ଜନ୍‌ଙ୍କ ପାଇଁ ‘କରଓ୍ବାଚୌଥ’ ରଖିଲେ ଫ୍ୟାନ୍‌

ମୁମ୍ବାଇ: ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍‌(ପ୍ରଶଂସକ)ମାନେ କିଛି ବି କରିପାରନ୍ତି। ଅନେକ ସମୟରେ ଫ୍ୟାନ୍‌ମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ ସମାନ ଭାବେ ପିନ୍ଧିବାର ନଜିର ରହିଅଛି। ହେଲେ ଏବେ ଜଣେ ଯୁବତୀ ଅଭିନେତା ଜନ୍‌ ଆବ୍ରାହମଙ୍କ ପାଇଁ ଏପରି କିଛି କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି।

ଜଣେ ଟୁଇଟର ବ୍ୟବହାରକାରୀ ଜନ୍‌ଙ୍କ ଲାଗି ଏକ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ଜଣେ ଯୁବତୀ ତାଙ୍କ ପାଇଁ ‘କରଓ୍ବାଚୌଥ’ ବ୍ରତ ରଖିଥିବା କୁହାଯାଇଛି। ସେ ବୋଡିଂ ସ୍କୁଲରେ ରହୁଥିବା ସତ୍ତ୍ୱେ ନିଷ୍ଠାର ସହ ବ୍ରତକୁ ପୂରଣ କରିଥିଲେ। କିଛି ନ ଖାଇବା ସହ ରାତିରେ ବ୍ୟାଡ୍‌ମିଣ୍ଟନ ର଼୍ୟାକେଟ୍‌କୁ ବ୍ୟବହାର କରି ବ୍ରତ ଭାଙ୍ଗିଥିଲେ। ଜନ୍‌ ଏହାକୁ ଦେଖିବା ପରେ ଯୁବତୀଙ୍କ ଭୂରି ପ୍ରଶଂସା କରିଛନ୍ତି। ଯୁବତୀଙ୍କ ଗୋଟିଏ ଦିନର ଭୋଜନ ତାଙ୍କ ଉପରେ ଉଧାର ରହିଲା ବୋଲି ସେ ପ୍ରତିକ୍ରିୟାରେ ଲେଖିଛନ୍ତି।

ତେବେ ନିକଟରେ ଜନ୍‌ ଅଭିନୀତ ଫିଲ୍ମ ‘ପାଗଲପନ୍ତି’ର ଟ୍ରେଲର ରିଲିଜ ହୋଇଛି। ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଜିଦ୍‌‌ଙ୍କ ମା’ଙ୍କୁ କରୋନା

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ମାତ୍ର ୪୨ ବର୍ଷ ବୟସରେ ଓ୍ବାଜିଦ୍‌ଙ୍କ ମୃତ୍ୟୁକୁ ସହଜରେ...

ସାଙ୍ଗମାନେ ମୋତେ ମିଛୁଆ ଭାବୁଥିଲେ

ସଙ୍ଗୀତ ଦୁନିଆରେ ପାଦ ଥାପିବା ପରେ ପ୍ରତିଷ୍ଠା ପାଇବାକୁ ବହୁତ ବିଳମ୍ବ ହୋଇଥିଲା। ଓଡ଼ିଶାରେ ଏହା ଜଣେ କଳାକାରଙ୍କ ପାଇଁ ବି ଏତେ ସହଜ ନୁହେଁ।...

ସେଲ୍ଫ ଆଇସୋଲେଶନରେ ସୋନମ: ଝରକା ଦେଇ ଶାଶୁଙ୍କ ସହ କଥା ହେଲେ

ମୁମ୍ବାଇ, ୧୯।୩: ବଲିଉଡ୍‌ ନାୟିକା ସୋନମ କପୁର କରୋନାରୁ ଦୂରେଇ ରହିବା ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ନିକଟରେ ସେ ତାଙ୍କ ସ୍ବାମୀ ଆନନ୍ଦ...

ଦବଙ୍ଗ-୩ରେ ଆଇଟମ୍‌ ନଂ କରିବେ ଏହି ଅଭିନେତ୍ରୀ

‘ଭାରତ’ ବକ୍ସ ଅଫିସରେ ଧୂମ୍‌ ମଚାଇବା ପରେ ସୁପରଷ୍ଟାର ସଲମାନ ଖାନ୍‌ ଦବଙ୍ଗ-୩ ପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି। ତେବେ ଏହି ଫିଲ୍ମରେ ଆଇଟମ୍‌ ନଂରେ...

ମଣିରତ୍ନମଙ୍କ ଫିଲ୍ମରେ ଐଶ୍ୱର୍ଯ୍ୟା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଯୋଡି ଅନେକ ବର୍ଷ ପରେ ପୁଣି ଥରେ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମଣିରତ୍ନମଙ୍କର ଆଗାମୀ ତାମିଲ...

ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ

ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ...

‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ସମ୍ମାନରେ ସମ୍ମାନୀତ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଫିଟନେସ୍‌ କୁଇନ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ‘ଚାମ୍ପିୟନ ଅଫ୍‌ ଚେଞ୍ଜ’ ପୁରସ୍କାର ୨୦୧୯ରେ ସମ୍ମାନୀତ...

‘ଡ୍ରିମ୍‌ ଗର୍ଲ’ ନିର୍ଦ୍ଦେଶକଙ୍କୁ ଲାଲ୍‌ ଜାଗୁଆର୍‌ ଭେଟି ଦେଲେ ଏକତା

ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରି ହିଟ୍‌ ସାବ୍ୟସ୍ତ ହୋଇଥିଲା ଅଭିନେତା ଆୟୁଷ୍ମାନ୍‌ ଖୁରାନ୍ନାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’। ମାତ୍ର ୩୦ କୋଟି ବଜେଟରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *