ଘାତକ କରୋନା ଭୟ: ସେଲ୍ଫ ଆଇସୋଲେଶନରେ ଏ ସବୁ ବଲିଉଡ୍‌ କଳାକାର

ବମ୍ବେ: ଚିନ୍ତା ବଢ଼ାଇଛି ଘାତକ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି। ଏପରିସ୍ଥଳେ ଅଭିନେତା ତଥା ଅଭିନେତ୍ରୀମାନେ ହୋମ୍‌ ଆଇସୋଲେଶନରେ ଥିବା ଦେଖିବାକୁ ମିଳିଛି।

ଦିଲୀପ କୁମାର ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ଏବେ ତାଙ୍କୁ ୯୭ ବର୍ଷ ହୋଇଥିବା ବେଳେ ସ୍ବାସ୍ଥ୍ୟଗତ ଦିଗରୁ ସେ କ୍ୱାରାଣ୍ଟାଇନ୍‌ରେ ଥିବା ଟୁଇଟ୍‌ରରେ ସୂଚନା ଦେଇଛନ୍ତି।

ଅର୍ଜୁନ କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି କ୍ୱାରାଣ୍ଟାଇନ୍‌ରେ ଥିବା ସୂଚନା ଦେଇଛନ୍ତି। ଅର୍ଜୁନ କହିଛନ୍ତି ଘରେ ମୋର ତୃତୀୟ ଦିନ।

ଭଜନ ସମ୍ରାଟ ଅନୁପ ଜଲୋଟା ମଧ୍ୟ ଏକ ହୋଟେଲରେ ଆଇସୋଲେଶନରେ ରହିଛନ୍ତି। ସେ ଲଣ୍ଡନରୁ ଫେରିଥିଲେ। ତାଙ୍କୁ ୬୦ ବର୍ଷ ହୋଇଥିବା ଯୋଗୁ ସ୍ବାସ୍ଥ୍ୟଗତ ଦିଗକୁ ଦୃଷ୍ଟିରେ ରଖି ଏପରି କରାଯାଇଛି।

ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ କରୋନା ସଂକ୍ରମଣକୁ ନେଇ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ। ଘରୁ ବାହାରୁ ନ ଥିଲେ ହେଁ ସେ ଖାଇବା ପିଇବା ଏବଂ ଫିଟ୍‌ନେସର ପୂରା ଧ୍ୟାନ ରଖୁଛନ୍ତି। ସେହିଭଳି କ୍ୟାଟ୍ରିନା ମଧ୍ୟ ଘରେ ରହି ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିକ୍‌ଙ୍କ ସହ କେବେବି ଗୀତ ଗାଇବାକୁ ଚାହାଁନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟକୁ ନେଇ ବେଶ୍‌ ଚର୍ଚ୍ଚିତ। କେବଳ ଅଭିନୟ ନୁହେଁ ସେ ଫିଲ୍ମରେ କେତୋଟି ଗୀତ ମଧ୍ୟ...

ପ୍ରଯୋଜିକା ହେବେ କ୍ରିତି

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ଅଭିନିତ ମୁଭି ‘ଆଦିପୁରୁଷ’ ଜୁନ ୧୬ରେ ରିଲିଜ ହେବାକୁ ଯାଉଛି,...

ରିିଲିଜ୍‌ ହେଲା ‘ସାହୋ’,ଫିଲ୍ମ ହଲ୍‌ରେ ଜମୁଛି ଭିଡ

ଅପେକ୍ଷାର ଅନ୍ତ ଘଟିଛି। ବାଳୁବଳୀ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହୋଇଛି। ୩୫୦ କୋଟି ଟଙ୍କାରେ...

ବିଜ୍ଞାପନରେ ଏକାଠି ନଜର ଆସିଲେ ଦୀପବୀର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଏବେ ଖୁବ୍ ଚର୍ଚ୍ଚାରେ । ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହାସହ ଯୋଡି ହୋଇଯାଇଛି...

କ୍ଷମା ମାଗିଲେ ବାବୁସାନ

ଭୁବନେଶ୍ୱର: ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍‌ କ୍ଷମା ମାଗିଛନ୍ତି। ଶନିବାର ସେ ଏକ ଭିଡିଓ ଜାରି କରି କହିଛନ୍ତି, ଏମିତି ଭୁଲ ଆଉ କେବେ ହେବନି। ନିକଟରେ...

ପାର୍ଟଟାଇମ୍‌ ଆକ୍ଟିଂ କରିବାକୁ ଆଗ୍ରହୀ ଦିଆ

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଅଭିନୟ ବ୍ୟତୀତ ପରିବେଶ ସୁରକ୍ଷା ନେଇ ପ୍ରାୟତଃ...

ଅକ୍ଷୟଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…

ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍‌ ଖାନ।...

ପୁଣି ଜଣେ ବଲିଉଡ୍‌ର ପ୍ରସିଦ୍ଧ କଳାକାରଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ...

Advertisement
Archives

Model This Week