ଟ୍ରାନ୍ସଫର୍ମରରେ ଲାଗି ୫ ମଇଁଷି ମୃତ

କୁକୁଡ଼ାଖଣ୍ଡି,୨୭।୧୦- କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠୀ ପଞ୍ଚାୟତ ପଞ୍ଚଶକ୍ତି ମନ୍ଦିର ସମ୍ମୁଖରେ ଥିବା ରାଇସ ମିଲ ପାର୍ଶ୍ୱ ଏକ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଡି.ରବି ପାତ୍ରଙ୍କ ୫ଟି ମଇଁଷିର ମୃତ୍ୟୁ ଘଟିଛି। ମଇଁଷି ମିଲ ନିକଟସ୍ଥ ପଡ଼ିଆରେ ଚରୁଥିବା ବେଳେ ଗୋଟେ ମଇଁଷି ଅସାବଧାନତା ବଶତଃ ଟ୍ରାନ୍ସଫର୍ମରରେ ଲାଗିଯାଇଥିଲା। ତା’ର ରଡ଼ି ଶୁଣି ଅନ୍ୟ ମଇଁଷିମାନେ ମଧ୍ୟ ଯାଇ ଲାଗିଯାଇଥିବା ସୂଚନା ମିଳିଛି। ମିଲ ମାଲିକଙ୍କ ବେପରୁଆ ମନୋଭାବରୁ ମଇଁଷିର ଜୀବନ ଯାଇଛି। ସାଉଥ୍‌କୋ ବିଭାଗ ଜାଣତରେ ମିଲ ମାଲିକ ଟ୍ରାନ୍ସଫର୍ମରଟିକୁ ମୁକୁଳା ରଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବର୍ଷାରେ ପୋଖରୀ ପାଲଟୁଛି ଗୁଡ଼ାରି ସହର 

ଗୁଡାରି, ୪।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲା ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥ ତଥା ବଂଶଧାରା ନଦୀ ପୋଲଠାରୁ ସହରକୁ ସଂଯୋଗ କରୁଥିବା ପ୍ରାୟ…

ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଜନଶୁଣାଣି କରାଇ ଦେଲେନି ଲୋକେ, ଫେରି ଆସିଲେ ଅଧିକାରୀ

ନନ୍ଦପୁର/ପାଡୁଆ,୪।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣିରେ ପଞ୍ଜୀକୃତ ପଞ୍ଚାୟତବାସୀଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ଏଯାବତ୍ ହୋଇପାରି ନାହିଁ…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ଏକାଠି ହୋଇ ବର୍ଷିଲେ ଶତାଧିକ ମହିଳା

ମହାକାଳପଡ଼ା,୪ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅଲେଖ ସୁନ୍ଦରୀ ପୀଠରେ ରବିବାର ୨୨ ନମ୍ବର ଜୋନସ୍ତରୀୟ ଭାଜପା ପକ୍ଷରୁ ଜନ ଆକ୍ରୋଶ…

ମୋହନ ନାୟକ ରାୟଗଡା ଯୁବ କଂଗ୍ରେସ ସଭାପତି

ଟିକିରି, ୪।୫ (ପ୍ରଫୁଲ୍ଲ କୁମାର ବେହେରା) ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କଂଗ୍ରେସ ଓଡ଼ିଶାର ସମସ୍ତ ଜିଲାରେ ଯୁବ କଂଗ୍ରେସ ସଭାପତି ଚୟନ କରିଛ। ରାଜ୍ୟ…

କୋଳି ତୋଳିବାକୁ ଜଙ୍ଗଲକୁ ଯାଇଥିଲେ ଯୁବତୀ, ୩ ଭାଲୁଙ୍କ ହାବୁଡ଼ରେ ପଡ଼ିଗଲେ, ଆଉ ତା’ପରେ…

ପାଟଣା,୪ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସଡ଼ଙ୍ଗ ବାହାଳି ଗ୍ରାମରେ ସୋମବାର ସକାଳୁ ଭାଲୁ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ…

ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଧିକାରୀଙ୍କ ସହ ଆଲୋଚନା କରି…

ଧାମନଗର,୪ା୫(ସନ୍ତୋଷ କୁମାର ମହାପାତ୍ର): ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟ ପ୍ରସ୍ତାବିତ କାର୍ଯ୍ୟ ବିଷୟରେ ଉପସ୍ଥିତ…

ଜଙ୍ଗଲରୁ ୩ ବନ୍ଧୁକ ଜବତ କରି ଶିକାରୀଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପର୍ତ୍ତମାହା ଜଙ୍ଗଲରେ ପୋଲିସ ଚଢ଼ାଉ କରି ୩ ଦେଶୀ…

ବାହାଘର ଭୋଜିରୁ ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-ହାଇଓ୍ବା ଧକ୍କା, ଚାଲିଗଲା ୫ ଜୀବନ

ଧର୍ମଶାଳା,୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ ସହିତ ହାଇଓ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri