ଚନ୍ଦାପଣ ଠୁଁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ …

ପରିବର୍ତ୍ତିତ ଜୀବନ ଶୈଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁ କେତେକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳିଥାଏ। ଚନ୍ଦାପଣ ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ଉଲ୍ଲେଖ କରାଯାଇଛି। ପ୍ରତିଦିନ ନଖ ଉଷୁମ ନଡ଼ିଆ ତେଲରେ ଫାଳେ ଲେମ୍ବୁ ଚିପୁଡ଼ି ମୁଣ୍ଡରେ ଲଗାଇଲେ ଚନ୍ଦାପଣରୁ ମୁକ୍ତି ମିଳେ। ଏହା ସହିତ ନଡ଼ିଆପାଣି ସପ୍ତାହରେ ୨ ଥର ପିଇଲେ କେଶର ଘନତ୍ୱ ମଧ୍ୟ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ୍‌ ଅଲ୍‌ଆଉଟ୍‌: ମିଳିତ ଭାବେ ଆକ୍ରମଣ କରିବେ ସେନା-ନୌସେନା-ବାୟୁସେନା କମାଣ୍ଡୋ

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ଲାଗି ସେନା-ନୌସେନା-ବାୟୁସେନା କମାଣ୍ଡୋ ଏଣିକି ମିଳିତ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ରେ କାର୍ଯ୍ୟ କରିବେ। ଏନେଇ ଅଭ୍ୟାସ ଶେଷ ହୋଇଛି।...

୨୦ ମିନିଟ୍‌ରେ ୨୦ ଟୁଇଟ୍‌

ମୁମ୍ବାଇ,୨୫ା୧୧: ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ହଟିବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ରବିବାର ୨୦ ମିନିଟ୍‌ ମଧ୍ୟରେ ୨୦ଥର ଟୁଇଟ୍‌ କରିଛନ୍ତି।...

ଦଶଟି କଥା

ବୟସ ବଢ଼ିବା ସହ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ। ବିଶେଷ ଭାବରେ ଏହି ସମୟରେ ନିମ୍ନୋକ୍ତ ୧୦ଟି କଥାକୁ ଧ୍ୟାନ ଦେଲେ ତାହା...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

ଶୀତଦିନରେ ବୁଟ୍ସ ଦେବ ଷ୍ଟାଇଲିଶ୍‌ ଲୁକ୍‌

ଶୀତଦିନରେ ନିଜକୁ ଷ୍ଟାଇଲିଶ୍‌ ଦେଖାଇବାକୁ ହେଲେ ଅନେକ ଉପାୟ ରହିଛି । ଏହି ସିଜିନ୍‌ରେ ନିଜ ଲୁକ୍‌କୁ ଷ୍ଟାଇଲିଶ୍‌ କରିବାକୁ ହେଲେ ବୁଟ୍ସ ଭଲ ଅପ୍‌ସନ୍‌...

କ୍ରିସ୍‌ମାସ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ମଙ୍ଗଳବାର ଠିକ୍‌ ରାତି ୧୨ଟାରେ...

‘ଶତ୍ରୁଙ୍କୁ ବି ରୋକାଯିବା ଉଚିତ ନୁହେଁ’

ଚଣ୍ଡିଗଡ଼,୧୯।୧୧: ପଞ୍ଜାବର ବିରୋଧୀ ଏଏପି ବିଧାୟକଙ୍କୁ ଶୁକ୍ରବାର ଗୁରପୁରବ ଅବସରରେ ପାକିସ୍ତାନର କର୍ତାରପୁର ସାହିବ ଗୁରଦ୍ୱାରା ଯିବା ପାଇଁ ଅନୁମତି ଦିଆଯାଇ ନାହିଁ। ଏ ସମ୍ପର୍କରେ...

ମୃତ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ପ୍ରେମିକା

ଆଲିଗଡ,୪।୧୧: ଉତ୍ତର ପ୍ରଦେଶ ଆଲିଗଡର ତେରୋଲିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବିଧବା ମହିଳା ଏବେ ତାଙ୍କ ମୃତ ପ୍ରେମିକଙ୍କୁ ବିବାହ...

Advertisement


Archives

Model This Week