କାର୍ତ୍ତିକ-କିୟାରାଙ୍କ ‘ଭୁଲ ଭୁଲୈୟା-୨’ରେ ତବ୍‌ବୁ

ଫିଲ୍ମ ‘ଭୁଲ ଭୁଲେୟା-୨’ ମାଧ୍ୟମରେ କାର୍ତ୍ତିକ ଆର୍ୟନ ଏବଂ କିୟାରା ଆଡଓ୍ବାଣୀଙ୍କ ଯୋଡି ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ପ୍ରଥମରୁ ହିଁ ଏହି ଯୋଡିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିଛି ଦିନ ହେବ ମୁମ୍ବାଇରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଲଣ୍ଡନ ଏବଂ ରାଜସ୍ଥାନରେ ଅନ୍ୟ ଭାଗର ଶୁଟିଂ ଶେଷ ହେବ। ଏବେ ଯାହା ଶୁଣିବାକୁ ମିଳୁଛି ଅଭିନେତ୍ରୀ ତବ୍‌ବୁ ଫିଲ୍ମର ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଆଗାମୀ ଜାନୁଆରୀରୁ ସେ ଶୁଟିଂ ଆରମ୍ଭ କରିବେ। ଫିଲ୍ମଟି ୩୧ ଜୁଲାଇ ୨୦୨୦ରେ ପରଦାକୁ ଆସିବାର ରହିଛି।
‘ଭୁଲ ଭୁଲେୟା-୨’ ୨୦୦୭ରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ଅମୀଷା ପଟେଲଙ୍କ ଅଭିନୀତ ‘ଭୁଲ ଭୁଲେୟା’ର ସିକ୍ୱେଲ।


Enter your email to get our daily news in your inbox.

All Right Reserved By Dharitri.Com

ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ୍‌ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ...

ବ୍ୟାୟାମ କରିବାକୁ ବାହାରି ଟ୍ରୋଲ୍‌ ହେଲେ ମଲ୍ଲିକା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ବଲିଉଡ୍‌ ଷ୍ଟାରମାନେ ସାଧାରଣ ଲୋକଙ୍କ ପରି ଘରେ ସମୟ ବିତାଉଥିଲେ। ଯଦିଓ ଦେଶରୁ କରୋନା ହଟିନାହିଁ ତଥାପି ସରକାର ଲକ୍‌ଡାଉନ୍‌...

ଏନ୍‌ସିବି ରିମାଣ୍ଡରେ ଥାଇ ବିଜ୍ଞାନ ବହି ମାଗିଲେ ଶାହାରୁଖଙ୍କ ପୁଅ; ସାଧାରଣ କଏଦୀ ଭଳି ଖାଇଲେ…

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ରିମାଣ୍ଡରେ ଅଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। ଅଭିନେତାଙ୍କ ପୁଅ ହୋଇଥିଲେ ହେଁ ଏନ୍‌ସିବି ତାଙ୍କୁ...

ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଅମିତାଭଙ୍କ ନାତୁଣୀ

ମୁମ୍ବାଇ,୧୮।୩: ନିକଟରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତିରଥ ସିଂ ରାୱତ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ମନ୍ତବ୍ୟ...

ଆସୁଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍‌ମେଟ୍‌’

ପ୍ରେମକୁ ଆଧାର କରି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ନିର୍ମିତ ହେବାକୁ ଯାଉଛି, ଯାହାର ଟାଇଟଲ ରହିଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍‌ମେଟ୍‌’। ନବାଗତ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଛିଣ୍ଡିଗଲା ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ ଚେନ୍‌ , ଭାଇରାଲ ହେଉଛି ଫଟୋ…

ବଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ତାଙ୍କ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଥିବା ନଜର...

‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ରେ ବିରାଟ-ଦୀପିକା

ମୁମ୍ବାଇ: ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ପାଇଁ ଭାରତୀୟ ତାରକାଙ୍କ ଉତ୍ସାହ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ସାରା...

ରାଜସ୍ଥାନୀ ଲୁକ୍ସରେ ଜାହ୍ନବୀଙ୍କ ଫଟୋ ଶୁଟ୍ ଦେଖି ଦିୱାନା ହେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ତାଙ୍କ ଲୁକ୍ସକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ନିଜ ଭିନ୍ନ ଭିନ୍ନ ଲୁକ୍ସର ଫଟୋ ସେ ତାଙ୍କ ପ୍ରଶଂସକଙ୍କ...

Advertisement
Archives

Model This Week