ଗାଡ଼ି ଧକ୍କାରେ ହରିଣର ଜୀବନ ଗଲା : ମୃତ ହରିଣ ସହିତ ଗାଡ଼ି ଜବତ

ତେଲକୋଇ,୪।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ହନୁମତିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜାଇଲୋ ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ଦୋବଲାପାଳ ନିକଟସ୍ଥ ଏକ ପ୍ଲାଣ୍ଟର ପୁନରୁଦ୍ଧାର ଲାଗି କେତେକ ବ୍ୟକ୍ତି ଏହି ଗାଡି ଯୋଗେ ଯାଉଥିବା ବେଳେ ହରିଣଟି ଗାଡି ସାମ୍ନାକୁ ଚାଲି ଆସି ଦୁର୍ଘଟଣାର ଶିକାର ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ସେଠାରେ ହରିଣଟିର ମୃତ୍ୟୁ ଘଟିଥିଲା। ସେଠାରେ ଉପସ୍ଥିତ ଜଙ୍ଗଲ ବିଭାଗର ଜଗୁଆଳିଙ୍କ ଉଦ୍ୟମ କ୍ରମେ ବନ କର୍ମଚାରୀ ପହଞ୍ଚି ମୃତ ହରିଣ ସହିତ ଜାଇଲୋ ଗାଡିକୁ ଜବତ କରିଥିଲେ। ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିଲେ। ବନାଞ୍ଚଳ ଅଧିକାରୀ ପି. ନାୟକଙ୍କ ସୂଚନା ଅନୁଯାଇ ମୃତ ହରିଣର ଓଜନ ପ୍ରାୟ ୮୦କିଲୋରୁ ଅଧିକ ରହିଛି । ଏନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଏନ୍‌ ଲାଗି ଦହଗଁଜ୍‌ ୩୪ ପଁଚେତ୍‌ର ୧ ଲାଖ୍‌ ଲୋକ୍‌

ଭବାନୀପାଟଣା, ୪।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ଅତଡ଼ିଆ ଅଂଚଲମାନକେ ଥିବାର ଗଁାଗଁଡ଼ାର ଲୋକ୍‌ ଏଭ୍‌ଠାନୁ ପିଇଲା...

ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ

ବହଳଦା,୬।୬(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ ଜଣଙ୍କ ଶଶ ଗାଁ ର ଜଣେ ୨୩ବର୍ଷୀୟା ବିବାହିତା...

ସାବିତ୍ରୀ ରଥ ହେଲେ ହାଇକୋର୍ଟର ନୂଆ ବିଚାରପତି

କଟକ ଅଫିସ,୯।୬: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ...

ଅନିଶ୍ଚିତତାରେ ‘ବଳଦଯାତ୍ରା’

ଭୁବନ, ୫।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି...

ଜଳ ଘେରରୁ ୨୮ ପରିବାର ଉଦ୍ଧାର: ପ୍ରବଳ ବର୍ଷାରେ ରାସ୍ତା ଧୋଇଗଲା

ବାରିପଦା ଅଫିସ,୨୨ା୯- ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଳକ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଜମ୍ଭିରା ନଦୀ ଓ ମହାନ୍ତି ନାଳରେ...

ଶ୍ରୀସେତୁ ପାଇଁ ଜନଶୁଣାଣି ଆରମ୍ଭ

ପୁରୀ ଅଫିସ,୧୪ା୧୦:ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ବୁଧବାର ଜନଶୁଣାଣି ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଯୋଗୁ ପ୍ରଭାବିତ ହେବାକୁ ଥିବା ୪ଟି ମୌଜା...

ଜଙ୍ଗଲ ପଦା, ସଙ୍କଟରେ ବନ୍ୟପ୍ରାଣୀ

କେନ୍ଦୁଝର, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ସଙ୍କଟ ଅବସ୍ଥାରେ। ଜଙ୍ଗଲ ପଦା ହେବାରୁ ଜନବସତି ମୁହଁା ହୋଇ ମଣିଷଙ୍କ ଶିକାର ହୋଇ...

ଭୋଜି ଲୋଭ ଦେଖାଇ ବ୍ୟବସାୟୀଙ୍କୁ ହତ୍ୟା

ମଦନପୁର/ରିଷିଡ଼ା, ୧୭।୩: କଳାହାଣ୍ଡି ଜିଲା ମ.ରାମପୁର ଥାନା ଅଧୀନ ମଦନପୁର ଆଶ୍ରମ ସ୍କୁଲ ଛକ ନିକଟରେ ବୁଧବାର ଯୁବକଙ୍କ ରକ୍ତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଛି।...

Advertisement


Archives

Model This Week