ଗଣିତ ପଢାଇବେ ବିଦ୍ୟା

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନ ଏବେ ଗଣିତ ପଢାଇବେ ବୋଲି ଜଣାପଡିଛି। ବଲିଉଡ୍‌ ବାୟୋପିକ ମୁଭି ‘ଶକୁନ୍ତଳା ଦେବୀ‘ରେ ନଜର ଆସିଥିବା ବିଦ୍ୟାଙ୍କର ଏକ ନୂଆ ଲୁକ୍‌ ଏବେ ଦେଖିବାକୁ ମିଳିବ। ମଙ୍ଗଳବାର ଏହି ଫିଲ୍ମର ପ୍ରଥମ ମୋଶନ୍‌ ପୋଷ୍ଟର ରିଲିଜ୍‌ ହୋଇଛି। ଯେଉଁଥିରେ ବିଦ୍ୟାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ବିଦ୍ୟା ଶାଢି ପିନ୍ଧିଥିବା ବେଳେ ଏଥିରେ ଶକୁନ୍ତଳା ଦେବୀ ଗଣିତଜ୍ଞ ହ୍ୟୁମାନ କମ୍ପ୍ୟୁଟର ବୋଲି ଲେଖାଯାଇଛି। ସୂଚନାଯୋଗ୍ୟ, ଶକୁନ୍ତଳା ଦେବୀ ଖୁବ୍‌ଶୀଘ୍ର ଗଣିତର ସମାଧାନ କରିପାରୁଥିଲେ। ସେଥିପାଇଁ ତାଙ୍କୁ ହ୍ୟୁମାନ କମ୍ପ୍ୟୁଟର କୁହାଯାଉଥିଲା। ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମେନନ।


Enter your email to get our daily news in your inbox.

All Right Reserved By Dharitri.Com

୨୯ ବର୍ଷ ପୂର୍ବେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ଅଭିନେତା ସୁନିଲ ସେଟ୍ଟୀ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ...

ଉର୍ମିଳାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ

ମୁମ୍ବାଇ,୧୭ ।୧୨: ବଲିଉଡ୍ ନାୟିକା ତଥା ରାଜନେତା ଉର୍ମିଳା ମାତୋଣ୍ଡକରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡିଛି । ଏହି ସୂଚନା ନିଜେ ଉର୍ମିଳା ଦେଇଛନ୍ତି...

ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍‌ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା...

ବୈବାହିକ ଜୀବନର ଖୁସିରେ ରହିବା ପାଇଁ ଜୟା ବଚ୍ଚନ ନେଇଥିଲେ ଏମିତି ନିଷ୍ପତ୍ତି

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଦମ୍ପତ୍ତି। ବିବାହର ଏବେ ବର୍ଷ ପରେ ଉଭୟ ନିଜ ସମ୍ପର୍କକୁ ମଜଭୁତ...

ଐଶ୍ଚର୍ଯ୍ୟା କ‘ଣ ପୁଣି ଗର୍ଭବତୀ !

ମୁମ୍ବାଇ: ନିକଟରେ ଅଭିଷେକ ବଚ୍ଚନ ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍‌ ଦେବାକୁ କହିଥିଲେ। ସେନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଥିଲା।...

ସିଦ୍ଧାର୍ଥଙ୍କ ପ୍ରେମରେ ଆରତୀ, ହେଲେ କହିପାରୁନାହାନ୍ତି ମନକଥା

ବମ୍ବେ: ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ଆରତୀ ସିଂଙ୍କୁ ନେଇ ନୂଆ ଚର୍ଚ୍ଚା। ସେ କୁଆଡ଼େ ବିଗ୍‌ ବସ୍‌ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେମନେ ଭଲ ପାଉଛନ୍ତି।...

ନିର୍ବନ୍ଧ କରି ଚର୍ଚ୍ଚାରେ ଅନନ୍ୟା ପାଣ୍ଡେଙ୍କ ଭଉଣୀ

ବମ୍ବେ: ପ୍ରେମିକ ଆଇଭୋର ମେକ୍ରେଙ୍କ ସହ ସମ୍ପର୍କକୁ ଆଗକୁ ବଢ଼ାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଏବଂ ସୋସିଆଲ ମିଡିଆ ସେନ୍‌ସେସନ୍‌ ଅଲାନା...

ଏମ୍‌ଟିଭି ରିଆଲିଟି ଶୋ’ରେ ଓଡ଼ିଆ ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ

ଏମ୍‌ଟିଭିର ମଡେଲିଂ ରିଆଲିଟି ଶୋ’ରେ ଚମକିଛନ୍ତି ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ୧୯ ବର୍ଷୀୟା ସ୍ବପ୍ନା ପ୍ରିୟଦର୍ଶିନୀ। ସୁପର ମଡେଲ ଅଫ୍‌ ଦି ଇୟର ସିଜନ-୨ରେ ଓଡ଼ିଶାର...

Advertisement
Archives

Model This Week