କରୋନା ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଲା: ବୁହାନରେ ୫୦୦ ଭାରତୀୟ ସୁରକ୍ଷିତ; ଜାନୁୟାରୀ ୩୧ରେ ହୋଇପାରନ୍ତି ଏୟାରଲିଫ୍ଟ୍‌

ନୂଆଦିଲ୍ଲୀ/ବେଜିଂ, ୨୯।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣରେ ଇତିମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସ୍ତାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଥିବା ୫୦୦ ଭାରତୀୟ ସୁରକ୍ଷିତ ଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ଜାନୁୟାରୀ ୩୧ରେ ଏୟାରଲିଫ୍ଟ୍‌ କରାଯିବାର ସମ୍ଭାବନା ରହିଛି। ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୪୭ ବିମାନକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି କୁହାଯାଉଛି। ଚାଇନାରେ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପ୍ରଥମ ଭାରତୀୟ ମହିଳା ପ୍ରୀତି ମାହେଶ୍ୱରୀଙ୍କ ସ୍ବାସ୍ଥ୍ୟରେ ଇତିମଧ୍ୟରେ ସୁଧାର ଆସିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚାଇନାର ୩୧ଟି ପ୍ରଦେଶରେ କରୋନା ଭୁତାଣୁ ଆତଙ୍କ ଖେଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଭେଟିଥିବା ବ୍ରାଜିଲ ଅଧିକାରୀଙ୍କୁ କରୋନା

ବ୍ଲୁମ୍‌ବର୍ଗ, ୧୩।୩: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସହଯୋଗୀ ତଥା ବରିଷ୍ଠ ଅଧିକାରୀ ଫାବିଓ ଓ୍ବାଜ୍‌ଙ୍ଗର୍ଟେନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ତାଙ୍କ...

ହୋଇପାରିଲାନି ସାମୁଦ୍ରିକ ଜୀବନ ରକ୍ଷା ଚୁକ୍ତିନାମା

ଜାତିସଂଘ, ୨୮ା୮: ସାମୁଦ୍ରିକ ଜୀବନ ରକ୍ଷା ନିମନ୍ତେ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବାରେ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ବିଫଳ ହୋଇଛନ୍ତି। ୨...

କରୋନାର ଭୟଙ୍କର ଦୃଶ୍ୟ: ଆମେରିକା-ଇଟାଲି-ସ୍ପେନ୍‌ରେ ପଡ଼ି ରହିଛି ଶହ ଶହ ମୃତଦେହ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ଆମେରିକା, ଇଟାଲି ଏବଂ ସ୍ପେନ୍‌ରେ...

ବାଂଲାଦେଶ ମନ୍ତ୍ରୀଙ୍କ ଉପରକୁ ଆଇଏସ୍‌ର ଆକ୍ରମଣ: ୨ ପୋଲିସ ଆହତ

ଢାକା,୧।୯: ବାଂଲାଦେଶର ଢାକାରେ ଶନିବାର ରାତିରେ ଜଣେ ମନ୍ତ୍ରୀଙ୍କ ଉପରକୁ ଆଇଏସ୍‌ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ମନ୍ତ୍ରୀ ଜଣଙ୍କ ବର୍ତ୍ତି...

ଜାଣିଶୁଣି କରାଯାଇଥିଲା ଚାଇନା ବିମାନ ଦୁର୍ଘଟଣା, ବ୍ଲାକ ବକ୍ସ ଡାଟାରୁ ମିଳିଲା ତଥ୍ୟ

ବେଜିଂ,୧୮ ।୫: ଚଳିତ ବର୍ଷ ଆରମ୍ଭରେ ଚାଇନାରେ ହୋଇଥିବା ଏକ ବିମାନ ଦୁର୍ଘଟଣାକୁ ନେଇ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ୱାଲ ଷ୍ଟ୍ରିଟ...

ଆଫଗାନୀସ୍ତାନରୁ ଆମେରିକା ସୈନ୍ୟ ହଟିବେ;ଗୋଇନ୍ଦା ବିଭାଗ ପୂର୍ବ ଭଳି ଜାରି ରଖିବ କାର୍ଯ୍ୟ: ଟ୍ରମ୍ପ୍‌

ଓ୍ବାଶିଂଟନ,୨।୭: ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ଶାନ୍ତି ପ୍ରୟାସ ଜାରି ରହିଛି। ଏହା ଅନ୍ତର୍ଗତ ଆମେରିକା ଆଫଗାନୀସ୍ତାନରୁ ସୈନ୍ୟ ହଟାଇବା ପାଇଁ ଯୋଜନା କରିଛି। ତେବେ...

ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍‌ସି

ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...

ପ୍ରଚଣ୍ଡ ହେବେ ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୫।୧୨: ନେପାଳରେ ଏକ ନୂତନ ସରକାର ଗଠନ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇନାହାଁନ୍ତି। ରାଷ୍ଟ୍ରପତିଙ୍କ...

Advertisement
Archives

Model This Week