କରୋନା ସମୟରେ ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ ଯୁବକ

ବେଗୁନିଆପଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ନୂଆଗଡ଼ ଗ୍ରାମର ଲତା ବେହେରା ମଙ୍ଗଳବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନିଆଗଲା। ଡାକ୍ତର ତୁରନ୍ତ ୩ ବୋତଲ ରକ୍ତ ଯୋଗାଡ଼ କରିବା ପାଇଁ କହିବା ପରେ ରକ୍ତ ଭଣ୍ଡାର ପକ୍ଷରୁ ମାତ୍ର ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିଲା l ଆଉ ରକ୍ତ ଯୋଗାଡ଼ କରିବା କଷ୍ଟ ହୋଇପଡିଥିଲା। କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖି ଲତାଙ୍କ ସମ୍ପର୍କୀୟ ଗାଁକୁ ଫୋନ୍‌ କରି ଜଣାଇଥିଲେ। ଏହା ପରେ ଗ୍ରାମର ଜଣେ ବ୍ୟକ୍ତି ‘ବି ପଜିଟିଭ’ ରକ୍ତ ଆବଶ୍ୟକ ଥିବା ଖବରକୁ ବିଭିନ୍ନ ଗ୍ରୁପରେ ପୋଷ୍ଟ କରିଥିଲେ। ଏହା ଦେଖି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମର ଦ୍ୱିତୀକୃଷ୍ଣ ଦୋରା ତୁରନ୍ତ ନିଜ ବାଇକ ଯୋଗେ ମେଡିକାଲରେ ପହଞ୍ଚିଥିଲେ। ସେ ରକ୍ତ ଦେବା ପରେ ଲତା ସୁସ୍ଥ ହୋଇଥିଲେ। କରୋନା ସମୟରେ ଯୁବକଙ୍କ ଏପରି ମହାନୀୟତା କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ...

ଛାତ୍ରୀଛାତ୍ର କଲେଜ ନଆସିଲେ ଅଭିଭାବକଙ୍କୁ ଜଣାଯିବ

ଭଞ୍ଜନଗର,୨୨।୮(ଡି.ଏନ.ଏ)- ଉଚ୍ଚଶିକ୍ଷାରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର କେତେକ ନୂତନ ପଦକ୍ଷେପ ନେଇଛନ୍ତି। ଚଳିତ ଶିକ୍ଷା ବର୍ଷଠାରୁ କଲେଜରେ ଛାତ୍ରୀଛାତ୍ରଙ୍କ ୭୫ ପ୍ରତିଶତ ଉପସ୍ଥାନ...

‘ଦମନ’ ଦେଖିଲେ ଅଧିକାରୀ

ଢେଙ୍କାନାଳ ଅଫିସ, ୬।୧୨: ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, କର୍ମଚାରୀ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀମାନେ ସୋମବାର ସନ୍ଧ୍ୟା ୬ଟାରେ...

ଯୋଡ଼ା -କେନ୍ଦୁଝର ଯୋଗାଯୋଗ ବିଚ୍ଛିନ୍ନ

ଯୋଡ଼ା, ୨୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକରେ ଥିବା ତଥା ୫୨୦ ନଂ ଜାତୀୟ ରାଜପଥର ବାସୁଦେବପୁରଠାରେ ଥିବା ବୈତରଣୀ ନଦୀ ସେତୁ ଦୁର୍ବଳ ହୋଇଯାଇଥିବାରୁ ତଥା...

ଭାଲୁ ଆକ୍ରମଣରେ ୨ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି,୨୨ା୬(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ସୀମାନ୍ତରେ ଭାଲୁ ଆକ୍ରମଣରେ ଦୁଇ ଦିନରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ମୃତକମାନଙ୍କ...

ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ‘ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି’

ଭୁବନେଶ୍ୱର, ୧୭-୧୧(ବ୍ୟୁରୋ) ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ...

ଦାଦନ ଶ୍ରମିକଙ୍କୁ ବନ୍ଦକ ପକାଇ ଗିରଫ ହେଲେ ସର୍ଦ୍ଦାର

କୋକସରା,୨୦।୩: କଳାହାଣ୍ଡି ଜିଲା କୋକସରା ଏବଂ ଆମପାଣି ଥାନା ଅଞ୍ଚଳର ୭ ଜଣ ଶ୍ରମିକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ନେଇଯାଇଥିଲେ...

ଶିଳ୍ପାନୁଷ୍ଠାନ ଥାଇ ବିକାଶ ନାହିଁ

ଢେଙ୍କାନାଳ ଅଫିସ, ୨୧।୮: ଢେଙ୍କାନାଳ ଜିଲାରେ ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଏହା ତୁଳନାରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ବିକାଶ ହୋଇପାରିନାହିଁ। ଶିଳ୍ପସଂସ୍ଥା ନିଜର...

Advertisement
Archives

Model This Week