କ୍ୟାନ୍‌ସର ଚିହ୍ନଟ କରିବ ହୀରା..

କ୍ୟାନ୍‌ସର ରୋଗୀଙ୍କ ମୃତ୍ୟୁ ମୁଖ୍ୟତଃ ବିଳମ୍ବରେ ରୋଗ ଚିହ୍ନଟ କାରଣରୁ ହୋଇଥାଏ। ହେଲେ ଏବେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍‌ସରର ଚିହ୍ନଟ ସମ୍ଭବ, ଆଉ ଏହି ଚିହ୍ନଟ କରାଇବ ହୀରା। ଏମ୍‌ଆର୍‌ଆଇ ସ୍କାନିଂ ସମୟରେ ହୀରାର ଉପଯୋଗ କରି କ୍ୟାନ୍‌ସର ଟ୍ୟୁମରର ପ୍ରାରମ୍ଭିକ ସ୍ଥିତି ସମ୍ପର୍କରେ ଏବେ ଜଣାପଡିବ। ସିଡ୍‌ନୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ କେମୋଥେରାପି ସମୟରେ ନାନୋ ହୀରାର ପ୍ରୟୋଗକରି କ୍ୟାନ୍‌ସର ସଂକ୍ରମଣର ଜୀବାଣୁକୁ ନଷ୍ଟ କରାଯାଇପାରିବ। ହୀରାର ଚୁମ୍ବକୀୟ ଗୁଣ ରହିଛି। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ହୀରା ଦ୍ୱାରା କ୍ୟାନ୍‌ସରର ସ୍ଥିତି ସମ୍ପର୍କରେ ତଥ୍ୟ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଓ ଜ୍ୱର ଯୋଗୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ରାଜୀବ...

ଅଡୁଆରେ ୟେଦୁରପ୍ପା, ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କଲେ ଲୋକାୟୁକ୍ତ…

ବେଙ୍ଗାଲୁରୁ, ୧୮।୯ : କର୍ନାଟକର ଲୋକାୟୁକ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି।...

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’

ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧...

ହାଇକମାଣ୍ଡଙ୍କ ଚେତାବନି ପରେ ବି ଉଡାଣ ଭରିଲେ ’ପାଇଲଟ’, ନିଜ ସରକାରଙ୍କ ବିରୋଧରେ ବସିଲେ ଅନଶନରେ

ଜୟପୁର,୧୧।୪: ରାଜସ୍ଥାନ କଂଗ୍ରେସର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ଗତ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା...

ଶାଢ଼ିରେ ସ୍ଲିମ୍‌

ଶାଢ଼ି ପିନ୍ଧି ସ୍ଲିମ୍‌ ଦେଖାଯିବା ପାଇଁ ହେଲେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ। ବଡ଼ିଟାଇପ୍‌, ଶାଢିର ରଙ୍ଗ, ଶାଢିର ପ୍ରିଣ୍ଟ ଓ ପ୍ୟାଟର୍ନ...

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ...

ଏନ-୩୨ ବିମାନ ଦୁର୍ଘଟଣା: ୧୮ ଦିନ ପରେ ଆଜି ଘରେ ପହଞ୍ଚିବ ଶହୀଦଙ୍କ ମୃତଦେହ

ନୂଆଦିଲ୍ଲୀ, ୨୧।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ବିମାନ ଏନ-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ଶହୀଦଙ୍କ ମୃତଦେହ ଶୁକ୍ରବାର ସେମାନଙ୍କ ଘରେ ପହଞ୍ଚିବ ବୋଲି...

Advertisement
Archives

Model This Week