କାର୍ତ୍ତିକ-କିୟାରାଙ୍କ ‘ଭୁଲ ଭୁଲୈୟା-୨’ରେ ତବ୍‌ବୁ

ଫିଲ୍ମ ‘ଭୁଲ ଭୁଲେୟା-୨’ ମାଧ୍ୟମରେ କାର୍ତ୍ତିକ ଆର୍ୟନ ଏବଂ କିୟାରା ଆଡଓ୍ବାଣୀଙ୍କ ଯୋଡି ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ପ୍ରଥମରୁ ହିଁ ଏହି ଯୋଡିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିଛି ଦିନ ହେବ ମୁମ୍ବାଇରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଲଣ୍ଡନ ଏବଂ ରାଜସ୍ଥାନରେ ଅନ୍ୟ ଭାଗର ଶୁଟିଂ ଶେଷ ହେବ। ଏବେ ଯାହା ଶୁଣିବାକୁ ମିଳୁଛି ଅଭିନେତ୍ରୀ ତବ୍‌ବୁ ଫିଲ୍ମର ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଆଗାମୀ ଜାନୁଆରୀରୁ ସେ ଶୁଟିଂ ଆରମ୍ଭ କରିବେ। ଫିଲ୍ମଟି ୩୧ ଜୁଲାଇ ୨୦୨୦ରେ ପରଦାକୁ ଆସିବାର ରହିଛି।
‘ଭୁଲ ଭୁଲେୟା-୨’ ୨୦୦୭ରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ଅମୀଷା ପଟେଲଙ୍କ ଅଭିନୀତ ‘ଭୁଲ ଭୁଲେୟା’ର ସିକ୍ୱେଲ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି...

ଦୀପାବଳି ଉପଲକ୍ଷେ ଆମେରିକାର ଲୋକପ୍ରିୟ ଗାୟିକା ଗାଇଲେ ‘ଓମ୍‌ ଜୟ ଜଗଦିଶ ହରେ’: ଶୁଣିଲେ ହେବେ ବିଭୋର

ବମ୍ବେ: ଭାରତର ଲୋକପ୍ରିୟ ଭଜନ ‘ଓମ୍‌ ଜୟ ଜଗଦିଶ ହରେ’ ଗାଇ ଚର୍ଚ୍ଚାରେ ଆମେରିକୀୟ ଗାୟିକା ମେରି ମିଲବେନ। ଆସନ୍ତା ଦୀପାବଳି ଉପଲକ୍ଷେ ମେରି ଏହାକୁ...

୫ ବର୍ଷ ପୂର୍ବେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିଥିଲେ ଏହି ଅଭିନେତ୍ରୀ, ଏଥିପାଇଁ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ଅଭିନେତ୍ରୀ ଶ୍ରର୍ଦ୍ଧା ଆର଼୍ୟା ଟେଲିପରଦାର ଜଣାଶୁଣା ନାମ। ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି, ତୁମ୍‌ହାରୀ ପାଖି, ଡ୍ରିମ୍‌ ଗର୍ଲ’ ଭଳି ଅନେକ ଧାରାବାହିକରେ...

ମା’ ହେବା ନେଇ ଏମିତି କହିଲେ ଅଙ୍କିତା

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଜଣାଶୁଣା ଟେଲି ଅଭିନେତ୍ରୀ। ଗତବର୍ଷ ଡିସେମ୍ବରରେ ଅଙ୍କିତା-ଭିକି ଜୈନଙ୍କୁ ବିବାହ କରିଥିଲେ। ବିବାହ ପରେ ଭିକି ଏବଂ ଅଙ୍କିତା ସୁଖମୟ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ବାନ୍ଦ୍ରାରୁ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୧୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଶନିବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ସେ ହେଲେ...

ରିଲେସନଶିପରେ ରହିଛନ୍ତି ଅନନ୍ୟା !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ସୁପୁତ୍ରି ଅନନ୍ୟା ପାଣ୍ଡେ ଏବେ ଲାଇମ୍‌ ଲାଇଟ୍‌ରେ। ବଲିଉଡ୍‌ ନବାଗତା ନାୟିକା ତଥା ଷ୍ଟାର କିଡ୍‌ଙ୍କ ମଧ୍ୟରେ ଜଣେ...

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର

ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ...

କ୍ୱାରାଣ୍ଟାଇନ ପାଇଁ ନିଜ ଅଫିସ ଯୋଗାଇଦେଲେ ଗୌରୀ- ଶାହାରୁଖ

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ରାଜନେତା ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଟେଲି କଳାକାରଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି। ଏବେ...

Advertisement
Archives

Model This Week