ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବ କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ !

ନୂଆଦିଲ୍ଲୀ,୬।୪: ଦିନକୁ ଦିନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବାର ସମ୍ଭାବନା ରହିଛି। ଏହା ଦ୍ୱାରା କରୋନା ସହିତ ଫ୍ଲୁ ମଧ୍ୟ ଭଲହେବ। ହାଇଦ୍ରାବାଦ୍‌ର ଭାରତ ବାୟୋଟିକ୍‌ କମ୍ପାନୀ ଏହା ପ୍ରସ୍ତୁତ କରିଥିବାବେଳେ ଆମେରିକାରେ ପ୍ରାଣୀଙ୍କ ଉପରେ ଏହାର ପ୍ରୟୋଗ ଜାରି ରହିିଛି। ଆସନ୍ତା ୩ ମାସ ପରେ ମଣିଷଙ୍କଠାରେ ଏହାର ପ୍ରୟୋଗ କରାଯିବ ବୋଲି କୁହାଯାଉଛି। ଏଥିରେ ସଫଳତା ମିଳିଲେ ଏହାର ବ୍ୟବହାର କରାଯିବ। ଏହି ଟୀକାକୁ ନାଜାଲ୍‌ ଡ୍ରପ୍‌ ଭାବେ ବ୍ୟବହୃତ କରାଯିବ ବୋଲି କୁହାଯାଉଛି। ନାକରେ ଏକ ବୁନ୍ଦା ‘କୋରୋଫ୍ଲୁ’ ଟୀକା ପକାଇଲେ କରୋନା ସହିତ ଫ୍ଲୁକୁ ମଧ୍ୟ ଏହା ପ୍ରତିରୋଧ କରିବାକୁ ସକ୍ଷମ ହେବ। କରୋନା ସଂକ୍ରମଣ ନାକ ଦ୍ୱାରା ହେଉଥିବାରୁ ଟୀକାକୁ ନାକରେ ପକାଯିବ ବୋଲି ବିଶେଷଜ୍ଞ କହୁଛନ୍ତି। ପ୍ରତିବର୍ଷ ୩୦ କୋଟି ଡୋଜ୍‌ ପ୍ରସ୍ତୁତ କରାଯିବ ବୋଲି ଭାରତ ବାୟୋଟିକ୍‌ କମ୍ପାନୀର ସିଏମ୍‌ଡି ଡ. କୃଷ୍ଣା ଏଲା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରିକରି ପଳାଉଥିବା ବେଳେ କୂଅରେ ପଡ଼ିଲେ

ହାଇଦ୍ରାବାଦ,୨୨।୧: ତେଲଙ୍ଗାନାର ହନମ୍‌କୋଣ୍ଡା ଜିଲାର ଏସ୍‌ଆର୍‌ ଇଞ୍ଜିନିୟରିଂ କଲେଜ ଛାତ୍ରୀନିବାସରୁ ଶନିବାର ରାତିରେ ମୋବାଇଲ ଫୋନ୍‌ ଏବଂ ଲାପ୍‌ଟପ ଚୋରିକରି ଖସି ପଳାଇବାକୁ ଉଦ୍ୟମ କରୁଥିବା...

ଆଜି ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୯୭କୁ ବୃଦ୍ଧି

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ସୁନ୍ଦରଗଡ଼ ଜିଲାର ୭୩ ବର୍ଷୀୟ ବ୍ୟକ୍ତି(ମଧୁମେହ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ), ଖୋର୍ଦ୍ଧାର ୫୮ ବର୍ଷୀୟ...

ଝିଅ-ପୁଅଙ୍କ ବିବାହ ବୟସ ହେଉ ସମାନ, ଆବେଦନକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କଲେ ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଝିଅ-ପୁଅଙ୍କ ବିବାହ ବୟସ ସମାନ ହେବା ନେଇ କରାଯାଇଥିବା ଏକ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ସହିତ...

ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ

ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ...

ଡ୍ରାଗନ ପୁଣି ଦେଖାଇଲା ନାଲିଆଖି: ଯେତିକି ପାଇଲା ସେତିକିରେ ଖୁସି ରହୁ ଭାରତ…

ଲଦାଖ,୧୮।୪: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖ ଅଞ୍ଚଳରେ ସୀମା ବିବାଦ ଥମିବାର ନାଁ ଧରୁନି। ଏବେ ଡ୍ରାଗନ ଭାରତକୁ ପୁଣି ନାଲିଆଖି ଦେଖାଇଛି। ଏବେ...

ଓମିକ୍ରନର ବିଏଫ୍‌.୭, ବିଏ.୫.୧.୭ସବ୍‌-ଭାରିଆଣ୍ଟ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ବେଜିଂ,୧୧।୧୦: ଓମିକ୍ରନର ବିଏଫ୍‌.୭ ଏବଂ ବିଏ.୫.୧.୭ ସବ୍‌-ଭାରିଆଣ୍ଟ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପକ୍ଷରୁ ଏକ ଚେତାବନୀ ଦିଆଯାଇଛି। କୁହାଯାଇଛି ଯେ ଏହି ଦୁଇ ଭାରିଆଣ୍ଟ ଶୀଘ୍ର...

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ...

ସୋସିଆଲ ଡିଷ୍ଟାନସିଂ ଗାଇଡ୍‌ ଲାଇନ୍ସକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୩: ଆମେରିକାରେ କରୋନା ଭାଇରସ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରି ସାରିଲାଣି। ଏହାକୁ...

Advertisement
Archives

Model This Week