କୃଷ୍ଣସାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ୍‌

ଜୟପୁର, ୨୭।୯: କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ତାଙ୍କ ଓକିଲ ହସ୍ତିମଲ ସାରସ୍ବତ କହିଛନ୍ତି ସଲମାନ କୋର୍ଟରେ ଉପସ୍ଥିତ ରହିବେ ନାହିଁ। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧୯ରେ କରାଯିବ। ସୂଚନାଯୋଗ୍ୟ, ୨୦ ବର୍ଷ ପୂର୍ବେ ୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ସିନେମା ଶୁଟିଂ ଚାଲିଥିବାବେଳେ ସଲମାନ ନିକଟସ୍ଥ ଜଙ୍ଗଲରେ କଳା ହରିଣ ଶିକାର କରିଥିଲେ ବୋଲି ବିଷ୍ଣୋଇ ସମାଜ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇ ଥିଲା। ପରେ ଉକ୍ତ ଗ୍ରାମବାସୀ ସଲମାନଙ୍କୁ ହରିଣ ଶିକାର କରିବାକୁ ବିରୋଧ କରିବାରୁ ମୃତ ହରିଣକୁ ନେଇ ସଲମାନ ବନ୍ଧୁକ ମୁନରେ ଗ୍ରାମାବାସୀଙ୍କୁ ଭୟଭୀତ କରି ସେଠାରୁ ଖସି ପଲାଇ ଥିଲେ। ଏହି ଅପରାଧରେ ସର୍ବାଧିକ ୬ ବର୍ଷ କାରାଦଣ୍ଡ ପାଇଁ ଆଇନ ରହିଥିବାବେଳେ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ବାଚସ୍ପତି ଦୌଡ଼ରେ ୫ ବରିଷ୍ଠ ସଦସ୍ୟ

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବାଚସ୍ପତି ନିର୍ବାଚନ ଜୁନ୍‌ ୧୯ରେ ହେବ। ଏହି ପଦବୀ ପାଇଁ ଭାଜପାର ୫ ସଦସ୍ୟଙ୍କ ନାମ ନେଇ ବେଶ୍‌ ଚର୍ଚ୍ଚା...

କୋଲକତା ପରେ ଦିଲ୍ଲୀ-ମୁମ୍ବାଇରେ ବି ଡାକ୍ତର ଆନ୍ଦୋଳନ ତେଜିଲା: ରୋଗୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ...

୬ ମାସର ଗର୍ଭବତୀ ଥିବାବେଳେ ସ୍ତ୍ରୀଙ୍କୁ ଛାଡିପଳାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ଏବେ ବିଗ୍‌ ବସ୍‌ ଘରେ ଅଛନ୍ତି। ସେ ଘରର ସମସ୍ତ କାର୍ଯ୍ୟ ସଠିକ୍‌ ଭାବେ...

ଭାରତରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ!

କୋଚି,୧।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ଚିହ୍ନଟ ବହୁ ପୂର୍ବରୁ କରାଯାଇଛି। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ୩୬ ବର୍ଷ ଯୁବକଙ୍କ ଏର୍ନାକୁଲମ ସରକାରୀ...

ସ୍କୁଲରେ ପଢ଼ୁଥିବା ବେଳେ ଶିକ୍ଷକଙ୍କ କଥା ଶୁଣୁ ନ ଥିଲେ ଦୀପିକା, ଭାଇରାଲ ହେଉଛି ରିପୋର୍ଟ କାର୍ଡ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ ସିନେମା ଜଗତର ଜଣେ ଆଗଧାଡ଼ିର ଅଭିନେତ୍ରୀ ତାହା ସମସ୍ତେ ଜାଣନ୍ତି। ହେଲେ ସେ ସ୍କୁଲ ସମୟରେ ବଡ଼ ଦୁଷ୍ଟ...

ଏକମାତ୍ର ପୁଅ ସୁଶାନ୍ତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା

ବମ୍ବେ: ଇତିମଧ୍ୟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦଶ ଦିନରୁ ଅଧିକ ସମୟ ବିତିଗଲାଣି। ହେଲେ ପରିବାରଠାରୁ ଆରମ୍ଭ କରି ବନ୍ଧୁ, ପ୍ରଶଂସକ...

ପିଓକେରେ ଆତଙ୍କବାଦୀ ଶିବିର ସକ୍ରିୟ

ନୂଆଦିଲ୍ଲୀ,୧୧ା୮ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିତ୍ବା ଆତଙ୍କବାଦୀ ଶିବିରଗୁଡିକ ପୁଣିଥରେ ସକ୍ରିୟ...

ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ

ନୂଆଦିଲ୍ଲୀ,୫।୧୧: ଭାରତୀୟ ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ ଦିଆଯାଇଛି। ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏଭଳି କରାଯାଉଥିବା ଚିଫ୍‌ ଅଫ୍‌...

Advertisement


Archives

Model This Week

Why Dharitri