ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା

ହାଟଡିହୀ,୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡିମିରିଆ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁବାଷ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଖଗେଶ୍ୱର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କର ୧୨ ବଖରା ଘର ଜଳିଯାଇଛି।
ପ୍ରକାଶ ଯେ, ସୁବାଷଙ୍କ ଘରକୁ ଲାଗି ତାଙ୍କର ଏକ ଦୋକାନ ରହିଛି। ଘରେ ଗ୍ୟାସ ଯୋଗେ ରୋଷଇ ଚାଲୁଥିବା ବେଳେ ଦୋକାନରେ ଥିବା ପେଟ୍ରୋଲ ନିଆଁ ସଂସ୍ପର୍ଶରେ ଆସିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ହାଟଡିହୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ସୁବାଷ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଘରକରଣା ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ପୋଡି ପାଉଁଶ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ଦୁର୍ଘଟଣା: ୨ ଜୀବନ ଗଲା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ହୋଲିରେ ଏକ ଅଘଟଣ ଘଟିଛି। ଶାସନ ଥାନା ନୂଅଁାମୁଣ୍ଡା ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଛି।...

ମାଟିରେ ମିଶିବାକୁ ଯାଉଛି ବ୍ରିଟିଶ ଅମଳର ଐତିହାସିକ ପାରାଗୁଡି!

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଅନେକ ଐତିହାସିକ ସ୍ଥାନ ମଧ୍ୟରୁ ପାରାଗୁଡ଼ି ଅନ୍ୟତମ l ଏହା ଜୟଶ୍ରୀ ଛକଠାରୁ ଅନୀତି ଦୂର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ...

କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣା: ସୁରକ୍ଷାକର୍ମୀଙ୍କୁ ବହିଷ୍କାର

କଟକ ଅଫିସ,୨୮।୯: କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଅବହେଳା ଦର୍ଶାଇ...

ସହରାଞ୍ଚଳରେ କଡ଼ାକଡ଼ି, ଗ୍ରାମାଞ୍ଚଳରେ କୋହଳ

ଢେଙ୍କାନାଳ ଅଫିସ, ୨୦।୪: କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ସୋମବାରଠାରୁ ବଦଳିଯିବ ଲକ୍‌ଡାଉନ ନିୟମ। ସଂକ୍ରମଣ ଆଶଙ୍କା ସମ୍ପୂର୍ଣ୍ଣ ଟଳି ନ ଥିବାରୁ ସହରାଞ୍ଚଳରେ କଟକଣା କଡ଼ାକଡ଼ି...

ପ୍ରବେଶ କର ଅନାଦାୟ ନେଇ ଜନସ୍ବାର୍ଥ ମାମଲା: ଅବହେଳାରୁ ୧୩୯ କୋଟି କ୍ଷତି

କଟକ ଅଫିସ,୧୪।୮: ଅବହେଳା ଯୋଗୁ ୧୩୯ କୋଟି ୧୫ଲକ୍ଷ ୮୦ ହଜାର ୫୦୪ ଟଙ୍କାର ପ୍ରବେଶ କର (ଏଣ୍ଟ୍ରି ଟ୍ୟାକ୍ସ) ଭୂଷଣ ପାୱାର୍‌ ଆଣ୍ଡ୍‌ ଷ୍ଟିଲ୍‌...

ଆସିକା ବିଧାନସଭା : ୨୦୯ ବୁଥ୍‌ରେ ଚାଲିଛି ମତଦାନ

ଆସିକା,୧୮ା୪(ଡି.ଏନ.ଏ.): ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୨୦୯ ବୁଥ୍‌ରେ ନିର୍ବାଚନ ଶୃଙ୍ଖଳାର ସହ ଚାଲିଛି । ପ୍ରଥମ ୨ ଘଣ୍ଟା ମଧ୍ୟରେ ମତଦାନ ହାର ଆଶାନୁରୂପ...

ମାଲିକଙ୍କ ସହ ବିଶ୍ୱାସ ଘାତକ କରି ବନ୍ଧାହେଲେ ଡ୍ରାଇଭର

ଚୌଦାର,୭।୧(ଡି.ଏନ୍‌.ଏ): ବିଶ୍ୱାସ ଘାତକ ସାଜିଲେ ଡ୍ରାଇଭର । ମାଲିକଙ୍କ ବିଶ୍ୱାସରେ ବିଷ ଦେଇ କଲେ ଲୁଟ୍‌ । ଶେଷରେ ଧରା ପଡ଼ି ଗଲେ ଜେଲ ।...

ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି

ମାଧପୁର,୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍‌ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି...

Advertisement
Archives

Model This Week