ଗରିବ କଲ୍ୟାଣ ରୋଜଗାର ଯୋଜନାର ଶୁଭାରମ୍ଭ: ୨୫ ହଜାରରୁ ଅଧିକ ପ୍ରବାସୀଙ୍କୁ ମିଳିବ କାମ, ଖର୍ଚ୍ଚ ହେବ ୫୦ ହଜାର କୋଟି

ନୂଆଦିଲ୍ଲୀ, ୨୦।୬: କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗରିବ କଲ୍ୟାଣ ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି। ୬ଟି ରାଜ୍ୟର ୧୧୬ ଜିଲାରେ ଏହି ଯୋଜନା ପ୍ରଣୟନ କରାଯିବ। ଏହା ମାଧ୍ୟମରେ ପ୍ରବାସୀଙ୍କୁ ୧୨୫ ଦିନର କାମ ଯୋଗାଇ ଦିଆଯିବ। ଗରିବ କଲ୍ୟାଣ ରୋଜଗାର ଯୋଜନା ଦ୍ୱାରା ପ୍ରତି ରାଜ୍ୟରୁ ୨୫ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଉପକୃତ ହୋଇପାରିବେ। ଏହି ଯୋଜନାରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୫ ପ୍ରକାର କାମ ଏହି ଯୋଜନା ଦ୍ୱାରା ପ୍ରବାସୀ ଶ୍ରମିକଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂରେ ଏହି ଯୋଜନାର ଆରମ୍ଭ କରି ପ୍ରଧାନମନ୍ତ୍ରୀ କେତେକ ପ୍ରବାସୀ ଶ୍ରମିକଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଚାରିପଟେ ଅନେକ ବନ୍ଧୁକ: ସଲମାନ୍‌

ମୁମ୍ବାଇ,୧ା୫: ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ଟାର୍ଗେଟ ଲିଷ୍ଟରେ ଥିବା ‘ଟାଇଗର ଜିନ୍ଦା ହୈ’ ଅଭିନେତା ସଲମାନ୍‌ ଖାନ୍‌ ଏକାଧିକ ଧମକ ପାଇଲେଣି। ଶେଷରେ ସେ ଏହାକୁ କିପରି ହ୍ୟାଣ୍ଡେଲ...

ଗହଳି ହେଲା, ସଂକ୍ରମଣ ବଢ଼ିଲା

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଲାଣି କରୋନା। କିଛିଦିନ ହେବ ସଂକ୍ରମଣ ଖସୁଥିବାବେଳେ ଏବେ ଉପରମୁହାଁ ହେଲାଣି ଗ୍ରାଫ୍‌। ଜୀବନଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ...

ରାଘବ ଚଢାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୮।୯: ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜୋରଦାର ପ୍ରସ୍ତୁତି କରୁଥିବା ଆମ ଆଦମୀ ପାର୍ଟି(ଏଏପି) ଏକ ବଡ ପଦକ୍ଷେପ ନେଇଛି। ନିର୍ବାଚନ ପାଇଁ ଏଏପି...

ଧୂମପାନର ଆଇନଗତ ବୟସ ୨୧ ହେବ

ନୂଆଦିଲ୍ଲୀ, ୩।୧(ଆଇଏଏନ୍‌ଏସ୍‌): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ...

୧୦ ସଂସ୍ଥାକୁ ଦିଆଯାଇଛି ଫୋନ୍‌ ଟ୍ୟାପିଙ୍ଗ୍‌ ଅନୁମତି

ନୂଆଦିଲ୍ଲୀ,୨୦ା୧୧(ପି.ଟି.): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଭଳି ୧୦ଟି ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…

ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...

ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କେବଳ ଛୋଟପିଲା ଓ ଗର୍ଭବତୀ ମା’ଙ୍କ ପୋଷଣ ତଥା ସ୍ବାସ୍ଥ୍ୟରକ୍ଷା ପାଇଁ ନୁହେଁ, ବରଂ କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ...

ମୋଦିଙ୍କ ଗୁଣଗାନ କଲେ ବିଚାରପତି

ନୂଆଦିଲ୍ଲୀ,୭ା୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ଭାବେ ଅଭିହିତ କରିଛନ୍ତି। ଗୁଜରାଟ...

Advertisement
Archives

Model This Week