ଜାତୀୟ ସଙ୍ଗୀତ ବିଲ୍‌କୁ ହଂକଂରେ ବିରୋଧ

ହଂକଂ,୨୮ା୫(ଆଇଏଏନ୍‌ଏସ୍‌): ହଂକଂରେ ଚାଇନାର ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ତାହା ଅପରାଧ ବିବେଚିତ। ଏଭଳି ଉଦ୍ଦେଶ୍ୟ ନେଇ ଲେଜିସ୍‌ଲେଟିଭ୍‌ କାଉନ୍‌ସିଲରେ ଏକ ବିଲ୍‌ ଉପସ୍ଥାପନ ପୂର୍ବରୁ ଅର୍ଦ୍ଧସ୍ବୟଂଶାସିତ ସହର ହଂକଂରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ବୁଧବାର ବହୁସଂଖ୍ୟକ ଯୁବତୀଯୁବକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଂକଂ ପୋଲିସ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଇତିମଧ୍ୟରେ ଅନେକ ବିକ୍ଷୋଭକାରୀ ସୋସିଆଲ ମିଡିଆରେ ଏକ ମେସେଜ୍‌ ପୋଷ୍ଟ କରି ମୋବାଇଲ୍‌ରେ ଅନ୍ୟମାନଙ୍କ ନିକଟକୁ ପଠାଇଛନ୍ତି। ସେଥିରେ ଲେଜିସ୍‌ଲେଟିଭ୍‌ କାଉନ୍‌ସିଲକୁ ଯାଇ ବିଲ୍‌ ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍ ସହରର ମେୟରଙ୍କୁ ଅପହରଣ କଲା ରୁଷିଆ ସେନା, ଜେଲେନ୍‌ସ୍କି କହିଲେ ଲୋକତନ୍ତ୍ରର ହତ୍ୟା

କ୍ୱିଭ୍‌/ମସ୍କୋ/ୱାଶିଂଟନ,୧୨ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ହେଲେ ଉଭୟ ଦେଶ କେହି ନଇଁବାକୁ ପ୍ରସ୍ତୁତ ନୁହେଁ । ରୁଷିଆ...

ଚାଇନାର ୨୫ ଶତ୍ରୁଙ୍କ ସହିତ ସର୍ବବୃହତ୍‌ ଯୁଦ୍ଧାଭ୍ୟାସ କରିବେ ଆମେରିକା-ଭାରତ…

ନୂଆଦିଲ୍ଲୀ/ଓ୍ବାଶିଂଟନ/ବେଜିଂ/ଟୋକିଓ, ୨।୬ : ତାଇୱାନରୁ ଲଦାଖ ପର୍ଯ୍ୟନ୍ତ ବିସ୍ତାରବାଦୀ ନୀତି ଆପେଣଉଥିବା ଚାଇନାକୁ ଘେରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୱାଡ୍‌ ସଦସ୍ୟ ଦେଶମାନଙ୍କ ସହିତ...

ବାଂଲାବନ୍ଧୁଙ୍କ ହତ୍ୟାକାରୀଙ୍କୁ ଫାଶୀ

ଢାକା,୧୩ା୪: ବାଂଲାଦେଶର ପ୍ରତିଷ୍ଠାତା ତଥା ବାଂଲାବନ୍ଧୁ ନାମରେ ପରିଚିତ ଶେଖ୍‌ ମୁଜିବୁର ରହମନଙ୍କ ହତ୍ୟାକାରୀ ପୂର୍ବତନ କ୍ୟାପ୍‌ଟେନ ଅବଦୁଲ ମଜେଦଙ୍କୁ ରବିବାର ଫାଶୀ ଦିଆଯାଇଛି। ୨୫...

ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କଲେ ସୈନ୍ୟ ବାହିନୀ: ୫୧ ଜଣଙ୍କ ମୃତ୍ୟୁ

ନାପିତଓ୍ବ,୧୫।୩: ମ୍ୟାନ୍‌ମାରରେ ସୈନ୍ୟ ବାହିନୀ ଦ୍ୱାରା କ୍ଷମତା ଦଖଲ କରାଯିବା ପରେ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ରବିବାର ଉତ୍ୟକ୍ତ...

ଆଖିରୁ ମିଳିଲା କରୋନା ଭୂତାଣୁ

ବେଜିଂ,୧୨।୧୦: ସାଧାରଣତଃ କରୋନା ଜୀବାଣୁ ନାକ ଏବଂ ପାଟି ଦେଇ ଶରୀରକୁ ପ୍ରବେଶ କରିଥାଏ। ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଆଖି ମାଧ୍ୟମରେ...

ସୀମାରେ ଜନବସତି ସ୍ଥାପନ ଯୋଜନା, ନୂଆ ଆଇନକୁ ସ୍ବୀକୃତି ଦେଲା ଚାଇନା…

ବେଜିଂ,୨୪।୧୦: ଲାଇନ ଅଫ୍‌ ଆଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଭାରତ ସହିତ ଚାଇନାର ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ସୀମାର ବିବାଦୀୟ ଜମି ହାତେଇବା ପାଇଁ...

କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ...

କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମୁହଁ ବନ୍ଦ କରିଛି ଚାଇନା

ବେଜିଂ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ପ୍ରତିଷେଧକ ଟୀକା...

Advertisement
Archives

Model This Week