ଜୁନ୍‌ରେ ରିଲିଜ୍‌ ହେବ ‘ବଣ୍ଟି ଔର ବବଲି ୨’

ମୁମ୍ବାଇ: ୟଶ ରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍‌ ୨୬ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ୟଶ ରାଜ ଫିଲ୍ମର ଅଫିସିଆଲ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହାର ଏକ କ୍ଲିପ ଜାରି କରାଯାଇ ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି। ଗଲି ବୟର ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏଥିରେ ନଜର ଆସୁଥିବା ବେଳେ ଶରଭରୀ ଓ୍ବାଘ ଏଥିରେ ଡେବ୍ୟୁ କଳାକାର ଭାବେ ନଜର ଆସିବେ। ରାଣୀ ମୁଖାର୍ଜୀ, ଅଭିଷେକ ବଚ୍ଚନ ଓ ଅମିତାଭ ବଚ୍ଚନଙ୍କ ଲିଡ୍‌ ରୋଲରେ ୨୦୦୫ରେ ପରଦାକୁ ଆସିଥିଲା ‘ବଣ୍ଟି ଔର ବବଲି’।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ହେବା ପୂର୍ବରୁ ଆମୀର ଖାନ୍‌ଙ୍କ ସହ ଏହି କାମ କରିଥିଲେ ହୁମା

ଫିଲ୍ମ ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶି। ଏବେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ନାୟିକାଙ୍କ ମଧ୍ୟରେ...

ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଯୋଡ଼ି ଏହିସବୁ ଫିଲ୍ମରେ ହିଟ୍‌ ହୋଇଥିଲା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ବିଗ୍‌ ଟାଉନର ବେଷ୍ଟ ଯୋଡ଼ି କୁହାଯାଏ। ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡ଼ି ରିଲ୍‌ରେ ଦର୍ଶକଙ୍କ ଯେତିକି ପସନ୍ଦ ଆସିଥାଏ ରିୟଲରେ ମଧ୍ୟ ତା’ଠୁ...

ଜଙ୍କ୍‌ଫୁଡ୍‌ରେ ସୋନମ୍‌ଙ୍କ ପ୍ରିୟ ଗୁପ୍‌ଚୁପ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଫିଟ୍‌ ରହିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତି ଅଭିନେତ୍ରୀମାନେ। ମାତ୍ର ଏବେ ବଲିଉଡ୍‌ ଫ୍ୟାଶନ୍‌...

ଲକ୍‌ଡାଉନ୍‌ରେ ମନେ ପଡ଼ୁଛନ୍ତି ରିଚା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହିି ଲକ୍‌ଡାଉନ୍‌ ପାଇଁ ବହୁଲୋକଙ୍କ ସ୍ପେଶିଆଲ ପ୍ଲାନ୍‌ଗୁଡ଼ିକ ସବୁ ବନ୍ଦ ହୋଇଯାଇଛି।...

ମେରେ ଦୋ ଦୋ ବାପ୍‌

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ଗୋପୀ କିଷନ୍‌’ରେ ସୁନୀଲ ସେଟ୍ଟିଙ୍କ ରୋଲ୍‌କୁ। ଏଥିରେ ସେ ଡବଲ ରୋଲ୍‌ରେ ଦର୍ଶକଙ୍କ ସାମ୍‌ନାକୁ ଆସିଥିଲେ। ଏଥିରେ ତାଙ୍କର...

ଆଇସୋଲେଶନରେ ରହି ବୁଢା ହୋଇଗଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା: ଭାଇରାଲ ହେଲା ଫଟୋ

ମୁମ୍ବାଇ,୧୪।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ଘରେ ଆଇସୋଲେଶନରେ ରହିଛନ୍ତି ବଲିଉଡ ଅଭିନେତା ବରୁଣ ଧଓ୍ବନ। ଏକ ରୁମରେ ସଙ୍ଗରୋଧରେ ରହି ସେ ସମୟ ଅତିବାହିତ...

ଆଦିତ୍ୟଙ୍କ ତିଲକ ସେରିମନି

ମୁମ୍ବାଇ: ବଲିଉଡ୍ ଦୁନିଆର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଡିସେମ୍ବର ୧ରେ...

ବିବାହିତ ସତ୍ତ୍ୱେ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ଶାହାରୁଖ୍‌

କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିବାହିତ ଥିଲେ। ବର୍ତ୍ତମାନ ତାଙ୍କର ୩ ସନ୍ତାନ ରହିଛନ୍ତି। ହେଲେ ଖୁବ୍‌ କମ୍‌ ଲୋକ...

Advertisement

BGU

Archives

Model This Week

Why Dharitri