‘ଦବଙ୍ଗ ୩’ରେ ପ୍ରଶଂସକଙ୍କ ଡାଏଲଗ କହିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ପ୍ରଶଂସକଙ୍କ ଡାଏଲଗ କହିବେ ବୋଲି ଶୁଣିବାକୁ ମିଳିଛି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ‘ଦବଙ୍ଗ ୩’କୁ ନେଇ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ତାଙ୍କ ଫ୍ୟାନମାନଙ୍କୁ ଡାଏଲଗ ମାଗିଥିବା ଦେଖାଯାଇଛି। ସେଥିରେ ସଲମାନ ପୋଲିସ ପୋଷାକରେ ଦେଖାଦେଇଛନ୍ତି। କୁହାଯାଉଛି କି ସଲମାନ ଏଥର ଫିଲ୍ମରେ ତାଙ୍କ ପ୍ରଶଂସକଙ୍କ ଡାଏଲଗ ନେବାକୁ ଚାହୁଁଛନ୍ତି। ଯେଉଁ ଭିଡିଓରେ ସଲମାନ ପୋଲିସ ପୋଷାକରେ ଆସୁଛନ୍ତି ସେଠାରେ ତାଙ୍କୁ ଦଳେ ଗୁଣ୍ଡା କିଛି କହୁଛନ୍ତି। ହେଲେ ସଲମାନ ଚୁପ୍‌ ରହିଛନ୍ତି। ଏଥିପାଇଁ କ’ଣ କୁହାଯିବ ତାକୁ ନେଇ ସେ ପ୍ରଶଂସକଙ୍କ ମତ ଲୋଡିଛନ୍ତି। କୁହାଯାଉଛି ଯଦି ଏଥିପାଇଁ କାହାର ଡାଏଲଗ ସଲମାନଙ୍କୁ ପସନ୍ଦ ଆସିଲା ତେବେ ସେ ତାକୁ ତାଙ୍କ ଫିଲ୍ମ ‘ଦବଙ୍ଗ ୩’ରେ ସ୍ଥାନ ଦେବେ। ସୂଚନା ମୁତାବକ ଏହି ଫିଲ୍ମ ଆସନ୍ତା ମାସରେ ରିଲିଜ୍‌ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ...

ଶ୍ୱଶୁରଙ୍କ ସହ ଘରେ ବସି ଏହି ଗେମ୍‌ ଖେଳନ୍ତି ଐଶ୍ଚର୍ଯ୍ୟା

ଟିଭିର ଲୋକପ୍ରିୟ ରିଅଲିଟି ଗେମ ଶୋ ‘କୌନ ବନେଗା କରୋଡପତି’ର ୧୩ ତମ ସିଜନ ଆରମ୍ଭ ହୋଇଛି। ଏହି ଶୋ ସହିତ ଅମିତାଭ ବଚ୍ଚନ ଟିଭିରେ...

କୋମାରେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ...

ଯୋଗ କରି ଫିଟ୍‌ ରହିଛନ୍ତି ଏହିସବୁ ଅଭିନେତ୍ରୀ

ଯୋଗ ଆମକୁ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଶିଖାଇଥାଏ। ଏତଦ୍‌ବ୍ୟତୀତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗଠାରୁ ଭଲ ମହୌଷଧି କିଛି ନାହିଁ। ଖାସ୍‌ ଏଥିପାଇଁ ତ ବଲିଉଡ୍‌ର...

ମାଲଦ୍ୱୀପରେ ସୋନାକ୍ଷୀ

ମୁମ୍ବାଇ: ଗତ କିଛିଦିନ ହେବ ଭାରତୀୟ ସେଲିବ୍ରିଟିଙ୍କ ପାଇଁ ମାଲଦ୍ୱୀପ ଏକ ପ୍ରମୁଖ ଡେଷ୍ଟିନେଶନ ପାଲଟି ଯାଇଛି । ସୋସିଆଲ ମିଡିଆରେ କେତେଜଣ ସେଲିବ୍ରିଟି ମାଲଦ୍ୱୀପର...

ସାମନ୍ଥାଙ୍କ ଶରୀରରେ ଅଛି ଏପରି ୩ ଚିହ୍ନ, ଛାଡ଼ପତ୍ର ପରେ ଟାଟୁକୁ ନେଇ କରୁଛନ୍ତି କି ଅନୁତାପ…

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ସୋସିଆଲ ମିଡିଆରେ ବେଶ ସକ୍ରିୟ। ସେ ତାଙ୍କ ଫ୍ୟାନ୍ସଙ୍କ ଫାଇଁ କିଛି ବି କରି ପାରନ୍ତି। ସେ ଇନଷ୍ଟାଗ୍ରାମରେ...

କଳାରଙ୍ଗକୁ ନେଇ ପକ୍ଷପାତିତାର ଶିକାର ହୋଇଥିଲେ ମଲାଇକା

ବଲିଉଡ୍‌ ଆଇଟମ୍‌ ଗର୍ଲ ମଲାଇକା ଅରୋରା ଇତିମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିସାରିଛନ୍ତି। ଫିଲ୍ମ ‘ଦିଲ୍‌ ସେ’ର ‘ଛଇଁୟା ଛଇଁୟା’ ଗୀତରୁ ସେ...

ବାବା ରାମଦେବଙ୍କ ଟାର୍ଗେଟରେ ବଲିଉଡ ଷ୍ଟାର

ମୁମ୍ବାଇ,୧୬ ।୧୦: ଯୋଗ ଗୁରୁ ବାବା ରାମଦେବ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ନିଶା ମୁକ୍ତି ଭାରତ ଉପରେ ଲୋକଙ୍କ...

Advertisement
Archives

Model This Week