କରୋନା ଭାଇରସ ଥିମ୍‌କୁ ନେଇ ରିଲଜ ହେବ ସଲମାନଙ୍କ ଗୀତ ‘ପ୍ୟାର କରୋନା’

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ କରୋନା ଭାଇରସ ଥିମ୍‌କୁ ନେଇ ଏକ ଗୀତ ରିଲିଜ କରିବେ ବୋଲି ସୂଚନା ଦେଇଛନ୍ତି। ୫୪ ବର୍ଷୀୟ ଏହି ଅଭିନେତା ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେବା ସହ ଗୀତର ଏକ ଟିଜର ମଧ୍ୟ ଶେୟାର କରିଛନ୍ତି। ଟିଜରର ଆରମ୍ଭରେ ସଲମାନ ପ୍ରଥମେ ସମସ୍ତଙ୍କୁ ନମସ୍କାର ଜଣାଇବା ସହ ସଲାମ କରୁଛନ୍ତି। ଏଥିରେ ମ୍ୟୁଜିକ ପ୍ଲେ ହେବା ପରେ ସଲମାନ ଗାଉଛନ୍ତି, ‘ପ୍ୟାର କରୋନା , ଏତିହାଦ କରୋନା’ (ସ୍ପ୍ରେଡ ଲଭ, ଷ୍ଟେ ୟୁନାଇଟେଡ)। ଗୋଟିଏ ଦିନ ପରେ ଏହା ରିଲିଜ୍‌ ହେବ ବୋଲି ସଲମାନ ସୂଚନା ଦେଇଛନ୍ତି। ଏହି ଗୀତକୁ ସାଜିଦ-ଓ୍ବାଜିଦ କମ୍ପୋଜ କରିଥିବା ବେଳେ ସଲମାନ ଓ ହୁସେନ ଦଲାଲ ଏହାକୁ ରଚନା କରିଛନ୍ତି। ଏହା ସଲମାନଙ୍କ ୟୁଟ୍ୟୁବ ଚ୍ୟାନେଲରେ ସୋମବାର ରିଲିଜ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାୟକର ନଁ। ଦେବଦାସ

ବିଗ୍‌ ବଜେଟ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନଁ। ଦେବଦାସ’ ଚଳିତ ମାସ ୯ ତାରିଖରେ ପରଦା ଉପରକୁ ଆସୁଛି। ଚିତ୍ରଟିର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି...

‘ଜୟେଶଭାଇ ଜୋରଦାର୍‌’ରେ ନଜର ଆସିବେ ରଣବୀର: ଲୁକ୍‌ ଭାଇରାଲ

ବଲିଉଡ୍‌ ଫିଲ୍ମ ‘୮୩’ ପରେ ଅଭିନେତା ରଣବୀର ସିଂହ ଖୁବ୍‌ଶୀଘ୍ର ‘ଜୟେଶଭାଇ ଜୋରଦାର’ରେ ନଜର ଆସିବେ। ଏଥିପାଇଁ ସେ ଏବେଠୁ ସଜବାଜ ଆରମ୍ଭ କଲେଣି। ଇନ୍‌ଷ୍ଟାଗ୍ରାମ୍‌ରେ...

ପ୍ରଭାସଙ୍କ ଫିଲ୍ମରେ ରାବଣ ଭୂମିକାରେ ନଜର ଆସିବେ ଏହି ଅଭିନେତା, କରିନା କହିଲେ ‘ଇତିହାସର ସବୁଠାରୁ ହ୍ୟାଣ୍ଡସମ୍‌ ରାକ୍ଷସ’

ବମ୍ବେ: ରାବଣ ଭୂମିକାରେ ନଜର ଆସିବେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ମେଗା ବଜେଟ୍‌ରେ ନିର୍ମିତ ଥ୍ରି-ଡି ଫିଲ୍ମ ଆଦିପୁରୁଷରେ...

ଚାଲିଛି ନାୟିକା ଖୋଜା

ପ୍ରତିମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ସିନେମା ‘ଗଁ।ର ନଁ। ଗାଲୁଆପୁର’। କମେଡିଭିତ୍ତିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଥିବା ଏହି...

ଲଣ୍ଡନ ରାସ୍ତାରେ ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ଫ୍ୟାନ୍‌ମାନଙ୍କୁ କିଭଳି ଏଣ୍ଟରଟେନ୍‌ କରିବାକୁ ହୁଏ ସେ କଳା ନୋରା ଫତେହିଙ୍କୁ ଭଲ ଭାବେ ଜଣା। ଆକର୍ଷଣୀୟ ବ୍ୟକ୍ତିତ୍ୱ ସାଙ୍ଗକୁ ଉଚ୍ଚକୋଟୀର ନୃତ୍ୟରେ ସେ...

କୁଣ୍ଡେ ପାଣିରେ ଗଣେଶ ମୂର୍ତ୍ତି ବିସର୍ଜନକଲେ ରବିନା ଟଣ୍ଡନ

୧୦ ଦିନ ଧରି ଗଣପତିଙ୍କ ଆରାଧନା କରିବା ପରେ ଶେଷରେ ତାଙ୍କୁ ଧୁମଧାମରେ ବିଦାୟ ଦେଇଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ସେ ନିଜ ଘରେ...

ସୁଶାନ୍ତ ସିଂ ରାଜପୁତଙ୍କୁ ଆମେରିକାରୁ ମିଳିଲା ସମ୍ମାନ

ଓ୍ବାଶିଂଟନ, ୧୫।୮: ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ଭାରତୀୟ ସିନେମାର ତାଙ୍କର ଅତୁଳନୀୟ ଅବଦାନ ଲାଗି ଆମେରିକାର କାଲିଫର୍ନିଆ ରାଜ୍ୟ...

୨୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ଗୁଡନ୍ୟୁଜ’

ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡନ୍ୟୁଜ’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ୨୦୦ କୋଟି କ୍ଲବ୍‌ରେ ସାମିଲ...

Coronavirus Update


Archives

Model This Week

Why Dharitri