କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର ପରମ୍ପରା। କେବଳ ବିବାହ ଦିନ ହିଁ ଏମାନେ ସ୍ନାନ କରିଥାଆନ୍ତି। ହେଲେ ଏମାନେ ବେଶ୍‌ ସୁନ୍ଦର। ଏମାନଙ୍କ ଶରୀରର ରଙ୍ଗ ଲାଲ୍‌। ଏମାନେ ଗାଧାନ୍ତି ନାହିଁ ସତ, କିନ୍ତୁ ଏକ ବିଶେଷ ଧରଣର ଜଡିବୁଟି ବ୍ୟବହାର କରନ୍ତି। ଏହି ଜଡିବୁଟି ସେମାନଙ୍କ ଶରୀରକୁ ସୁସ୍ଥ ରଖିଥାଏ। ତେବେ ଉକ୍ତ ଜଡିବୁଟିକୁ ସିଝାଇ ତାର ରସକୁ ଏମାନେ ଦେହରେ ଲଗାଇ ଥାଆନ୍ତି। ଫଳରେ ଦେହ ଦୁର୍ଗନ୍ଧ ହୋଇ ନ ଥାଏ। ଖାଲି ସେତିକି ନୁହେଁ ଚର୍ମକୁ ସୁସ୍ଥ ରଖିବାକୁ ଏମାନେ ପଶୁଙ୍କ ଚର୍ବି ସହ ହେମାଟାଇଡ(ଲୁହା ଭଳି ଏକ ଖଣିଜ ଧାତୁ)ମିଶାଇ ଏକ ସ୍ବତନ୍ତ୍ର ଧରଣର ଲୋସନ୍‌ ତିଆରି କରନ୍ତି। ଏହାକୁ ନିୟମିତ ଭାବେ ମଧ୍ୟ ସେ ଦେହରେ ଲଗାଇ ଥାଆନ୍ତି। ତେବେ ହେମାଟାଇଡ କାରଣରୁ ଏମାନଙ୍କ ଦେହର ରଙ୍ଗ ଲାଲ ଦେଖାଯାଇଥାଏ। ସେଥିପାଇଁ ଏମାନଙ୍କୁ ରେଡ୍‌ ଓମେନ୍‌ ବୋଲି ମଧ୍ୟ କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲମିକ୍ରନ୍‌ ଆସୁଛି ମାଡ଼ି, ଓମିକ୍ରନଠାରୁ ଅଧିକ ବିପଜ୍ଜନକ…

ଓ୍ବାଶିଂଟନ, ୨୬।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶେଷଜ୍ଞମାନେ କରୋନାର ଅନ୍ୟ ଏକ ନୂଆ...

ସୁପର ସ୍ପ୍ରେଡର୍‌ ହେଲା ବିବାହ: ବର,କନ୍ୟା ସମେତ ୪୭ ଆକ୍ରାନ୍ତ

କାସରଗୋଡ,୨୭।୭: ସାରା ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ସଙ୍କଟ ସଙ୍ଗୀନ ହେବାରେ ଲାଗିଛି। କରୋନା ସହ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ କେତେକ...

ଚାଇନା ସାଗରରେ ଟ୍ରାଫିକ୍‌ ଜାମ୍‌…

ବେଜିଂ, ୨୦।୪ : ଚାଇନାରେ କରୋନା ପୁଣି କରୋନା ସଂକ୍ରମଣ ଯୋଗୁ ଏହାର ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜଧାନୀ ସାଂଘାଇରେ ସର୍ବାଧିକ...

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ...

ଭାଲେଣ୍ଟାଇନ୍ସ ଡେ’ରେ ବିବାହ କଲେ ରାଣୀ-ରାଜା

ବେଙ୍ଗାଲୁରୁ,୧୪।୨: କର୍ନାଟକର କ୍ୟୁବାନ ପାର୍କରେ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ରାଣୀ ଓ ରାଜାଙ୍କର ବିବାହ ଅନୁଷ୍ଠିତ ହୋଇଛି। ସାଧାରଣ ବିବାହ ଭଳି ଉଭୟଙ୍କୁ ପାରମ୍ପରିକ...

‘ପ୍ରେମ ହିଁ ଜୀବନ’: ସାଢ଼େ ୧୭ ଶହ ବର୍ଷର ବାର୍ତ୍ତା

ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବି ମତ ଦେଇଥାନ୍ତି।...

କୁୁକୁଡ଼ାକୁ ପିଟି ପଳେଇ ଆସୁଥିଲେ, ପଛରୁ ଆସି ଦେଲା ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ମେସେଜ୍‌ରେ ଅପଶବ୍ଦ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବ ହ୍ବାଟ୍ସଆପ, ପ୍ରତିମାସରେ ୨୦ ଲକ୍ଷ ୟୁଜରଙ୍କୁ କରାଯିବ ବ୍ଲକ୍‌

ବିଶ୍ୱରେ ପ୍ରାୟ ୧୫୦କୋଟି ଲୋକ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି। ଏଥିରେ ଅପଶବ୍ଦ ବ୍ୟବହାର କରୁଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯିବ। ୨୦୧୯ ଡିସେମ୍ବର ସୁଦ୍ଧା ଏପରି...

Advertisement
Archives

Model This Week