Posted inଜାତୀୟ

ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ସତର୍କ ରହୁ ପୋଲିସ: ମୋଦି

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହାପରେ ମୋଦି ସୂଚନା ଦେଇଛନ୍ତି ଯେ, ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ପୋଲିସ ସତର୍କ ରହିବା ଆବଶ୍ୟକ। ଇତିମଧ୍ୟରେ ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି। ପ୍ରାୟ ୪୫୦ କମ୍ପାନୀ ସୁରକ୍ଷାକର୍ମୀଙ୍କୁ ରାଜ୍ୟରେ ମୁତୟନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କେତେକ ସ୍ଥାନରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରତିକ୍ରିୟା ରଖିଲେ ଏକନାଥ: କହିଲେ, ଏହା ହିନ୍ଦୁତ୍ୱର ବିଜୟ

ମୁମ୍ବାଇ,୨୭।୬: ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୧ପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି...

କୃଷିମନ୍ତ୍ରୀଙ୍କ ଟୁଇଟ୍‌, ଫେରିବନି କୃଷି ଆଇନ…

ନୂଆଦିଲ୍ଲୀ, ୨୬।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦୁଇଦିନ ତଳେ ତିନି କୃଷି ଆଇନକୁ ପୁଣି ନୂଆ ରୂପରେ ଫେରାଇ ଅଣାଯିବ ବୋଲି ମହାରାଷ୍ଟ୍ରର...

ଶୀତଦିନେ ବଢ଼ିଯାଏ ଶରୀର ଓଜନ…

ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ...

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା

ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ...

ସାରା ଦେଶରେ ଆଜିଠାରୁ ବନ୍ଦ ସିଙ୍ଗଲ ୟୁଜ ପ୍ଲାଷ୍ଟିକ

ନୂଆଦିଲ୍ଲୀ,୧ ।୭: ସାରା ଦେଶରେ ଶୁକ୍ରବାର ଅର୍ଥାତ୍ ଜୁଲାଇ ପହିଲାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବସ୍ତୁର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗାଯାଇଛି...

୫ ବିଧାୟକ- ଜଣେ ଏମ୍‌ପି ଶିନ୍ଦେ ଗୋଷ୍ଠୀଠାରୁ ଦୂରେଇଲେ…

ମୁମ୍ବାଇ,୨୬।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ ଏବଂ ଏମ୍‌ପିମାନଙ୍କ ସହ ଆସାମ ଗସ୍ତରେ ଅଛନ୍ତି। ଏଠାରେ ସେ ଗୁଆହାଟୀର କାମାକ୍ଷୀ...

ଜମ୍ମୁ-କଶ୍ମୀର: ପ୍ରିପେଡ ସିମକାର୍ଡରେ କଥା ହେବା ସହ ଦେଇ ପାରିବେ ବାର୍ତ୍ତା

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ସ୍ଥିତି ସମିକ୍ଷା କରିବା ପରେ ଏବେ ସେଠାରେ ସମସ୍ତ ସ୍ଥାନୀୟ ପ୍ରିପେଡ ସିମକାର୍ଡରେ କଲ୍‌ କରିବା ସହ ଏସ୍‌ଏମ୍‌ଏସ୍‌ ପଠାଯାଇ ପାରିବ ବୋଲି...

ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କଲେ ଶିଜାନ: ୩୦ରେ ଶୁଣାଣି

ମୁମ୍ବାଇ,୨୩।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିଜାନ ଖାନ ଜାମିନ ପାଇଁ ସୋମବାର ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଯାହା...

Advertisement
Archives

Model This Week