅନ୍‌ଲାଇନ୍‌ ଆଲୋଚନାରେ ସାଇବର ଆକ୍ରମଣ: ବାଜିଲା ଶ୍ରୀରାମ-ହନୁମାନଙ୍କ ଭକ୍ତି ସଙ୍ଗୀତ

ଇସଲାମାବାଦ୍‌, ୨୯।୧୦: କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ହେଉଥିବା ଏକ ଅନ୍‌ଲାଇନ୍‌ ଆଲୋଚନା ଚକ୍ରକୁ ଭାରତୀୟ ହ୍ୟାକରମାନେ ହ୍ୟାକ୍‌ କରିନେଇଛନ୍ତି। ହଠାତ୍‌ ଆଲୋଚନାରେ ଶ୍ରୀରାମ ଏବଂ...

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତି ନୋବେଲ ପୁରସ୍କାର

ଷ୍ଟକହୋମ୍‌,୧୧।୧୦: ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲିଙ୍କୁ ଶାନ୍ତି ପାଇଁ ୨୦୧୯ର ନୋବେଲ ପୁରସ୍କାର ଦିଆଯାଇଛି। ଇଥିଓପିଆର ଚୀର ଶତ୍ରୁ ଇରିଟ୍ରିଆ ସହ ଚାଲିଥିବା ସଂଘର୍ଷର...

ଉହାନ ସି-ଫୁଡ୍‌ ବଜାରରୁ ବ୍ୟାପିଥିଲା କରୋନା

ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ...

ଇରାନରେ କରୋନା ନେଲା ୫୧୪ ମୁଣ୍ଡ: ସାଟେଲାଇଟ୍‌ ଫଟୋରେ ମୃତକଙ୍କ କବର

ତେହରାନ,୧୪।୩: ଚାଇନାର ଉହାନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ଇରାନରେ ଆତଙ୍କ ସୃଷ୍ଟି କରିଛି। କରୋନା ସଂକ୍ରମଣ ଯୋଗୁ ଇତିମଧ୍ୟରେ ଏଠାରେ ୫୧୪ ଲୋକଙ୍କ...

ସବୁଠୁ ରଙ୍ଗିନ କାଫେ

ଯଦି ଆପଣ ଥାଇଲାଣ୍ଡ, ବ୍ୟାଙ୍କକ୍‌ ଯିବାକୁ ଯୋଜନା କରିଛନ୍ତି। ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଭଲ ପାଆନ୍ତି। ତେବେ ସେଠାକାର ସିଲୋମରେ ଥିବା...

ରୁଷିଆ ସେନା ଫେରାଇ ଆଣିବାକୁ ନେଇ ଆମେରିକାର ବଡ ବୟାନ, ଶେଷ ହୋଇନାହିଁ ପ୍ରକୃତ ବିପଦ

ୱାଶିଂଟନ,୧୭ ।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଂକନ କହିଛନ୍ତି ୟୁକ୍ରେନ ସୀମାରୁ ରୁଷିଆ ସେନା ଫେରାଇ ଅଣାଯିବାର କୌଣସି ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ପରିଲକ୍ଷିତ ହେଉନାହିଁ...

ପାଞ୍ଚ ଲକ୍ଷ ଭାରତୀୟଙ୍କୁ ବାଇଡେନ ଦେବେ ଆମେରିକା ନାଗରିକତା!

ୱାଶିଂଟନ,୮ ।୧୧: ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିବା ପରେ ସେ କହିଛନ୍ତି ମୁଁ ବାଣ୍ଟିବା ବା ଭାଙ୍ଗିବା ବାଲା ରାଷ୍ଟ୍ରପତି...

ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଶେୟାର କଲେ ଶିକ୍ଷୟିତ୍ରୀ, ଆଉ ତା’ ପରେ…

ମସ୍କୋ,୧୦ା୧୨: ରୁଷିଆର ଜଣେ ଶିକ୍ଷୟିତ୍ରୀଙ୍କ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥି ପାଇଁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣକ ଅଶ୍ଳୀଳ ଭିଡିଓ...

Advertisement
Archives

Model This Week