ଦର୍ଶକଙ୍କ ମନକୁ ଛୁଇଁଲା ‘ବାଲା’

ମୁମ୍ବାଇ: ବଲିଉଡ୍‌ ମୁଭି ବାଲା ପ୍ରଥମ ଦିନରେ ହିଁ କମାଲ୍‌ କରିଛି। ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ହିଁ ଦର୍ଶକଙ୍କ ଦିଲ୍‌ ଜିତିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ପାଖାପାଖି ୧୦.୧୫ କୋଟି ବିଜନେସ୍‌ କରି ବକ୍ସ ଅଫିସରେ ହଇଚଇ କରିଛି ବୋଲି ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ କହିଛନ୍ତି। ପ୍ରଥମ ଦିନର ଆୟରେ ଆୟୁଷ୍ମାନ ତାଙ୍କର ବହୁ ଫିଲ୍ମକୁ ପଛରେ ପକାଇ ଦେଇଛନ୍ତି ବୋଲି କୁହାଯାଉଛି। ଦର୍ଶକଙ୍କ ବ୍ୟତୀତ ଫିଲ୍ମ କ୍ରିଟିକ୍ସ ମଧ୍ୟ ଏହାକୁ ଭଲ ରିଭ୍ୟୁ ଦେଇଛନ୍ତି। ପ୍ରାୟ ୨୫ କୋଟି ବଜେଟ୍‌ର ଏହି ଫିଲ୍ମ ଓ୍ବାର୍ଲଡ ଓ୍ବାଇଡ୍‌ ୩୫୫୦ ସ୍କ୍ରିନରେ ରିଲିଜ୍‌ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆୟୁଷ୍ମାନଙ୍କ ପ୍ରଥମ ଫିଲ୍ମ ଭାବେ ଏହା ସର୍ବାଧିକ ସ୍କ୍ରିନରେ ରିଲିଜ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଲକ୍ଷ ଟଙ୍କା ମୂଲ୍ୟର ପିତାଙ୍କ ଘଡି ପିନ୍ଧି ବିବାହ କଲେ ରଣବୀର

ମୁମ୍ବାଇ: ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏପ୍ରିଲ ୧୪ ଏକ ସ୍ମୃତିର ଦିନ ହୋଇ ରହିଗଲା । ଆଲିଆ ଭଟ୍ଟ...

ମୃତ୍ୟୁ ସମୟରେ ଗର୍ଭବତୀ ଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ମହାନାୟକ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ମଧ୍ୟରେ ଅନ୍ୟତମ ‘ସୂର୍ଯ୍ୟବଂଶମ୍‌’। ଆଜି ବି ସିନେପ୍ରେମୀ ଏହି ଫିଲ୍ମକୁ ମନେ ରଖିଛନ୍ତି। ଏଥିରେ ଅଭିନେତ୍ରୀ ସାଜିଥିଲେ ସୌନ୍ଦର୍ଯ୍ୟା।...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭିନେତାଙ୍କ ପିଲାଦିନର ଫଟୋ, ଚିହ୍ନିଲେ ଦେଖି…

ମୁମ୍ବାଇ: ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାର୍‌ଙ୍କ ଜୀବନ ବିଷୟରେ ମଧ୍ୟ ଜାଣିବାକୁ ବହୁ ଆଗ୍ରହୀ ଅଟନ୍ତି। ଷ୍ଟାରମାନେ ମଧ୍ୟ ସେମାନଙ୍କର ପିଲାଦିନର ଫଟୋ ପ୍ରଶଂସକଙ୍କ ପାଇଁ...

ରାଗିଯାଇ ପ୍ରଶଂସକଙ୍କ ହାତରୁ ଫୋନ୍‌ ଛଡ଼ାଇନେଲେ ସଲମାନ, ଭିଡିଓ ଭାଇରାଲ

ବମ୍ବେ: ରାଗିଗଲେ ଦବଙ୍ଗ ଖାଁ। ରାଗ ପୁଣି ଏପରି ଯେ, ପ୍ରଶଂସକଙ୍କ ହାତରୁ ଫୋନକୁ ଛଡ଼ାଇନେଲେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଆ ବିମାନବନ୍ଦର...

‘ସଡ଼କ-୨’କୁ ନେଇ କ’ଣ କହିଲେ ପୂଜା

ମୁମ୍ବାଇ: ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ’ର ସିକ୍ୟୁଏଲ ନିର୍ମାଣ କାମ ଆରମ୍ଭ ହୋଇଛି। ‘ସଡ଼କ’ର ମୁଖ୍ୟ ଭୂମିକାରେ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତ...

ପରଲୋକରେ ହଲିଉଡ୍‌ ଅଭିନେତା

ହଲିଉଡ୍‌ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ସେ କ୍ୟାନସରରେ...

ହିରୋପନ୍ତି ୨, ବାଗି ୪ ପାଇଁ ୨୫ଟି ଦେଶରେ ଶୁଟିଂ କରିବେ ଟାଇଗର

ମୁମ୍ବାଇ: ବଲିଉଡ୍ ନାୟକ ଟାଇଗର ଶ୍ରଫ ‘ହିରୋପନ୍ତି ୨’ ଓ ‘ବାଗି ୪’ର ଶୁଟିଂ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ପୁଣି ଏକ ଧମାକାଦାର...

ଫଟୋଗ୍ରାଫର୍‌ଙ୍କ ଉପରେ ରାଗିଲେ ଐଶ୍ଚର୍ଯ୍ୟାଙ୍କ ଝିଅ: କହିଲେ…

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଏବେ ବହୁତ ଛୋଟ କିନ୍ତୁ ସେ ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। ଆରାଧ୍ୟା...

Advertisement
Archives

Model This Week