Posted inଖେଳ

ଜ୍ୟାକ୍‌ କାଲିସ୍‌ ଗୋଟିଏ ପାର୍ଶ୍ୱ ନିଶ କାଟି ଛାଡିଲେ ଫଟୋ, କାରଣ ଜାଣିଲେ କରିବେ ସଲାମ୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍‌ କାଲିଲ ନିଜ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଫଟୋରେ ସେ ଗୋଟିଏ ପାର୍ଶ୍ୱ ନିଶ କାଟିଥିବା ଦେଖାଯାଉଛି। କିନ୍ତୁ ଏହା ପଛରେ ଏକ ବଡ କାରଣ ଲୁଚି ରହିଛି। ସେ ଏକ ଭଲ କାମ ପାଇଁ ଏଭଳି ନିଶ କାଟିଥିବା କହିଛନ୍ତି। ସେ ନିଜ ଦେଶରେ ଗଲ୍ଫର ବିକାଶ ଏବଂ ଗଣ୍ଢାଙ୍କ ସଂରକ୍ଷଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। କାଲିସଙ୍କ ଏହି ପ୍ରୟାସକୁ ୟୁଜର୍ସ ଖୁବ୍‌ ପ୍ରଶଂସା କରିଛନ୍ତି। ୧୯୯୫ରେ କ୍ରିକେଟରେ ଡେବ୍ୟୁ କରିଥିବା କାଲିସ ୨୦୧୪ରେ ସନ୍ୟାସ ନେଇଥିଲେ। ସେ ୧୬୬ଟି ଟେଷ୍ଟ ଖେଳି ୫୫.୩୭ ହାରରେ ୧୩,୨୮୯ ରନ୍‌ କରିଛନ୍ତି। ସେହିପରି ୩୨୮ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୪୪.୩୬ ହାରରେ ୧୧,୫୭୯ ଏବଂ ୨୫ଟି ଟି-୨୦ରୁ ୬୬୬ ରନ୍‌ ସ୍କୋର କରିଛନ୍ତି। କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ସେ କମାଲ କରିଛନ୍ତି। ଟେଷ୍ଟ, ଏକଦିବସୀୟ ସେ ଯଥାକ୍ରମେ ୨୯୨ ଏବଂ ୨୭୩ଟି ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନ୍ଦିଲେ ସିରାଜ୍‌, କହିଲେ ଯଦି ଆଜି ମୋ ପିତା ଜୀବିତ ଥାନ୍ତେ…

ବ୍ରିସବେନ୍‌,୧୯।୧: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଇନିଂସରେ ୫ଟି ଉଇକେଟ ନେବା ପରେ ମହମ୍ମଦ ସିରାଜ ଭାବପ୍ରବଣ ହୋଇଛନ୍ତି। ନିଜ ଭାବନା ପ୍ରକାଶ କରିବା...

ଅଲିମ୍ପିକ ପୂର୍ବରୁ ଟିକାକରଣ ନେଇ ଆଥ୍‌ଲେଟ ଅନୁରୋଧ କରିନାହାନ୍ତି

ଟୋକିଓ,୨୧।୪: ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ୩ ମାସ ବାକି ରହିଛି । ତେବେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଟିକାକରଣ...

ବୃହତ୍‌ ବିଜୟ ସହ ଶୀର୍ଷରେ ଇଂଲଣ୍ଡ

କେପ୍‌ ଟାଉନ, ୨୨।୨: ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ‘ବି’ ଶେଷ ମ୍ୟାଚରେ ଇଂଲଣ୍ଡ ୧୧୪ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ...

ଆଇପିଏଲ୍‌-୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୪।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଷଷ୍ଠ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ...

ଆଜି ଗୁରୁତ୍ୱପୂର୍ଣ୍ଣ ମୁକାବିଲା: ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୧୪।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ଖେଳାଯିବ। ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଭାରତୀୟ...

ଦିବାରାତ୍ର ଟେଷ୍ଟ ଖେଳିବାକୁ କୋହଲି ରାଜି: ଗାଙ୍ଗୁଲି

କୋଲକାତା, ୨୬।୧୦(ପି.ଟି.)- ଦିବାରାତ୍ରଭିତ୍ତିକ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଅଧିନାୟକ ବିରାଟ କୋହଳି ସମ୍ମତି ପ୍ରକାଶ କରିଛନ୍ତି ବୋଲି ନୂଆ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)...

ଭାରତ ଜିତିଲା ଅଲିମ୍ପିକ ପୁରୁଷ ହକି ଟେଷ୍ଟ

ଟୋକିଓ,୨୧।୮(ପି.ଟି.): ଭାରତୀୟ ପୁରୁଷ ହକି ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୫-୦ ଗୋଲରେ ହରାଇ ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟକୁ ଜିତିଛି। ଏଥିସହ ଲିଗ୍‌ ପର୍ଯ୍ୟାୟରେ...

କୋଚ୍‌ ଏଲ୍‌କୋଙ୍କଠାରୁ ଅଲଗା ହେଲା କେରଳ ବ୍ଲାଷ୍ଟର

ନୂଆଦିଲ୍ଲୀ,୨୨।୪ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ କେରଳ ବ୍ଲାଷ୍ଟର୍ସ ହେଡ୍‌ କୋଚ୍‌ ଏଲ୍‌କୋ ସ୍କାଟୋରୀଙ୍କଠାରୁ ଅଲଗା ହୋଇଛି। ଏ ସଂକ୍ରାନ୍ତରେ କେରଳ ବୁଧବାର...

Advertisement
Archives

Model This Week