କରୋନା ଗୀତକୁ ନେଇ କମେଣ୍ଟ, ପେଟ୍ରୋଲ ପମ୍ପରେ ମାରପିଟ୍‌

କଟକ ରୋଡ,୧୯।୩ (ଡି.ଏନ୍‌.ଏ.): କରୋନା ଗୀତକୁ କେନ୍ଦ୍ରକରି ମଙ୍ଗଳବାର ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ ବଡ଼ଗଡ଼ ପୋଲିସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ସନ୍ତୋଷ ନାଥ। ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ୩ଯୁବତୀ କଳ୍ପନା ଛକ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ଆସିଥିଲେ। ଏହି ସମୟରେ ଅନ୍ୟ ୩ ଯୁବକ ମଧ୍ୟ ତେଲ ପକାଇବା ପାଇଁ ଆସିଥିଲେ। ଏହି ସମୟରେ ଜଣେ ଯୁବକ ଆଳବମ ଗୀତ ମାଧ୍ୟମରେ ଯବତୀଙ୍କୁ କମେଣ୍ଟ କରିଥିଲେ। ଏହା ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ପ୍ରଥମେ ବଚାସା ଓ ପରେ ମାରପିଟ ହୋଇଥିଲା। ମାରପିଟ ବେଳେ ସନ୍ତୋଷ ସେମାନଙ୍କୁ ବୁଝାଇବା ପରେ ଗଣ୍ଡଗୋଳ ଅଧିକ ବଢିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କ ସହ ଯୁବତୀ ଓ ଯୁବକଙ୍କୁ ଥାନାକୁ ନେଇଥିଲା। ଏ ନେଇ ୩ଟି ମାମଲା(ନଂ. ୧୦୫, ୧୦୬,୧୦୭/୨୦)ରୁଜୁ ହୋଇଥିବା ଥାନାର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଉଦାହରଣ ପାଲଟିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ‘ତିତ୍‌ଲି’ ହେଉ ଅବା ‘ଫନୀ’, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବିଶ୍ୱପାଇଁ ରାଜ୍ୟ ବେଞ୍ଚମାର୍କ ପାଲଟିଛି। ମଙ୍ଗଳବାର ସ୍ଥାନୀୟ ରବିନ୍ଦ୍ର...

ଖୋଲିପାରେ ୬ଷ୍ଠରୁ ୮ମ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟରେ ପ୍ରାଥମକ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ଷଷ୍ଠରୁ ଅଷ୍ଟମ...

ଓଡ଼ିଶା ସାରା ଦେଶରେ ମଡେଲ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା...

କରୋନା ସନ୍ଦିଗ୍ଧକୁ ନେବ ଆମ୍ବୁଲାନ୍ସ

ଗଞ୍ଜାମ, ୨୭।୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ କର୍ମଚାରୀ ନେଉନାହାନ୍ତି । ଏନେଇ କେତେକଙ୍କ ଜୀବନ...

ରାଜଧାନୀରୁ ୧୯୦ ପଜିଟିଭ ଚିହ୍ନଟ: ଚିନ୍ତା ବଢାଉଛି ଖଣ୍ଡଗିରି

ଭୁବନେଶ୍ବର,୧୨।୪: ରାଜଧାନୀ ଭୁବନେଶ୍ବରବାସୀଙ୍କ ପାଇଁ ପୁଣି ଥରେ ଆସିଯାଇଛି ସତର୍କ ହେବାର ସମୟ। ସୋମବାର ରାଜଧାନୀରେ ୧୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮ଜଣ...

ଟିକା ଦେବା ପାଇଁ ପ୍ରବଳ ବର୍ଷାରେ ନଦୀ ପାରିହେଲେ ମହିଳା ସ୍ବାସ୍ଥ୍ୟକର୍ମୀ

ବୈପାରୀଗୁଡା,୧୨ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ବାଲଗାଁ ପଞ୍ଚାୟତରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ନିଜ ଜୀବନକୁ...

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଏଚ୍‌ଆଇଭି ସଂକ୍ରମିତ, ଗଞ୍ଜାମ ଜିଲାପାଳ କଲେ କନ୍ୟାଦାନ; ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ଗୋପାଳପୁରସ୍ଥିତ ଶ୍ରଦ୍ଧାସଞ୍ଜିବନୀ ନାମକ ଶିଶୁଗୃହରେ ଶନିବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ କାର୍ଯ୍ୟରେ ସହଯୋଗର ହାତ...

୭ ମାସ ପରେ ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୬ ଜୁନ୍‌ ୨୦୨୦) ପରେ ପ୍ରଥମ ଥର...

Advertisement
Archives

Model This Week