Advertisement
Posted inଜାତୀୟ

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କ ଭଦ୍ରା। ଉଭୟ ଚିଦାମ୍ବରମଙ୍କୁ ଭେଟି ତାଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିଥିଲେ। ପୂର୍ବରୁ ମନମୋହନ ସିଂ ଏବଂ କଂଗେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଚିଦାମ୍ବରମଙ୍କୁ ଜେଲରେ ଭେଟିଥିଲେ। ଏହାର ଏକ ମାସ ପରେ ରାହୁଲ, ପ୍ରିୟଙ୍କା ତାଙ୍କୁ ଭେଟିଛନ୍ତି। ଜେଲରେ ତାଙ୍କ ସ୍ବାସ୍ଥ୍ୟର ଧ୍ୟାନ ନିଆଯାଉନାହିଁ। ୩ ମାସରେ ତାଙ୍କ ଓଜନ ୩ କିଲୋ କମିଛି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ-ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ଉଡ଼ାଣ

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ସ୍ଥିତିରେ ସୁଧାର ଆସିଲେ...

ଯାତ୍ରୀ ଚଳାଚଳକୁ ନେଇ କଟକଣା ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୨।୧୦: ଦେଶରେ କୋଭିଡ ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବଡ଼ ନିଷ୍ପତ୍ତି ନିଆଯାଇଛି। ମହାମାରୀ ଯୋଗୁ...

ଭାରତ ନିଜ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରିଛି, ମାତ୍ର ପାକିସ୍ତାନ କଶ୍ମୀରକୁ ଆତଙ୍କବାଦୀ ପଠାଇବା କାର୍ଯ୍ୟ କରୁଛି…

ଥିରୁଭାନନ୍ତପୁରମ୍‌,୨।୧୦ :କେରଳର ରାଜ୍ୟପାଳ ମହମ୍ମଦ ଆରିଫ ଖାନ କହିଛନ୍ତି ଯେ ଆମର ଶକ୍ତି ବୃଦ୍ଧି କରିବାକୁ ହେବ ଯାହା ଦ୍ୱାରା ଆମେ ଆତଙ୍କବାଦ ଭଳି ରୋଗ...

ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର...

ଦୈନିକ ମୃତ୍ୟୁ ସଂଖ୍ୟା ୬୫, ସକ୍ରିୟ ମାମଲା ୧୫ ହଜାର ତଳେ…

ନୂଆଦିଲ୍ଲୀ, ୨୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଭାରତ ବନ୍ଧୁତାକୁ ସମ୍ମାନ ଦେବା ସହିତ ଆଖିରେ ଆଖି ମିଶାଇ ଜବାବ ବି ଦେଇପାରେ: ମୋଦି

ନୂଆଦିଲ୍ଲୀ, ୨୮।୬: ଭାରତ ବନ୍ଧୁତାକୁ ସମ୍ମାନ ଦେଇଥାଏ। ସେହିପରି ଆବଶ୍ୟକ ପଡ଼ିଲେ ଆଖିରେ ଆଖି ମିଶାଇ ଜବାବ ଦେବାକୁ ବି ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୨୨।୯(ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ସ୍କୁଲ କଲେଜ ସୋମବାର କଟକଣା ମଧ୍ୟରେ ଖୋଲିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ...

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା...

Advertisement
Archives

Model This Week