ଜିଏସ୍‌ଟି ବାର୍ଷିକ ରିଟର୍ନ ପଇଠ ଅବଧି ବଢିଲା

ନୂଆଦିଲ୍ଲୀ,୧୫-୧୧: କେନ୍ଦ୍ର ସରକାର ଗୁରୁବାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟର୍ନ ଓ ରିକନସିଲେଶନ ଷ୍ଟେଟମେଣ୍ଟ ଫାଇଲ କରିବାର ଅବଧିକୁ ବଢାଇଛନ୍ତି। ୨୦୧୭-୧୮ ବର୍ଷ ଲାଗି ରିଟର୍ନ ଅବଧି ଡିସେମ୍ବର ୩୧କୁ ବଢିଥିବା ବେଳେ ୨୦୧୮-୧୯ ବର୍ଷ ଲାଗି ଏହାକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଇଛି। ସେହିଭଳି ୨ ଜିଏସ୍‌ଟି ରିଟର୍ନ ଫର୍ମକୁ ସରଳୀକୃତ କରାଯାଇଥିବା କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ କୁହାଯାଇଛି। ପୂର୍ବରୁ ବାର୍ଷିକ ରିଟର୍ନ ବା ଜିଏସ୍‌ଟିଆର୍‌-୯ ଏବଂ ଜିଏସ୍‌ଟି ଆର୍‌ ୯- ସି ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୩୦ ଡିସେମ୍ବର ମାସ ୩୧ ରହିଥିଲା। ନୂଆ ତାରିଖ ନେଇ ସିବିଆଇସି ବିଜ୍ଞପ୍ତି ମଧ୍ୟ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୧।୧୨: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ୨୦୨୧ ଡିସେମ୍ବର ୧ଠାରୁ ସରକାରୀ ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।...

ଦିଲ୍ଲୀରେ ମହଙ୍ଗା ହେଲା ଡିଜେଲ

ନୂଆଦିଲ୍ଲୀ,୬।୫:ଦିଲ୍ଲୀ ସରକାର ଇନ୍ଧନ ଉପରେ ଭାଟ୍‌ ଲାଗୁ କରିବା ପରେ ସେଠାରେ ଡିଜେଲ ସବୁଠାରୁ ମହଙ୍ଗା ସ୍ତର ଛୁଇଁଛି। ଏଠାରେ ମଙ୍ଗଳବାର ପେଟ୍ରୋଲର ଲିଟର ପିଛା...

ଏଣିକି ଫେସବୁକ୍‌ରେ ସ୍କ୍ରିନ୍‌ସଟ୍‌ ନେଲେ ଧରାପଡିବେ

ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍‌ ଏକ ଲୋକପ୍ରିୟ ଆପ୍‌। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ...

ମାର୍ଚ୍ଚ ୨୩ରେ ସର୍କଲସ୍ତରୀୟ ଡାକ ଅଦାଲତ

ଭୁବନେଶ୍ୱର,୨।୩: ଭାରତୀୟ ଡାକର ଓଡ଼ିଶା ସର୍କଲ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖ (ଗୁରୁବାର) ପୂର୍ବାହ୍ନ ୧୧ଘଟିକା ସମୟରେ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ...

ଜୁଲାଇରେ ୯ଥର ବଢିଛି ଡିଜେଲ ଦର

ଭୁବନେଶ୍ୱର,୨୬।୭: ଚଳିତ ମାସ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଚାଲିଛି। ଶନିବାର ତୈଳ ବିପଣନ କମ୍ପାନୀଗୁଡ଼ିକ ଦର ପରିବର୍ତ୍ତନ କରିବା ଫଳରେ ଡିଜେଲ ଲିଟର...

ବାଇଜୁସ୍‌ର ରବିନ୍ଦ୍ରନ ଦେଶର ନୂଆ କୋଟିପତି;ଟ୍ୟୁସନରୁ ମିଳିଥିଲା ଆପ୍‌ ତିଆରି ଆଇଡିଆ

ନୂଆଦିଲ୍ଲୀ,୩୦-୭: ଏକଦା ଟ୍ୟୁସନ ପଢ଼ାଉଥିବା ବାଇଜୁ ରବିନ୍ଦ୍ରନ ଆଜି ଭାରତର ନୂଆ କୋଟିପତି ଭାବେ ପରିଗଣିତ ହେଉଛନ୍ତି। ଗତ ୮ ବର୍ଷ ଭିତରେ ତାଙ୍କ ସମ୍ପତ୍ତି...

ଧାରା କାର୍ଯ୍ୟକ୍ରମର ‘ସମୁଦ୍ର ମନ୍ଥନ’

ଭୁବନେଶ୍ୱର,୯।୧୧: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ...

ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…

ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬...

Advertisement
Archives

Model This Week