ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ

ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା ମିଳିଛି। ଚନ୍ଦ୍ରକୁ ଯାତ୍ରା କରିବାକୁ ତାଙ୍କର ସ୍ବପ୍ନ ଥିବା ସେ ପ୍ରକାଶ କରିଛନ୍ତି। ୟୁସାକୁଙ୍କୁ ପ୍ରମୋଟ କରୁଥିବା ଓ୍ବେବ ସାଇଟର ସୂଚନା ଅନୁଯାୟୀ, ସେ ଜଣେ ବିଶେଷ ବ୍ୟକ୍ତିଙ୍କ ସହ ବିଶେଷ ସ୍ଥାନକୁ ଗସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ‘ଗର୍ଲ ଫ୍ରେଣ୍ଡ’ ଚୟନ ଅଭିଯାନକୁ ଏକ ଟେଲିଭିଜନ ରିୟଲିଟି ଶୋ’ରେ ପ୍ରସାରଣ କରାଯିବାର ଯୋଜନା ରହିଛି। ଯାହାର ନାଁ ରହିଛି, ‘ଫୁଲ ମୁନ୍‌ ଲଭର୍ସ’। ୟୁସାକୁ ସ୍ପେସଏକ୍ସ ରକେଟ୍‌ ସାହାଯ୍ୟରେ ଚନ୍ଦ୍ର ପୃଷ୍ଠରେ ଉଡିବୁଲିବାକୁ ଇଚ୍ଛା ରଖିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ନଓ୍ବାଜ୍‌ ଶରିଫ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ୍‌,୨୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଆଶ୍ୱସ୍ତି ମିଳିଛି। ପାକିସ୍ତାନ ହାଇକୋର୍ଟ ନଓ୍ବାଜଙ୍କୁ ଦୁର୍ନୀତିର ୨ଟି ମାମଲାରେ ଦୋଷମୁକ୍ତ କରିଛି। ୨୦୧୮ରେ ଦୁର୍ନୀତି ମାମଲାରେ...

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି।...

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ...

ଇସ୍ରାଏଲରେ ପହଞ୍ଚିଥିବା ଏଲନ ମସ୍କଙ୍କୁ ଆମନ୍ତ୍ରଣ କଲା ହମାସ

ଜେରୁଜେଲମ,୨୯।୧୧: ୟହୂଦି ବିରୋଧକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଥିବା ଏଲନ ମସ୍କ ସୋମବାର ଇସ୍ରାଏଲରେ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ସ୍ବତନ୍ତ୍ର...

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ...

ଗାଜାରେ ୩୭ ଦିନ ପରେ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ, ଭାଇରାଲ ହେଉଛି ଭିଡିଓ

ଜେରୁଜେଲମ,୨୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଛି। ଭୟଙ୍କର ବୋମା ବିସ୍ଫୋରଣର ୩୭ ଦିନ...

Word Of The Year 2023: ଅକ୍ସଫୋର୍ଡ ଆଠଟି ଶବ୍ଦର ତାଲିକା ପ୍ରକାଶ କଲା, ସେସବୁର ଅର୍ଥ କ’ଣ ଜାଣନ୍ତୁ…

ଲଣ୍ଡନ,୨୯।୧୧ : ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ସମ୍ମାନଜନକ ୱାର୍ଡ ଅଫ ଦି ଇୟର ପାଇଁ ଆଠଟି ଶବ୍ଦର ଏକ ସଂକ୍ଷିପ୍ତ ତାଲିକା ପ୍ରକାଶ କରିଛି। ଭାଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri