ଗଣ୍ଡାବାଜା କଳାକାରଙ୍କୁ କରୋନା ମାଡ଼

ଲାଠୋର,୨୩।୪ (ଡି.ଏନ.ଏ.): କରୋନା ମୁକାବିଳା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ ଡାଉନ୍‌ ଘୋଷଣା କରଛନ୍ତି। ଏହାଦ୍ୱାରା ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଣୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳର ଗଣ୍ଡାବାଜା କଳାକାର ମଧ୍ୟ ଦୁର୍ଦିନରେ ଦିନ କାଟୁଛନ୍ତି । ଜଲପାଙ୍କେଲ ଗ୍ରାମର ହେର୍ଣ୍ଣା ସୁନା, ବିନୋଦ ସୁନା, ହରି ସୁନା, ଡମନା ସୁନା, ମକାରୁ ବିଭାର, ମିନକେତନ ସୁନା ଆଦି ପ୍ରକାଶ କରିଛନ୍ତି ଯେ, ସେମାନେ ପୂଜାପାର୍ବଣ, ବିବାହ ବ୍ରତ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ବାଜା ବଜାଇ ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ ସେମାନଙ୍କ ପରିବାର ଚଳୁଥିଲା। ହେଲେ ଲକଡାଉନ ଯୋଗୁଁ ସବୁ ବନ୍ଦ ହୋଇଥିବାରୁ ଏହି ସବୁ କାର୍ଯ୍ୟକ୍ରମ ହେଉନାହିଁ। ଫଳରେ ବଜନିଆ ପରିବାରର ବୃତ୍ତି ଠପ୍‌ ହୋଇ ପଡିଛି। କାର୍ଯ୍ୟକ୍ରମ ପାଇ ନ ପାରି ଏମାନେ ଘରେ ହାତବାନ୍ଧି ବସି ରହିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ଯୋଜନା ଆଣଛନ୍ତି। ହେଲେ ବଜନିଆ କଳାକାରଙ୍କ ପାଇଁ କୌଣସି ଯୋଜନା ହାତକୁ ନିଆ ଯାଇନାହିଁ। ଅନ୍ୟପକ୍ଷେ ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରେ ରହିଥିବା ବଜନିଆ କଳାକାରଙ୍କ ମଧ୍ୟରୁ ଅନେକ କଳାକାର ଆଜି ଯାଏ ଭତ୍ତା ମଧ୍ୟ ପାଉ ନ ଥିବା ପ୍ରକାଶ କରିଛନ୍ତି। ଏହି ପରିବାର ପଞ୍ଚାୟତରୁ ପାଉଥିବା ଚାଉଳ ଏକମାତ୍ର ଭରସା। ଚାଉଳ ଗଣ୍ଡେ ପାଇଲେ କ’ଣ ହେବ। ଆର୍ଥତ୍କ ଅନାଟନରେ ରହିଥିବା ପାରିବାର ଏଥିରେ ଚଳିବା ସମ୍ଭବ ହେଉନି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ବହି ମିଳୁନି, ଉଇ ଖାଇ ନଷ୍ଟ ହେଉଛି

ଲୋଇସିଂହା,୧୩।୨(ଡି.ଏନ.ଏ.): ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ମାଗଣାରେ ବହି ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ହେଲେ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଦାୟିତ୍ୱହୀନତା ଯୋଗୁ...

୪ ବର୍ଷ ପରେ ବି ହଟିଲାନି ଗ୍ରାମପଞ୍ଚାୟତ ଲେଖାଥିବା ଗେଟ

ଚମ୍ପୁଆ, ୬।୮(ଡି.ଏନ.ଏ.)- ୪ ବର୍ଷ ପରେ ବି ଚମ୍ପୁଆ ଏନଏସିର ମୁଖ ଶାଳାରେ ଥିବା ଗେଟରେ ଏବେବି ଚମ୍ପୁଆ ପଞ୍ଚାୟତ ଲେଖା ହୋଇଥିବା ଦେଖିବାକୁ ମିଳିଛି।...

ଏସ୍‌ଟିଏଫ୍‌ ଅଭିଯାନ ପରେ ଚେତିଲା କମିଶନରେଟ୍‌ ପୋଲିସ: ହଳଦୀପଡ଼ିଆ ବସ୍ତିରେ ୬ ନିଶା ବ୍ୟବସାୟୀଙ୍କ ଘର ଭାଙ୍ଗିଲା

କଟକ ରୋଡ, ୨୯।୭(ଡି.ଏନ୍‌.ଏ.): ରାଜଧାନୀର ଲକ୍ଷ୍ମୀସାଗର ଥାନା ପଛପଟେ ଥିବା ହଳଦୀପଡ଼ିଆ ବସ୍ତିରେ ବେଧଡ଼କ ବ୍ରାଉନ୍‌ସୁଗାର ବ୍ୟବସାୟ ଚାଲିଛି। ଦୀର୍ଘ ୧୦ବର୍ଷ ଧରି ଏଭଳି ବେଆଇନ...

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଟିଟିଲାଗଡ଼,୩।୧୨(ଡି.ଏନ.ଏ): ବଲାଙ୍ଗୀର ଜ଼ିଲା ଟିଟିଲାଗଡ଼ରେ ଗୁରୁବାର ସକାଳୁ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକ ଘରେ ଭିଜିଲାସନ୍ସ ଚଢାଉ ହୋଇଛି। ଡିସପି ଦାଶରଥି ସେଠଙ୍କ ନେତୃତ୍ୱରେ ରେଞ୍ଜରଙ୍କ...

ଭଦ୍ରକରୁ ଆସିଲେ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯିବା ଲାଗି ଡରୁଛନ୍ତି ଶିକ୍ଷକ

ଗୁଡଭେଲା,୨୩ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଅଧିକାଂଶ ଅଧିକାରୀ ଛୁଟି ଭାବି ନିଜ ନିଜ...

ଲୋଇସିଂହା ଛକରେ ଓହ୍ଲାଇ ଗାଇସିଲଟର ୨୧ ପ୍ରବାସୀ ହଟହଟା

ଲୋଇସିଂହା,୧୫।୫(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛକରେ ବରଗଡ଼ ଜିଲା ଗାଇସିଲଟ ବ୍ଲକର ୨୧ ଜଣ ପ୍ରବାସୀଙ୍କୁ ଗୋଟିଏ ବସ ଶୁକ୍ରବାର ସାରେ ଛାଡ଼ି ବରଗଡ଼...

ବିଲୁପ୍ତ ଲୋକକଳା ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ୱ

ଦେଓଗାଁ,୧୮୧୧(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳ ଭୀମ ପାହାଡଠାରେ ମଙ୍ଗଳବାର ଜିଲା ମିକ୍ସଚର ରାମଲୀଳା ସଂଘର ଏକ ବୈଠକ...

ପ୍ରକଳ୍ପ ଅଧାପନ୍ତରିଆ, ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଫଳରେ ୨ୱାର୍ଡ ବିଶିଷ୍ଟ...

Advertisement
Archives

Model This Week