ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବେଶ୍‌ କିଛି ସମୟ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ଐତିହାସିକ ମୁଭି ‘ପାନିପତ’ରେ ପୁଣିଥରେ ସଞ୍ଜୟଙ୍କର ଦମଦାର ଆକ୍ଟିଙ୍ଗ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି। ନିଜ ବାୟୋପିକରେ ନ ହେଲା ନାହିଁ ହେଲେ ବଳିଉଡ୍‌ର ଏହି କଳାକାର ଭବିଷ୍ୟତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ସେ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଆସିଥିବା ବେଳେ ଏହା କହିଛନ୍ତି। କିଛି ମଜାଳିଆ ପ୍ରଶ୍ନର ଉତ୍ତର ଦେବାବେଳେ ସଞ୍ଜୟ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ମାନେ ସେତେବେଳେ ଯାହା ତାଙ୍କ ମନକୁ ଆସେ ତାହା କହି ଦିଅନ୍ତି। ତେଣୁ ଯଦି ସେ ଭବିଷ୍ୟତରେ କେବେ କାହା ବାୟୋପିକରେ ଅଭିନୟ କରିବାର ସୁଯୋଗ ମିଳିବ ତେବେ ସେ ଟ୍ରମ୍ପଙ୍କ ବାୟୋପିକକୁ ହିଁ ବାଛିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ଅଭିନେତ୍ରୀ

ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ’ ଆତ୍ମହତ୍ୟା କରିଛନ୍ତି। କୋଲକତାର ଗାରଫାସ୍ଥିତ ଫ୍ଲାଟରେ ସେ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଛି। ବଙ୍ଗଳା ଟିଭି...

ପ୍ରଥମ ଫିଲ୍ମରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ ଏହି ଭାରତୀୟ ନିର୍ଦ୍ଦେଶକ

ଆଜି ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ୧୦୧ତମ ଜନ୍ମ ବାର୍ଷିକୀ। ଭାରତୀୟ ସିନେମାର ମହାନ ବ୍ୟକ୍ତିତ୍ୱ ସତ୍ୟଜିତ୍‌ ଏକାଧାରାରେ ଜଣେ ଲେଖକ, କଳାକାର, ଚିତ୍ରକାର,...

କିଆରା-ସିଦ୍ଧାର୍ଥଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ସାତ ଜନ୍ମ ପାଇଁ ଜୀବନସାଥି ହୋଇଯାଇଛନ୍ତି । ଏହି ନ୍ୟୁଲି ୱେଡ କପୁଲ...

ପ୍ରଶଂସକଙ୍କ ହୃଦୟ ଜିଣିଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ ଶାହାରୁଖ ପ୍ରଶଂସକଙ୍କ ହୃଦୟ କିପରି ଜିତିବେ ତାହା ସେ ଭଲ ଭାବରେ ଜାଣିଛନ୍ତି। ପୁଣି ଥରେ ସେ ପ୍ରମାଣ କରିଛନ୍ତି ଯେ,...

ବିଗ୍‌ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…

ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ...

ଶୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ ସିନେମା ଅଭିନେତ୍ରୀ ସ୍ମୃତି ହାସନ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ବିଷୟରେ ଏକ ଖବର...

”ଯାତ୍ରାରେ ପରିଚାଳକର ଭୂମିକା ବାପାଙ୍କ ଭୂମିକାଠୁ କମ୍‌ ନୁହେଁ“: ପ୍ରଜିତ କୁମାର ରାଉତରାୟ

”ଗୋଟିଏ ପରିବାରରେ ଜଣେ ବାପାଙ୍କ ଭୂମିକା ଯାହା ଗୋଟିଏ ଯାତ୍ରାପାର୍ଟିରେ ଜଣେ ପରିଚାଳକଙ୍କ ଭୂମିକା ଅବିକଳ ସେଇଆ। ପାର୍ଟି ଭିତରେ ସମତୂଲ ବଜାୟ ରଖିବା ସହିତ...

ଜାଣନ୍ତୁ କେଉଁଠି ହେବ ଲଭ୍‌ବାର୍ଡଙ୍କ ରିସେପ୍ସନ

ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଧୁମ୍‌ଧାମ୍‌ରେ ହୋଇଯାଇଛି। ୫ବର୍ଷର ସମ୍ପର୍କକୁ ଦୁହେଁ ଅଫିସିଆଲ କରିଛନ୍ତି। ତାଙ୍କ ବିବାହକୁ ନେଇ ପ୍ରଶଂସକ...

Advertisement
Archives

Model This Week