ଘୁଙ୍ଗୁଡି ହେଉଥିଲେ..

ଅଧିକାଂଶ ବକ୍ତିଙ୍କର ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇ ଘୁଙ୍ଗୁଡି ହୋଇଥାଏ। ଏହା ଯେକୌଣସି ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଥିଲେ ମଧ୍ୟ ବୟସ ବଢିଲେ ଏହା ବଢିଥାଏ। ଏହା ଶରୀର ପାଇଁ କ୍ଷତିକାରକ ବୋଲି ନିକଟରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜଣାପଡିଛି। ତେବେ ଔଷଧ ସେବନ ଅପେକ୍ଷା ଏହାକୁ ଘରୋଇ ଉପାୟରେ ବି ଠିକ୍‌ କରିହେବ।
-ରାତିରେ ଶୋଇବା ପୂର୍ବରୁ ନିୟମିତ ଏକ ଚାମଚ ହଳଦୀ ସହ ଅଳ୍ପ ମହୁ ମିଶାଇ ଖାଇଲେ ଘୁଙ୍ଗୁଡି ସମସ୍ୟା ଦୂର ହୋଇଥାଏ।
– ରାତିରେ ଅଳ୍ପ ଉଷୁମ ଥିବା ଏକ ଗ୍ଲାସ ପାଣି ନିୟମିତ ପିଇଲେ ଅଳ୍ପ ଦିନ ମଧ୍ୟରେ ଘୁଙ୍ଗୁଡି କମି ଯାଇଥାଏ।
-ସୋରିଷ ତେଲ ସହ ରସୁଣ ଫୁଟାଇ ସବୁଦିନ ରାତିରେ ଏହି ତେଲକୁ ମଥାରେ ଲଗାଇ ଶୋଇଲେ ଆରାମ ମିଳିଥାଏ।
-ଶୋଇବା ପୂର୍ବରୁ ପାଟିରେ ବା ନାକରେ ୨ଟୋପା ପୋଦିନା ତେଲ ପକାଇଲେ ଘୁଙ୍ଗୁଡି ବନ୍ଦ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଚାହୁଁଛନ୍ତି କି? ବାସ୍ତୁ ସାହାଯ୍ୟରେ କରନ୍ତୁ ସମାଧାନ

ଜୀବନରେ ଆଗକୁ ବଢ଼ିବାକୁ ହେଲେ ମନରେ ଆତ୍ମବିଶ୍ୱାସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସର ଅଭାବ ଥାଏ, ତେବେ ସେ କୌଣସି ଗନ୍ତବ୍ୟ...

ଏମିତି ରୋଷେଇ ଘର ପକାଇଥାଏ ମହିଳାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ: ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା

ରୋଷେଇ ଘରର ମୁଖ୍ୟ ଭୂମିକା ରହିଛି, ରୋଷେଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଆପଣଙ୍କୁ ସୁସ୍ଥ, ଚାପମୁକ୍ତ ରଖେ, କିନ୍ତୁ ଯଦି ଏହି ରୋଷେଇ ଘରଟି...

ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ...

ହାତରେ ଚୁଡ଼ି ପିନ୍ଧିଲେ ଦୂର ହୁଏ ଏସବୁ ରୋଗ

ବିବାହିତ ମହିଳାମାନେ ଚୁଡ଼ି ପିନ୍ଧିବା ବିଧି ରହିଛି। ଚୁଡ଼ି ପିନ୍ଧିଲେ ସ୍ବାମୀଙ୍କ ଆୟୁଷ ବଢ଼ିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥାଏ।...

ପାରିବାରିକ ଜୀବନ, ଆର୍ଥିକ ସ୍ଥିତିରେ ପ୍ରଭାବ ପକାଏ ଏସବୁ ଛୋଟ ଭୁଲ୍‌

ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି। ଯଦି ଏହି ନିୟମଗୁଡିକ ପାଳନ କରାଯାଏ ନାହିଁ ତେବେ ନକାରାତ୍ମକ ପ୍ରଭାବ...

ଘରକରଣା

ଲେମ୍ବୁରେ ଯଦି କମ୍‌ ରସ ରହିଥାଏ ତେବେ ତାକୁ କିଛି ସମୟ ମାଇକ୍ରୋୱେବ୍‌ରେ ରଖି ଗରମ କରି ଦିଅନ୍ତୁ। ଏଥିରେ ଥିବା ରସ ସହଜରେ ବାହାରିଯିବ।...

ତ୍ୱଚା ଅନୁସାରେ ସାବୁନ

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସୁଗନ୍ଧଯୁକ୍ତ ସାବୁନ ମାର୍କେଟରେ ଉପଲବ୍ଧ। ହେଲେ ପ୍ରତ୍ୟେକ ସାବୁନ ଯେ ସମସ୍ତଙ୍କୁ ସୁଟ କରିବ ତାହା କହିବା କଷ୍ଟକର।...

କିଡ୍‌ନୀ ରୋଗୀ ଧ୍ୟାନ ଦିଅନ୍ତୁ

କିଡ୍‌ନୀ ରକ୍ତରୁ ନିର୍ଗତ ବିଷାକ୍ତ ପଦାର୍ଥକୁ ଛାଣି ଶରୀରରୁ ବାହାରକୁ ନିଷ୍କାସିତ କରେ। ଯେତେବେଳେ ଏହା କାମ କରିବା ବନ୍ଦ କରେ, ଶରୀରରେ ବିଷାକ୍ତ ପଦାର୍ଥ...

Coronavirus Update

Archives

Model This Week

Why Dharitri