ଚିତୋର ସ୍ବତନ୍ତ୍ର ଟ୍ରେନ୍‌ରେ ଓଡ଼ିଶା ଫେରିଲେ ୧୨ ଶହ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ଚିତୋରରୁ ଭଦ୍ରକ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେଶନରେ ଗୁରୁବାର ପହଞ୍ଚିଛି। ୩୦ ଜିଲାରୁ ୧୨ଶହ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ଜଗନ୍ନାଥପୁର ଷ୍ଟେଶନରେ ୨୧ଟି ଜିଲାରୁ ୧ ହଜାର ଓହ୍ଲାଇଥିବା ବେଳେ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ୯ଟି ଜିଲାର ୨୦୦ ପ୍ରବାସୀ ଓହ୍ଲାଇଛନ୍ତି। ଏଥିରେ କଟକ, କେନ୍ଦ୍ରାପଡ଼ା ଜଗତସିଂହପୁର, ବରଗଡ଼ ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ,ପୁରୀ, ସୁବର୍ଣ୍ଣପୁର ଜିଲାର ପ୍ରବାସୀ ଅଛନ୍ତି। ସମସ୍ତଙ୍କ ସ୍କ୍ରିନିଂ ଏବଂ ପଞ୍ଜୀକରଣ, ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ବସ୍‌ ଯୋଗେ ସେମାନଙ୍କ ଅଞ୍ଚଳକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ...

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଭାପୁର, ୨ା୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ବଜାରରେ ଔଷଧ ଦୌକାନ କରିଥିବା ଶ୍ରୀନିବାସ ଗୋଛି(୩୫)ଙ୍କ ରବିବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...

୬ଘଣ୍ଟାରେ ୨୦ ବାଇକ୍‌ ଜବତ

ବଡ଼ସାହି,୯ା୪(ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଛି। ସରକାରଙ୍କ ନିୟମକୁ ଊଲ୍ଲଂଘନ କରି କେତେକ ଅସାମାଜିକ ଯୁବକ ବାଇକ ଯୋଗେ ଏଣେ ତେଣେ ବୁଲୁଥିବା...

ଭୂତ ଖାଉଛି ପିଡିଏସ୍‌ ସାମଗ୍ରୀ

ସଜନାଗଡ଼,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ କରାଯାଇଛି। ବର୍ଷ ବର୍ଷ ଧରି ଅନେକ ଭୂତ...

ଯାଞ୍ଚରେ କଟକଣା ବଢ଼ାଉଛି ଦୁର୍ଘଟଣା

ଢେଙ୍କାନାଳ, ୨୬।୭(ରତନ ନାୟାର): କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରିଚାଳିତ ହେଉଛି ଶିଳ୍ପାନୁଷ୍ଠାନ। କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିବେ, ତାହାକୁ ମାନିବାକୁ ରାଜ୍ୟ ବାଧ୍ୟ।...

୮ ଦାବି ନେଇ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବିକ୍ଷୋଭ

ପୁରୀ ଅଫିସ,୩୧।୧୨: ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍‌ ୱାର୍କର୍ସ ଆସୋସିଏଶନର କର୍ମଚାରୀମାନଙ୍କ ଦୀର୍ଘଦିନର ଦାବିଗୁଡିକୁ ପୂରଣ କରିବା ଦାବିରେ ଶୁକ୍ରବାର...

ଖାଦ୍ୟ ତାଲିକା ଜାରିକଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ କେନ୍ଦ୍ରରେ ସପ୍ତାହରେ ୪ଦିନ ମିଳିବ ଆମିଷ, ଶିଶୁଙ୍କୁ ହର୍‌ଲିକ୍ସ, କ୍ଷୀର

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ଟି କ୍ୱାରାଣ୍ଟାଇନ ସେଣ୍ଟରରେ କିଛି ଦିନ ତଳେ ଖାଦ୍ୟ ଅଭାବ ନେଇ ଗଣ୍ଡଗୋଳ କରି ସୁରଟ ଫେରନ୍ତାମାନେ...

ଭତ୍ତା ପାଇଁ ବାର୍ଦ୍ଧକ୍ୟ ସାଜିଛି ବାଧକ

ବିଶୋଇ,୧୦ା୨(ଡି.ଏନ.ଏ.): ଆଖିକୁ ଭଲ ଦିଶୁନି। ଚାଲିବା ପାଇଁ ପାଦରେ ଆଉ ଜୁ ନାହିଁ। ଏଭଳି ପରିସ୍ଥିତିରେ ସରକାରଙ୍କଠାରୁ ମିଳୁଥିବା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତିି...

Advertisement
Archives

Model This Week