ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଜହ୍ନାପଙ୍କ, ୧୨ା୮(ଡି.ଏନ୍‌.ଏ.):  ବୌଦ୍ଧ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ ଅଧୀନ ନାରାୟଣ ନଗର। ଇ ଗଁାରେ ତିଆର ହେଉଥିବାର ଅଙ୍ଗନଓ୍ବାଡି କେନ୍ଦ-୨ ଅନେକ ଦିନ୍‌ ହେଲା ଦରଖଁଡ଼ିଆ ଅବସ୍‌ତାରେ ପଡ଼ିରହିଛେ। କେନ୍ଦ୍ରର ନିଜର ଘର ନାଇଁଥିଲାବେଲେ କରମୀ ଝନ୍‌କ ଗଁାର ମାଉସୀ ଗୁଡ଼ିନେ ଛୁଆକୁ ପାଠ୍‌ ପଢ଼ଉଥିଲେ। ଇ ବାବ୍‌ଦେ ଭିନେ ଭିନେ ଗଣମାଧ୍ୟମରେ ଖବର ବାହାରଲାରୁ ବ୍ଲକ ପରଶାସନ ଅଙ୍ଗନଓ୍ବାଡି କେନ୍ଦ୍ର ତିଆରି ଲାଗି ୫ ଲାଖ୍‌ ଟଁକା ଅନୁଦାନ ଦେଇଥିଲା। କାମ୍‌ଟା ବିଭାଗୀୟ କନିଷ୍ଠ ଯନ୍ତ୍ରୀକଁର ନଁାରେ ଥିଲାବେଲେ ପେଟି ଠିକାଦାର ଜରିଆରେ କାମ୍‌ କରାଯାଉଛେ। ଯେନ୍‌ଥିରଲାଗି କାମ୍‌ଟା ବହୁତ୍‌ ହଲ୍‌କା ହେଉଥିବାର ସାଧାରନରେ ଅଭିଯୋଗ ହେଉଛେ। ଇଆଡ଼େ ସରକାର ୩ରୁ ୬ ବଛର୍‌ର ଛୁଆକାର ପ୍ରାକ୍‌ ଶିକ୍ଷା ସଂଗେ ପୁଷ୍ଟିକର ଖାଏଦ୍‌, ଗରଭବତୀ, ପ୍ରସୂତୀ ମହିଲାମାନକୁ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ସେବା ଯୁଗେଇ ଦେଉଛନ୍‌। ଇଥିରଲାଗି ଫିବଛର ସରକାର କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଅନେକ ଜାଗାରେ କେନ୍ଦ୍ର ଅଭାବୁ ଛୁଆମାନେ କେନ୍‌ଠାନେ ଗଛ୍‌ତଲେ ପଢ଼ୁଛନ୍‌ ତ ଆରକେନ୍‌ନେ ଭଂଗା ଦଦ୍‌ରା ଘରେ ପଢ଼ୁଛନ୍‌। ସେନ୍‌ତା ଅନେକ ଜାଗାରେ ବିଭାଗୀୟ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଲାଗି ସରକାରକଁର ଇ ମହତ୍‌ ଉଦେଶ ଫସର ଫାଟୁଛେ। ନାରାୟଣ ନଗରରେ ତିଆର ହେଉଥିବାର ଅଙ୍ଗନଓ୍ବାଡି କେନ୍ଦ୍ର-୨ ଏନ୍‌ତା ଘଟନାର ଗୁଟେ ଉଦାହରନ୍‌ ଆଏ। ଯେନ୍‌ଥିରଲାଗି ଇ କେନ୍ଦ୍ର ଅଧୀନ୍‌ରେ ଥିବାର ଛାତ୍ରୀଛାତ୍ର ଆଏଜ୍‌ ବି ବିପଦ୍‌ ଅବସ୍‌ତାରେ ପାଠ୍‌ପଢ଼ୁଛନ୍‌। ଯେତେ ଜଲ୍‌ଦି ହେବା ଇ କେନ୍ଦ୍ରର ତିଆରି କାମ୍‌ ସାରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri