ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ

ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା ମିଳିଛି। ଚନ୍ଦ୍ରକୁ ଯାତ୍ରା କରିବାକୁ ତାଙ୍କର ସ୍ବପ୍ନ ଥିବା ସେ ପ୍ରକାଶ କରିଛନ୍ତି। ୟୁସାକୁଙ୍କୁ ପ୍ରମୋଟ କରୁଥିବା ଓ୍ବେବ ସାଇଟର ସୂଚନା ଅନୁଯାୟୀ, ସେ ଜଣେ ବିଶେଷ ବ୍ୟକ୍ତିଙ୍କ ସହ ବିଶେଷ ସ୍ଥାନକୁ ଗସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ‘ଗର୍ଲ ଫ୍ରେଣ୍ଡ’ ଚୟନ ଅଭିଯାନକୁ ଏକ ଟେଲିଭିଜନ ରିୟଲିଟି ଶୋ’ରେ ପ୍ରସାରଣ କରାଯିବାର ଯୋଜନା ରହିଛି। ଯାହାର ନାଁ ରହିଛି, ‘ଫୁଲ ମୁନ୍‌ ଲଭର୍ସ’। ୟୁସାକୁ ସ୍ପେସଏକ୍ସ ରକେଟ୍‌ ସାହାଯ୍ୟରେ ଚନ୍ଦ୍ର ପୃଷ୍ଠରେ ଉଡିବୁଲିବାକୁ ଇଚ୍ଛା ରଖିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ରାଜକୁମାରଙ୍କୁ ଭେଟିଲେ ଡୋଭାଲ

ରିଆଦ୍‌,୨।୧୦: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ଅଜିତ ଡୋଭାଲ ବୁଧବାର ସୌଦି ରାଜକୁମାର ମହମ୍ମଦ ବିନ୍‌ ସଲମାନଙ୍କୁ ଭେଟିଛନ୍ତି। ପ୍ରାୟ ୨ଘଣ୍ଟା ଧରି ଡୋଭାଲ ଓ ରାଜକୁମାରଙ୍କ...

ଏମିତି ଦେଶ, ଯେଉଁଠି ସ୍ବାମୀ-ସ୍ତ୍ରୀ ଚାହିଁଲେ ବି ନେଇ ପାରନ୍ତିନି ଛାଡ଼ପତ୍ର

ବୈବାହିକ ଜୀବନରେ ଝଡ଼ ଉଠିଲେ ସାଧାରଣତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥାଏ। ବିଶ୍ୱର ଅନେକ ଦେଶରେ ଏହି ଛାଡ଼ପତ୍ର ପରମ୍ପରା ଏବଂ ନିୟମ ରହିଛି। ମାତ୍ର...

ଆଜିର ଯୁଗର ଶ୍ରବଣ କୁମାର: ମା’ଙ୍କୁ ସ୍କୁଟରରେ କରାଇଲେ ତୀର୍ଥ ଭ୍ରମଣ

ଶ୍ରବଣ କୁମାର ନିଜ କାନ୍ଧରେ ଭାରା କରି ମା’ବାପାଙ୍କୁ ତୀର୍ଥ କରାଇଥିଲେ। ଆଜିର ଯୁଗରେ ବି ସେମିତି ଜଣେ ଶ୍ରବଣ କୁମାର ନିଜ ମା’ବାପାଙ୍କୁ ତୀର୍ଥ...

ଚାଇନାର ବିସ୍ତାରବାଦୀ ନୀତିକୁ ବାଧା ଦେବ ଜାପାନ: ମୁତୟନ କରିବ ଏଫ୍‌-୩୫-ବି ଯୁଦ୍ଧ ବିମାନ

ଟୋକିଓ,୬।୪: ପୂର୍ବ ଚାଇନା ସାଗରରେ ଥିବା ଦ୍ୱୀପ ସମୁହକୁ ନେଇ ବିବାଦ ଦେଖାଦେଇଛି। ନିଜର ବିସ୍ତାରବାଦୀ ନୀତି ପ୍ରୟୋଗ କରି ଏସବୁ ଦ୍ୱୀପ ଉପରେ ଚାଇନା...

ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ, ଇଣ୍ଟରନେଟ୍‌ ବନ୍ଦ ପାଇଁ ଧମକ ଦେଲେ ଟେଲିକମ୍‌ କମ୍ପାନୀ…

ଇସଲାମାବାଦ, ୧।୭ : ପାକିସ୍ତାନରେ ବିଦ୍ୟୁତ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଦେଶରେ ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ଟେଲିକମ ଅପରେଟରମାନେ ଧମକ...

ଅରୁଣାଚଳ ଭାରତର: ଆମେରିକା

ଓ୍ବାଶିଂଟନ, ୩।୧୦:ଭାରତ ଉପରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ସୀମାନ୍ତରେ ବିସ୍ତାରବାଦୀ ନୀତିକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା। ଦୀର୍ଘ ୬ ଦଶନ୍ଧି ଧରି ଲଦାଖ,...

କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତୀୟ ଅଧିକ ସଚେତନ

ଓ୍ବାଶିଂଟନ,୧୨।୫: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ଅନ୍ୟ କେତେକ ସଚେତନତା ପାଳନ କରିବା ଦ୍ୱାରା...

୧୧୫ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ୭୦୪ ଗ୍ରାମ୍‌ର ଶିଶୁ

ନୂଆଦିଲ୍ଳୀ,୮।୪: ରାଜଧାନୀ ଦିଲ୍ଳୀର ବସନ୍ତକୁଞ୍ଚ ଅଞ୍ଚଳରେ ଥିବା ଫରଟିସ୍‌ ହସ୍ପିଟାଲରେ ଜଣେ ମହିଳା ପ୍ରି-ମାଚ୍ୟୁୟର ଯମଜ ସନ୍ତାଙ୍କୁ ଜନ୍ମ ଦେଇଥିଲେ। ଜନ୍ମ ହେବାର କିଛି ସମୟ...

Advertisement
Archives

Model This Week