ଜୁନ୍‌ରେ ରିଲିଜ୍‌ ହେବ ‘ବଣ୍ଟି ଔର ବବଲି ୨’

ମୁମ୍ବାଇ: ୟଶ ରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍‌ ୨୬ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ୟଶ ରାଜ ଫିଲ୍ମର ଅଫିସିଆଲ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହାର ଏକ କ୍ଲିପ ଜାରି କରାଯାଇ ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି। ଗଲି ବୟର ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏଥିରେ ନଜର ଆସୁଥିବା ବେଳେ ଶରଭରୀ ଓ୍ବାଘ ଏଥିରେ ଡେବ୍ୟୁ କଳାକାର ଭାବେ ନଜର ଆସିବେ। ରାଣୀ ମୁଖାର୍ଜୀ, ଅଭିଷେକ ବଚ୍ଚନ ଓ ଅମିତାଭ ବଚ୍ଚନଙ୍କ ଲିଡ୍‌ ରୋଲରେ ୨୦୦୫ରେ ପରଦାକୁ ଆସିଥିଲା ‘ବଣ୍ଟି ଔର ବବଲି’।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ପରେ ନ୍ୟୁଜିଲାଣ୍ଡ୍‌ରେ ଖୋଲିବ ଫିଲ୍ମ ହଲ୍‌: ପ୍ରଥମେ ରିଲିଜ୍‌ ହେବ ଅଜୟ ଦେବଗନ୍‌ଙ୍କ ଏହି ଫିଲ୍ମ

ମୁମ୍ବାଇ : କରୋନା ଭାଇରସ୍‌ ଯୋଗୁ ନ୍ୟୁଜିଲାଣ୍ଡ୍‌ରେ ଫିଲ୍ମ ହଲ୍‌ ବନ୍ଦ ରହିଥିଲା। ଏବେ ଏହି ଦେଶ ଧୀରେ ଧୀରେ କରୋନା ମୁକ୍ତ ହେବାରେ ଲାଗିଛି।...

ଦିବ୍ୟା ଭାରତୀଙ୍କ ଭଉଣୀ କାୟନାତ ଆରୋଡା, ଆଡଲ୍ଟ ଫିଲ୍ମରେ କରିଛନ୍ତି କାମ

ମୁମ୍ବାଇ: ବଲିଉଡର ୯୦ ଦଶକର ନାୟିକା ଦିବ୍ୟା ଭାରତୀଙ୍କୁ ଆଜିବି ମନେ ରଖିଛନ୍ତି ଦର୍ଶକେ । ଖୁବ କମ ସମୟ ମଧ୍ୟରେ ସେ ଦର୍ଶକଙ୍କୁ ବାନ୍ଧି...

ଲୁଚାଛପାରେ ସରିଲାଣି ନିର୍ବନ୍ଧ

ବମ୍ବେ: ଖୁବ୍‌ଶୀଘ୍ର ଖୁସିଖବର ଦେଇପାରନ୍ତି ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। କିଛିଦିନ ଧରି ସେ ଛୋଟ ପରଦାରୁ ଦୂରେଇ ଯାଇ ନିଜର ବ୍ରେକ୍‌କୁ ଉପଭୋଗ କରୁଛନ୍ତି।...

ଟ୍ରୋଲ୍‌ ହେଲେ ଛୋଟେ ନଓ୍ବାବଙ୍କ ପରିବାର

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଜାରି ରହିଥିବା ବେଳେ ପ୍ରାୟ ସବୁ ସେଲିବ୍ରିଟି ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

ପରଦାରେ ରୋମାନ୍ସ, ହେଲେ ବାସ୍ତବ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏସବୁ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା...

ସବାଙ୍କ ସହ ରିଲେସନଶିପକୁ ସ୍ୱୀକାର କଲେ ହ୍ରିତିକ!

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାକୁ ଆସୁ ନାହାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି ତାଙ୍କ ପର୍ସନାଲ...

ଋଷି ସୁନକଙ୍କୁ ଭେଟିଲେ କନିକା କପୁର

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶେଷ ଭାବେ...

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା,୧୫।୧୧: ଲୋକପ୍ରିୟ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ରବିବାର ମଧ୍ୟାହ୍ନ ୧୨ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ...

Advertisement
Archives

Model This Week