ଗୋଟିଏ ଦିନରେ ୩ ମୁଣ୍ଡ ନେଲା କରୋନା: ଭାରତରେ ମୃତ୍ୟୁ ସଂଖ୍ୟା ୭; ମୃତକଙ୍କ ମଧ୍ୟରେ ୬ଜଣଙ୍କୁ ଡାଇବେଟିସ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ରବିବାର ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ସୁରଟରେ ଜଣେ, ମୁମ୍ବାଇରେ ଜଣେ ଏବଂ ପାଟନାରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୧୧ ଦିନ ମଧ୍ୟରେ କରୋନା ଯୋଗୁ ଇତିମଧ୍ୟରେ ୭ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୬ ଜଣଙ୍କୁ ଡାଇବେଟିସ୍‌ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୧ରେ କର୍ନାଟକରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ମାର୍ଚ୍ଚ ୧୩ରେ ଦିଲ୍ଲୀରେ ଦ୍ୱିତୀୟ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମାର୍ଚ୍ଚ ୧୭ରେ ମହାରାଷ୍ଟ୍ରରେ ତୃତୀୟ ମୃତ୍ୟୁ ଏବଂ ମାର୍ଚ୍ଚ ୧୯ରେ ପଞ୍ଜାବରେ ଚତୁର୍ଥ କେରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଡ଼ ଡେଇଁବେ ରାଜକୁମାର ସିଂ !

ପାଟନା, ୨୬/୧: ଏଲ୍‌ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର...

ରାହୁଲ କହିଲେ କାହିଁକି ଆଉ କେବେ ପିନ୍ଧିଲେ ହାର୍ଫ ଟି ସର୍ଟ, କେବେ ପିନ୍ଧିବେ ସ୍ୱେଟର

ନୂଆଦିଲ୍ଲୀ,୧୦ ।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ । ଏହି ଯାତ୍ରା ସମୟରେ ଦେଶରେ...

ଗୁରୁବାର ଦିଲ୍ଲୀରେ ହେବ ରାଜୁଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବୁଧବାର ପରଲୋକ ଘଟିଛି। ସବୁବେଳେ ହସାଉଥିବା ବ୍ୟକ୍ତି ଆଜି ସମସ୍ତଙ୍କୁ କନ୍ଦାଇ ନିଜେ ଚିରନିଦ୍ରାରେ। ଦିଲ୍ଲୀ ଏମ୍ସ...

ଟିଏମସି ନେତାଙ୍କ ନିର୍ମାଣାଧିନ ଘର ଉପରେ ଦେଶୀ ବୋମା ଆକ୍ରମଣ, ୨ ରାଜମିସ୍ତ୍ରୀ ଆହତ

କୋଲକାତା, ୬ ।୧୧: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ରବିବାର ଟିଏମସିିର ପଞ୍ଚାୟତ ସଦସ୍ୟଙ୍କ ନିର୍ମାଣାଧିନ ଘର ଉପରେ ଦେଶୀ ବୋମା ପକାଯାଇଛି ।...

ଆମେରିକାର ଫାଷ୍ଟ ଲେଡି ପୁଣିଥରେ କରୋନା ପଜିଟିଭ

ୱାଶିଂଟନ,୨୫ ।୮: ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତର...

ଏନ୍‌ଏସ୍‌ଡି ଅଧ୍ୟକ୍ଷ ନିଯୁକ୍ତ ହେଲେ ପରେଶ ରାୱଲ

ନୂଆଦିଲ୍ଲୀ,୧୦ ।୯:ବଲିଉଡ୍ ଅଭିନେତା ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ପରେଶ ରାୱଲଙ୍କୁ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମା(ଏନ୍‌ଏସ୍‌ଡି)ର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି...

ରୁଷିଆ ପ୍ରେମିକ ହିନ୍ଦୁ ରୀତିନୀତିରେ ୟୁକ୍ରେନ୍‌ର ଯୁବତୀଙ୍କୁ କଲେ ବିବାହ,ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୮: ପ୍ରେମର କୌଣସି ସୀମା ନାହିଁ। ଏହାକୁ ସତ୍ୟ ପ୍ରମାଣ କରି ଦେଖାଇଛନ୍ତି ରୁଷିଆ- ୟୁକ୍ରେନ୍‌ର ପେମୀଯୁଗଳ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଖାତିର୍‌...

ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କ୍ୟାନସରରେ ପୀଡ଼ିତ, ପ୍ରଥମ କେମୋ ଥେରାପି ପରେ ଶେୟାର କଲେ ଭିଡିଓ

ଚଣ୍ଡିଗଡ଼,୧୨।୫: ଚଳିତ ବର୍ଷ ମାର୍ଚ୍ଚରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ଡାକ୍ତର ନବଜୋତ କୌର ସିଦ୍ଧୁ ସୂଚନା ଦେଇଥିଲେ କି ସେ କ୍ୟାନସରର ଦ୍ୱିତୀୟ ଷ୍ଟେଜରେ।...

Advertisement
Archives

Model This Week