ଟୁଥ୍‌ପେଷ୍ଟରେ ଥିବା ଲେବଲ୍‌ର ରଙ୍ଗ କ’ଣ ସୂଚନା ଦିଏ

ଟୁଥପେଷ୍ଟ ଆମ ନିତିଦିନିଆ ଜୀବନର ଏକ ନିହାତି ଦରକାରୀ ଜିନିଷ। ରାତି ପାହିଲେ ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ଖୋଜି ବସନ୍ତି। ହେଲେ ଏଥିରେ ଥିବା ଲେବଲ୍‌ର ରଙ୍ଗକୁ ନ ଦେଖି ଯଦି ଟୁଥପେଷ୍ଟ ବ୍ୟବହାର କରାଯାଏ ତେବେ ଏହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।
କଳାରଙ୍ଗ: ଯେଉଁ ଟୁଥ୍‌ପେଷ୍ଟ ପଛରେ କଳା ରଙ୍ଗର ଲେବଲ୍‌ ରହିଛି ସେଭଳି ଟୁଥବେଷ୍ଟ ଆଦୌ ବ୍ୟବହାର ଉପଯୋଗୀ ନୁହେଁ। କାରଣ ଏଥିରେ ବହୁ ପରିମାଣରେ ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ। ତେଣୁ ଏହା ଶରୀର ପାଇଁ କ୍ଷତିକାରକ।
ଲାଲ ରଙ୍ଗ: ଏହି ରଙ୍ଗର ଲେବଲ୍‌ ଥିବା ଟୁଥପେଷ୍ଟରେ କମ୍‌ ପରିମାଣରେ ରାସାୟନିକ ବ୍ୟବହାର କରାଯାଇଥାଏ। ହେଲେ ବି ଏହା ଶରୀର ପାଇଁ କ୍ଷତିକାରକ।
ନୀଳ ରଙ୍ଗ: ଯେଉଁ ଟୁଥ୍‌ପେଷ୍ଟ ପଛରେ ନୀଳ ରଙ୍ଗର ଲେବଲ୍‌ ଥିବ ତାହା ଶରୀର ପାଇଁ ଭଲ। କାରଣ ଏଥିରେ ପ୍ରାକୃତିକ ପଦାର୍ଥ ସହ କିଛି ଔଷଧ ବ୍ୟବହାର କରାଯାଇଥାଏ। ତେଣୁ ଏହାଦ୍ୱାରା ଶରୀରରେ କୌଣସି କୁପ୍ରଭାବ ପଡି ନ ଥାଏ।
ସବୁଜ ରଙ୍ଗ: ଘରେ ସର୍ବଦା ସବୁଜ ରଙ୍ଗ ଥିବା ଟୁଥ୍‌ପେଷ୍ଟ ବ୍ୟବହାର କରିବା ଭଲ। କାରଣ ଏହା ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ପଦାର୍ଥରେ ପ୍ରସ୍ତୁତ କରାଯାଇଥାଏ। ତେଣୁ ଏହା ଶରୀର ପାଇଁ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟର ଯତ୍ନ

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଜୀବଜନ୍ତୁ, କୀଟପତଙ୍ଗ, ବୃକ୍ଷଲତା ଆଦି ସମଗ୍ର ଜୀବଜଗତ ନିମନ୍ତେ ସୂର୍ଯ୍ୟରଶ୍ମିର ନିହାତି ଆବଶ୍ୟକତା ରହିଛି। ଗ୍ରୀଷ୍ମଋତୁରେ ହିଁ ସୌରରଶ୍ମିର ପ୍ରଖରତା...

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ ଦହି

ଦହି ଶରୀର ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟ୍ରଲର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଯଦ୍ଦ୍ବାରା ଶିରାପ୍ରଶିରାରେ ରକ୍ତପ୍ରବାହ...

ସ୍ମରଣ ଶକ୍ତି ବୃଦ୍ଧି ପାଇଁ କମଳା ଜୁସ୍‌

ବୟସ ବଢ଼ିବା ସହ ସ୍ମରଣଶକ୍ତି ଦୁର୍ବଳ ହେବା ସାଧାରଣ କଥା। ଏ ସମୟରେ ଛୋଟ ଛୋଟ କଥା ଭୁଲିବା ସମସ୍ୟା ଦେଖାଦେଇଥାଏ, ଯାହା ଅତ୍ୟନ୍ତ ବିପଜ୍ଜନକ...

ଘରେ ଛୋଟପିଲାଙ୍କୁ ଏକୁଟିଆ ଛାଡୁଛନ୍ତି କି? ଏ ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ…

ଆଧୁନିକ ଜୀବନଶୈଳୀରେ ଅଧିକାଂଶ ମାତାପିତା କର୍ମଜୀବୀ। ଏପରି କି ମାତ୍ରାଧିକ ପରିବାର ଛାଡ଼ି ବାହାରେ ନିଜ ପିଲାଙ୍କ ସହ ରହିବାକୁ ପସନ୍ଦ କରିଥାଆନ୍ତି। ତେବେ କର୍ମଜୀବୀ...

ବେଶ୍‌ ଉପକାରୀ ତୁଳସୀ ଚେର

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ପ୍ରତିଟି ଅଂଶ ବିଭିନ୍ନ ପ୍ରକାର ରୋଗର ନିଦାନ କରିବାରେ ସହାୟକ ହୋଇଥାଏ। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା...

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଅଦା ଚା’

ଶୀତଦିନ ଆରମ୍ଭ ହେଲାଣି। ଋତୁ ବଦଳିବା ସହିତ ବିଭିନ୍ନ ପ୍ରକାରର ରୋଗ ଆଶଙ୍କା ବଢ଼ିଯାଏ। ଏପରିସ୍ଥଳେ ରୋଗରୁ ରକ୍ଷା ଏବଂ ସୁସ୍ଥ ରହିବା ଲାଗି ଅଦା...

ହ୍ୟାଟ୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷାପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍‌ (ଟୋପି) ବ୍ୟବହାର କରିଥାଆନ୍ତି। ଟୋପି କେବଳ ଖରାରୁ ସୁରକ୍ଷା ଦେଇଥାଏ ତାହା ନୁହେଁ, ଏହା...

ଡେଙ୍ଗୁ ସଚେତନତା

ଡେଙ୍ଗୁ ଭୂତାଣୁଜନିତ ମଶାବାହକ ଜ୍ୱର। ବର୍ଷାଋତୁରେ ସଂକ୍ରମଣ ବେଶି। ଏଥିରେ ବହୁତ ଜ୍ୱର ହୁଏ। ମୁଣ୍ଡବିନ୍ଧା ହୁଏ। ମୁହଁ ନାଲି ଦେଖାଯାଏ। ଗୋଡ଼ ହାତ ଘୋଳାବିନ୍ଧା...

Advertisement
Archives

Model This Week