କୁକୁଡ଼ାଯୋଡ଼ି ଗ୍ରାମରେ ହାତୀ ଆତଙ୍କ: ବୃଦ୍ଧଙ୍କୁ ଦଳି ମାରିଦେଲା

ବାରିପଦା ଅଫିସ ୭।୬- ମୟୁରଭଞ୍ଜ ଜିଲା ବାରିପଦା ବ୍ଲକ ରଜାବସା ପଞ୍ଚାୟତ କୁକୁଡାଯୋଡ଼ି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ ଘଟିଛି। ବୃଦ୍ଧଜଣଙ୍କ ହେଲେ କୁକୁଡାଯୋଡି ଗ୍ରାମର ଚତୁର୍ଭୁଜ ନାୟକ।

ମିଳିଥିବା ସୂଚନା ଅନୁସାରେ, ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ କୁକୁଡାଯୋଡ଼ି ଜଙ୍ଗଲରେ ଶନିବାର ରାତିରୁ ୫ଟି ଜଙ୍ଗଲୀ ହାତୀ ପଶି ଆସିଥିଲେ। ରାତି ସାରା ହାତୀମାନେ ଜଙ୍ଗଲରେ ଉତ୍ପାତ କରିଥିଲେ। ରବିବାର ସକାଳେ ଚତୁର୍ଭୁଜ ଶୌଚ ହେବା ପାଇଁ ପଡିଆକୁ ଯାଇଥିବା ବେଳେ ହାତୀ ସାମ୍ନାରେ ପଡ଼ିଯାଇଥିଲେ। ଏହାପରେ ହାତୀ ତାଙ୍କୁ ଦଳି ମାରିଦେଇଥିବା ଜଣାପଡ଼ିଛି।
ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ରାସଗୋବିନ୍ଦପୁର ରେଞ୍ଜର ଏକ ଟିମ ଏବଂ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାତୀମାନକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ସୁକାନ୍ତିଙ୍କ ହାତ ଧରିଲେ ନିରଞ୍ଜନ

ଖଇରା,୫।୧୦(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଦିବ୍ୟାଙ୍ଗ ଯୁବତୀଯୁବକଙ୍କ ବିବାହ ରବିବାର ସମ୍ପନ୍ନ କରାଯାଇଛି। ସମ୍ପେଇ ଗ୍ରାମର...

କେନ୍ଦ୍ରାପଡ଼ାରେ ବାଲି ଚୋରି ଅଣାୟତ୍ତ

କେନ୍ଦ୍ରାପଡ଼ା ଅଫିସ, ୫ା୧୧: କେନ୍ଦ୍ରାପଡ଼ା ଜିଲାରେ ବାଲି ସଇରାତଗୁଡ଼ିକରୁ ବେଆଇନ ଉଠାଣ ଅଣାୟତ୍ତ ହୋଇପଡ଼ିଛି। ନିଲାମ ଅବଧି ସରିବା ପରେ ମଧ୍ୟ ବାଲି ଉଠାଣକୁ ରୋକାଯାଇପାରୁନାହିଁ।...

ବନ୍ୟଜନ୍ତୁ ଶିକାର କରି ଯୁବକ ଗିରଫ: ବନ୍ଧୁକ ଜବତ

ବଲାଙ୍ଗୀର ଅଫିସ,୧୩।୩: ବଲାଙ୍ଗୀର ବନବିଭାଗର ମୋବାଇଲ ସ୍କ୍ବାଡ୍‌ କରକଚିଆ ଛକ ନିକଟରେ ଶନିବାର ଚଢ଼ାଉ କରଛନ୍ତି। ଏଥିରେ ସମ୍ପୃକ୍ତ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିବା...

ବ୍ୟବହୃତ ରନ୍ଧନ ତୈଳର ପୁନର୍ବ୍ୟବହାର ନେଇ ସଚେତନତା

ପୁରୀ ଅଫିସ,୨ା୧୦: ବ୍ୟବହୃତ ରନ୍ଧନ ତୈଳକୁ ଗରମ କରି ଏହାକୁ ପୁନଃବ୍ୟବହାର କରିବା ପ୍ରାୟ ସମସ୍ତଙ୍କର ଏକ ଅଭ୍ୟାସ। ତେବେ ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରକାର...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା...

ଲକ୍‌ଡାଉନ: ସହରର ବିଭିନ୍ନ ସାହି ମୁଖ୍ୟରାସ୍ତାକୁ ସିଲ୍‌ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ, ୨୮।୩: କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ ଡାଉନକୁ ସଫଳ କରିବାକୁ ଶନିବାରଠାରୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଠୋର...

୮୫ ନଂ. ବୁଥରେ ପୁନଃ ମତଦାନ

ତାଳଚେର,୧୯।୫(ନି.ପ୍ର)- ତାଳଚେର ବ୍ଲକ ଜନ୍ଦାବାହଳ ଗ୍ରାମର ୮୫ ନଂ. ବୁଥରେ ରବିବାର ପୁନଃ ମତଦାନ ଚାଲିଛି। ମତଦାନମାନେ ଲାଇନରେ ଛିଡ଼ା ହୋଇ ଭୋଟ ଦେବାକୁ ଯାଇଥିବା...

ଉପାନ୍ତ ଅଞ୍ଚଳ ବିକାଶକୁ ଗୁରୁତ୍ୱ

ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ‘ମୋ ବ୍ଲକ, ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର...

Advertisement
Archives

Model This Week