‘କେଦାରନାଥ’ର ଗୋଟିଏ ବର୍ଷ ପୂର୍ତ୍ତି: ପୋଷ୍ଟ ଲେଖି ପୁରୁଣା ସ୍ମୃତିକୁ ମନେ ପକାଇଲେ ସାରା

ବମ୍ବେ: ଇତିମଧ୍ୟରେ ଫିଲ୍ମ ‘କେଦାରନାଥ’କୁ ପୁରିଛି ଏକ ବର୍ଷ। ସୋସିଆଲ ମିଡିଆରେ ଫିଲ୍ମ ସହ ଜଡିତ କିଛି ଫଟୋ ଶେୟାର କରି ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ଗୋଟିଏ ବର୍ଷ ବିତିଯାଇଥିବା ଭଳି ମନେ ହେଉ ନ ଥିବା ଏବଂ ଫିଲ୍ମଟି ସବୁଦିନ ପାଇଁ ତାଙ୍କର ସୁନ୍ଦର ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି।

କେଦାରନାଥ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସାରା। ଫିଲ୍ମରେ ତାଙ୍କ ଚରିତ୍ରର ନାମ ‘ମୁକ୍କୁ’ ରହିଥିଲା। ଏଥିରେ ତାଙ୍କ ନାୟକ ସାଜିଥିଲେ ସୁଶାନ୍ତ ସିଂ ରାଜପୁତ। ଫିଲ୍ମର କାହାଣୀ କେଦାରନାଥରେ ହୋଇଥିବା ବିପତ୍ତି ଉପରେ ପର୍ଯ୍ୟବଶିତ ଥିବା ବେଳେ ଏହା ଦର୍ଶକଙ୍କୁ ପସନ୍ଦ ଆସିଥିଲା। ସାରା ମଧ୍ୟ ନବାଗତା ଭାବେ ନିଜର ଅଭିନୟ ଯୋଗେ ସମସ୍ତଙ୍କ ମନ ଜିଣିଥିଲେ। କୁହାଯାଏ କେଦାରନାଥ ଶୁଟିଂ ସେଟ୍‌ରେ ତାଙ୍କୁ ଆଉ ଏକ ଫିଲ୍ମର ଅଫର୍‌ ମିଳିଥିଲା। ନିର୍ଦ୍ଦେଶକ ଅଭିଶେକ କପୁର ସାରାଙ୍କୁ ଫିଲ୍ମ ‘ସିମ୍ବା’ପାଇଁ ସାଇନ୍‌ କରିଥିଲେ। ଫିଲ୍ମରେ ସାରା ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟୁଟ ଅନ୍ଦାଜରେ ବାର୍ଥଡେ ମନାଇଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ...

ସାମ୍ନାକୁ ଆସିଲା କାର୍ତ୍ତିକଙ୍କ କୋଭିଡ୍‌ ସେଲଫି ଫଟୋ: କହିଲେ ଏମିତି …

କାର୍ତ୍ତିକ ଆର୍ଯ୍ୟନ ବଲିଉଡ୍‌ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ସମୟ ମଧ୍ୟରେ କାର୍ତ୍ତିକ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅଭିନେତା ହୋଇପାରିଛନ୍ତି। ତାଙ୍କର ଲୋକପ୍ରିୟତା କେବଳ...

ବାରାଣସୀରେ ଛୁଟି ମନାଉଛନ୍ତି ଜାହ୍ନବୀ

ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ...

ଲିକ୍‌ ହେଲା ଏହି ଷ୍ଟାରଙ୍କ ପ୍ରାଇଭେଟ୍‌ ଭିଡିଓ

ଛୋଟ ପରଦାର ଲୋକପ୍ରିୟ କପଲଙ୍କ ମଧ୍ୟରୁ କରଣ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ସେମାନେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ପରସ୍ପର ଉଭୟଙ୍କ...

ରିଲିଜ୍‌ ପୂର୍ବରୁ ବୟକଟ ଦାବି

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଜୁନ୍‌ ୧୫ରେ ରିଲିଜ୍‌ ହୋଇଯାଇଛି। ଟ୍ରେଲର ରିଲିଜ୍‌ ହେବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି...

ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ

ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍‌ର କେତେଜଣ ସେଲିବ୍ରିଟି ନିଜ ନିଜ...

କରୋନା ଯୋଦ୍ଧାଙ୍କୁ ସାହାଯ୍ୟର ହାତ ବଢାଇଲେ ରୋହିତ

ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ବିଶ୍ୱବାସୀ ଲଢି ଚାଲିଛନ୍ତି। କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସମସ୍ତେ ଯେମିତି ଅଣ୍ଟା ଭିଡିଛନ୍ତି। ଏହି...

ସଲମାନ ଖାନ୍‌ଙ୍କ ବିନା ମୁଁ ଅଧୁରା: କ୍ୟାଟ୍ରିନା

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ...

Advertisement
Archives

Model This Week